-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||     

HOME   ଜିଲ୍ଲା

ଭକ୍ତ ଙ୍କ ମାରାଥନ ପ୍ରଚାର ବିରୋଧୀ ଚିତ୍ତ ପଟାଙ୍ଗ

06-May-2024



(ଚିନ୍ତାମଣି ନାଏକ )
କଳାହାଣ୍ଡି ସଂସଦୀୟ କ୍ଷେତ୍ର ନର୍ଲା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କୁ ମାତ୍ର ହାତରେ ଆଉ କିଛିଟା ଦିନ ଥିବାରୁ କଂଗ୍ରେସ ,ବିଜେଡି , ବିଜେପି ସହ ମୋଟ ବାର ଜଣ ପ୍ରାର୍ଥୀ ମଇଦାନ ରେ ରହି ମାରାଥନ ପ୍ରଚାର କୁ ଜୋରଦାର କରିଥିବା ଦେଖିବାକୁ ମିଳୁଛି,ଏହାରି ଭିତରେ ବିଜେଡି ଛାଡ଼ି କଂଗ୍ରେସ ରେ ଯୋଗଦେଇଥିବା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତି ଚିତ୍ତରଞ୍ଜନ ମଣ୍ଡଳ , ରାଜ୍ୟ ଉପ ସଭାପତି ସାରଦା ପ୍ରସନ୍ନ ସ୍ୱାଇଁ , କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ଦେବେନ୍ଦ୍ର ସାହୁ ଙ୍କ ଭଳି ଅନେକ ହେଭିୱେଟ୍ ନେତା ଓ କର୍ମୀ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କ ସହ ମିଶି ତାଙ୍କୁ ବିଜୟ କରିବା ପାଇଁ ଆରପାର ଲଢେଇ ଲଢ଼ୁଛନ୍ତି, ଏବଂ ବର୍ତ୍ତମାନ ର ଯୁବ ଭୋଟର ବିଜେଡି ର ପଚିଶ ବର୍ଷ ଶାସନ ରେ ଅତିଷ୍ଠ ହୋଇ ବିକଳ୍ପ ଭାବରେ ଭେଟରାନ ବରିଷ୍ଠ ଅନୁଭଭବିନେତା,ଭକ୍ତ ଦାସ ଙ୍କ  ସପକ୍ଷରେ ଯାଉଥିବା ଦେଖିବାକୁ ମିଳୁଛି ସାଧାରଣ ଭୋଟର ମଧ୍ୟ ବିଜେଡି ର ଏକ ଛତ୍ରବାଦ୍ ଶାସନ ରେ ପାଟି ଖୋଲି ପାରୁ ନ ଥିବା ମୁକ ବଧିର ଭଳି ପ୍ରାର୍ଥୀ ଙ୍କୁ ଭୋଟ ନ ଦେଇ ଜଣେ ଟାଣୁଆ ଅଭିଜ୍ଞ କଳାହାଣ୍ଡି ର ପ୍ରଚଣ୍ଡ ପ୍ରଭାବୀ ନେତା ଯିଏ କି ବିଧାନସଭା ରେ ଝଡ଼ ସୃଷ୍ଟି କରିପାରିବ ଏବଂ ନର୍ଲା ର ହକ କୁ ରାଜ୍ୟ ସରକାର ଠାରୁ ଜୋର୍ ଜବରଦସ୍ତି ଛଡାଇ ଆଣିବାରେ ଦକ୍ଷତା ଥିବା ବ୍ୟକ୍ତିତ୍ଵ କେବଳ ଭକ୍ତ ଚରଣ ଦାସ ହିଁ ଏକ ମାତ୍ର ବିକଳ୍ପ ବୋଲି ପ୍ରକାଶ କରିଛନ୍ତି ଏବଂ ନର୍ଲା ସ୍ଥାନୀୟ ପ୍ରାର୍ଥୀ ପ୍ରସଙ୍ଗ କୁ ଭାଏଁ ଭାଏଁ ଉଡାଇ ଦେଇ ଲୋକେ ନିର୍ବାଚନ ମଣ୍ଡଳୀର ଗଳିକନ୍ଦିରେ ସ୍ୱାଗତ କରୁଛନ୍ତି,ଏଭଳି ସ୍ଥିତି ରେ ନର୍ଲା ବିଧାୟିକା ପ୍ରାର୍ଥୀନୀ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି , ଉପାଧ୍ୟକ୍ଷ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତି ଦୁହେଁ ମିଶି ନର୍ଲା ବ୍ଲକ ରୁ ଆସଦ୍ ଉପାୟରେ ଉପାର୍ଜନ କରିଥିବା ଅର୍ଥକୁ ନିର୍ବାଚନ ରେ ଲଗାଇ କୌଣସି ବି ପ୍ରକାରେ ନିର୍ବାଚନୀ ବୈତରଣୀ ପାର ହେବା ମସୁଧା କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ମାନେ ପ୍ରକାଶ କରିଛନ୍ତି ଏହାରି ଭିତରେ କଂଗ୍ରେସ ର ପାଦ ଚଟା କିଛି ଅଗାଡ଼ି ନେତା ବିଜେଡି ରେ ମିଶି ଦଳିୟ ନେତ୍ରୀ ଙ୍କ ଠାରୁ ଠିକା କାର୍ଯ୍ୟ ଆଶା ରେ ଜୟ ଜୟ କାର କରୁଥିବାରୁ ବିଧାୟିକା ପ୍ରାର୍ଥୀନୀ ଙ୍କ ପ୍ରତି ଅଡୁଆ ବଢୁଥିବା ଆଲୋଚନା ହେଉଛି,ଏଥି ମଧ୍ୟରେ କିଛି  ଦଳଡିଆଁ ଅକର୍ମଣ୍ୟ ବୁଢ଼ା ହଡା ଉପେକ୍ଷିତ୍ତ  ଙ୍କୁ ସାଉଁଟି ନିର୍ବାଚନ ମଙ୍ଗ ଧରିଛନ୍ତି,ତେଣୁ ବର୍ତ୍ତମାନ ଶଙ୍ଖ ର ଡଙ୍ଗା ଟଳମଳ ହୋଇ   ବୁଡ଼ିଯିବ ବୋଲି ବିଭିନ୍ନ ରାଜନୈତିକ ସମୀକ୍ଷକ ମାନେ ଚର୍ଚ୍ଚା ଆଲୋଚନା କରୁଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026

You Might Also Like

                   
  ଜିଲ୍ଲା  

ଗଣିତ ଗବେଷଣା