-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||     

HOME   ଜିଲ୍ଲା

ପ୍ରଚାରମଇଦାନ ଜମୁଛି, ଗାଁମୁହାଁ ନେତା, ଟାର୍ଗେଟରେ ମହିଳା ଓ ଯୁବଭୋଟର

06-May-2024



ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ଆସନ୍ତା ମେ ୨୦ ତାରିଖରେ ହେବାକୁଥିବା ସାଧାରଣନିର୍ବାଚନ ପାଇଁ ପ୍ରଚାର ମଇଦାନ ଜମିଆସୁଛି । ରାଜନୈତିକଦଳମାନେ ନିଜନିଜ ଢଙ୍ଗରେ ପ୍ରଚାର ଚଳାଇଛନ୍ତି । ଏହି ନିର୍ବାଚନମଣ୍ଡଳିରେ ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖି ଲଢାଇ ହେବାକୁଯାଉଛି । ବିଜେଡି ଦଳରୁ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ,କଂଗ୍ରେସର କଂଗ୍ରେସନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଓ ବିଜେପିଦଳରୁ ଗୋପାଳଜୀ ପାଣିଗ୍ରାହୀ ପ୍ରାର୍ଥି ହୋଇଛନ୍ତି । ପ୍ରାୟ ସବୁଦଳର ନେତା ସକାଳ ବେଳା ଗାଁମାନଙ୍କରେ ପ୍ରଚାର କରି ସଂଧ୍ୟାରେ ସହରରେ ପ୍ରଚାର କରୁଛନ୍ତି । ଟାର୍ଗେଟରେ ମହିଳା ଓ ଯୁବଭୋଟର ରହିଛନ୍ତି । ରାଜ୍ୟରେ ମହିଳା ଭୋଟରମାନେ ସ୍ୱୟଂସହାୟିକାଗୋଷ୍ଠୀ ଜରିଆରେ ସରକାରୀ ଯୋଜନାରୁ ଲାଭାନ୍ୱିତ ହେଉଥିବା କାରଣରୁ ଶାସକ ବିଜେଡିଦଳ ପ୍ରତି ସେମାନଙ୍କର ଆଗ୍ରହ ରହିଛି । ବିଜେଡି ପ୍ରାର୍ଥି କଳିକେଶଙ୍କ ପତ୍ନୀ ମେଘନା ସିଂଦେଓ ନିଜେ ଗାଁ ଗାଁ ବୁଲି ବୁଲି ସ୍ୱାମୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ବିଜେଡିଦଳର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ମହିଳା ସଭାପତି ଦମୟନ୍ତି ବାଘ,ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା,ପୂର୍ବତନ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ସଦରବ୍‌କ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ଦେଓଗାଁ ବ୍ଲକଅଧ୍ୟକ୍ଷା ରୀନା ମେହେର,ରାଜ୍ୟ ସଂପାଦିକା ସାଗରିକା ଗୁରୁ, ଜିଲ୍ଲାପରିଷଦ ସଭ୍ୟା ମମତା କୁମୁରା, ସୁମତି ସେଠ,ଅନାମିକା ହୋତା ଓ ସଦରବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍‌ଳି ହୋତା  ପ୍ରମୁଖ ନିର୍ବାଚନୀପ୍ରଚାର ମଙ୍ଗଧରିଛନ୍ତି । ଗାଁଗାଁରେ ନବୀନ ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଲୋକଙ୍କୁ କହି ଭୋଟ ମାଗୁଛନ୍ତି । ରାଜପରିବାରର  ଅନଙ୍ଗଉଦୟ ସିଂଦେଓ, କଳିକେଶନାରାୟଣ ସିଂଦେଓ,ମନ୍ମଥବିଜୟ ସିଂଦେଓ ଓ ଅର୍କେଶନାରାୟଣ ସିଂଦେଓଙ୍କ ସମେତ ଅନ୍ୟାନ୍ୟ ନେତାଗଣ ପ୍ରଚାର ମଇଦାନରେ ରହିଛନ୍ତି । ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର,ଭଗବାନ ବଗର୍ତ୍ତି,ଗୋଲାପ ବାଗ,ଓଁକାର ନାୟକ,ବିଧୁଭୂଷଣ ତ୍ରୀପାଠୀ,ପ୍ରଦ୍ୟୁତ ମିଶ୍ର,ସୁଦାମ ସାହୁ,ଚନ୍ଦ୍ରମନୀ ତ୍ରୀପାଠୀଙ୍କ ସମେତ ଅନ୍ୟାନ୍ୟ ନେତାଗଣ ପ୍ରଚାର କରୁଛନ୍ତି । 
  କିନ୍ତୁ ସେପଟେ କଂଗ୍ରେସଦଳ ପକ୍ଷରୁ ମଧ୍ୟ ମହିଳା ଭୋଟରଙ୍କୁ ହାତେଇବା ପାଇଁ ଗତ ୬ମାସ ହେଲା କେଉଁଠି ସୁନ୍ଦରାକାଣ୍ଡ ତ ଆଉ କେଉଁଠି ଆଉ କିଛି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କର ନିକଟତର ହେବାକୁ ଚେଷ୍ଟା କରାଯାଉଛି । କଂଗ୍ରେସ ପ୍ରାର୍ଥି ସମରେନ୍ଦ୍ର ମହିଳା ଯୁବସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ସହରର ମହିଳା ଭୋଟରଙ୍କ ସହିତ ଭାବବିନିମୟ କରୁଛନ୍ତି । ବିଜେଡି ଶାସନରେ ମହିଳା ନିର୍ଯ୍ୟାତନା କଥା ମଧ୍ୟ ଉଠାଉଛନ୍ତି । ତେବେ ଏଥର ପ୍ରଚାର ଟିକିଏ ନିଆରା ଢଙ୍ଗରେ ଚାଲିଛି । କଂଗ୍ରେସଦଳ ନିଜପ୍ରଚାରକୁ ଷ୍ଟ୍ରାଟେଜିକାଲି ଯିବାକୁ ଏକ ଟେକଟିକଗ୍ରୁପ(ବୈଷୟିକ ପରାମର୍ଶଦାତା)ଆଣି ରଖିଛି । ତାଙ୍କର ପରାମର୍ଶରେ କାର୍ଯ୍ୟକ୍ରମ ଚାଲୁଛି । କଂଗ୍ରେସଦଳ ପ୍ରଚାର ଟିମରେ ମହିଳା ସଂଖ୍ୟା କମରହୁଛନ୍ତି । କିନ୍ତୁ ଏବେ କିଛିଦିନ ହେଲା ସମରେନ୍ଦ୍ରଙ୍କ ଭାଉଜ ଅମରେନ୍ଦ୍ରଙ୍କ ପତ୍ନୀ ପ୍ର୍‌ଚାରକୁ ଓହ୍ଲାଇଛନ୍ତି । ସେ ଉଭୟ ବଲାଙ୍ଗୀରର ଝିଅ ଓ ବୋହୁ ମଧ୍ୟ । ତେଣୁ ତାଙ୍କର ସଂମ୍ପର୍କିୟଙ୍କ ସମେତ ଅ୍ୟନ୍ୟାନ୍ୟ ମହିଳାଙ୍କୁ ନେଇ ସେ ପ୍ରଚାର ଚଳାଇଛନ୍ତି । ବିଧାୟକ ନରସିଂହ ମିଶ୍ର,ସମରେନ୍ଦ୍ର ମିଶ୍ର,ଅମରେନ୍ଦ୍ର ମିଶ୍ର,ରାହୁଲ ମିଶ୍ର,ସ୍ମାରକ ମିଶ୍ର,ବୀରେନ୍ଦ୍ର ମିଶ୍ର,ଜିଲ୍ଲା ସଭାପତି ଅଶୋକ ନନ୍ଦ,ବୁଲୁ ଦାନୀ,ସୁରୁ ମଟାରୀ,ସନ୍ତକ ବହିଦାର,ମନୀଷ ମିଶ୍ର,ଅସୀତ ମିଶ୍ର,ଅଜୟ ବାଲି ପ୍ରମୁଖ ପ୍ରଚାରକୁ ଯୋର ଧରାଇଛନ୍ତି । ସେପଟେ ବିଜେପିର ଗୋପାଳଜୀ ପାଣିଗ୍ରାହୀ,ତାଙ୍କ ପୁଅ ରାହୁଲ ପାଣିଗ୍ରାହୀ,ସନ୍ତୋଷ ପଟ୍ଟନାୟକ,ଗିରିଶ ସିଂଦେଓ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା,ରଶ୍ମିରେଖା ଦାନୀ,ଅନୀତା ମିଶ୍ର ପ୍ରମୁଖ ପ୍ରଚାର ମଇଦାନରେ ରହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026

You Might Also Like

                           
  ଜିଲ୍ଲା  

ଗଣିତ ଗବେଷଣା