-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
10-Jun-2024
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଗୁଦାରି ପଞ୍ଚାୟତ ଗୁଦାରି ଆର୍ ଆଇ ଅଫିସ୍ ନିକଟସ୍ତ ଫୁଲବାଣୀ ରୁ ଭୁବନେଶ୍ୱର ଯାଇଥିବା ମୂଖ୍ୟ ରାସ୍ତା କୁ ପାଣି ସମସ୍ୟା କୁ ନେଇଁ ଅବରୋଧ କରାଯାଇଛି l ଏହି ଗ୍ରାମବାସି ପଞ୍ଚାୟତ ଠାରୁ ଆରମ୍ବ କରି ବ୍ଲକ୍ ଗୋଷ୍ଠି ଉନୟନ ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲାପାଳ ଙ୍କୁ ବହୁବାର ଲିଖିତ ଅଭିଯୋଗ ଦେଲାପାରେ ବି ଏହି ଗ୍ରାମବାସି ପାନୀୟଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ରୋକ କରିବାକୁ ବାଧ୍ୟହେଇଥିବା କହିଛନ୍ତି ଉପଭୋକ୍ତା ମାନେ l (ରମେଶ ପଣ୍ଡାଙ୍କ ରିପୋର୍ଟ )