-+91-9937148622 |

prerana_bgr@rediffmail.com |

  Sunday 8th November 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   (08-Nov-2026)       ||      ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   (07-Nov-2026)       ||      ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   (07-Nov-2026)       ||      ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   (07-Nov-2026)       ||      ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   (07-Nov-2026)       ||      ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   (07-Nov-2026)       ||      ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   (07-Nov-2026)       ||      ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   (07-Nov-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   (07-Nov-2026)       ||      *ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   (07-Nov-2026)       ||      ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ    (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   (07-Nov-2026)       ||      ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ  ବିଦ୍ୟାଲୟ ର ଭିତ୍ତି ପ୍ରସ୍ତର ସ୍ଥାପନ                                                            (07-Nov-2026)       ||      ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ   (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||     

HOME   ଜିଲ୍ଲା

୧୯ ବାଟାଲିୟନ ର ସିଭିକ ଏକ୍ସନ ପ୍ରୋଗ୍ରାମ

13-Dec-2023



(ଡୋଲେସ୍ବର ଵାଗ )
ନୂଆପଡ଼ା ଗତ କାଲି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ  ୧୯  ବାଟାଲିୟନର କମାଣ୍ଡୋ ମନୋଜ କୁମାରଙ୍କ ତତ୍ତ୍ଵାବଧାନରେ ସିନାପାଲି ଥାନା ଭଟାପାନି ଗାଁର କଳିଙ୍ଗ ଉଚ୍ଚ ବିଦ୍ୟାଳୟଠାରେ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ନକ୍ସଲ ମାନଙ୍କୁ ଦୂର କରିବା ପାଇଁ ଓଡ଼ିଶା ରାଜ୍ୟରେ ବାଟାଲିୟନ ମାନଙ୍କ ସହ ଲୋକମାନଙ୍କୁ ସଦାସର୍ବଦା ବିଶ୍ୱାସ ସୃଷ୍ଟି କରିବା ସହ ସୁସମ୍ପର୍କ ସ୍ଥାପନ କରିବା ନିମିତ୍ତ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଉଛି। ଏହି ଶିବିରରେ ସିନାପାଲି ଥାନା ଅଞ୍ଚଳର ଭଟାପାନି, ନଙ୍ଗଲବୋଡ, କରାଡଙ୍ଗରି, ଟଙ୍କାମାଲ ପ୍ରଭୁତି ଗାଁର ଗରିବ ନିରୀହ ଲୋକମାନେ ସାମିଲ ହୋଇଥିଲେ, ଉକ୍ତ ଶିବିରରେ ୧୯ ବାଟାଲିୟନ କେରିପୁବଲ୍ ଦ୍ଵାରା ଆୟୋଜନ କରାଯାଇଥିଲା। ଏଥିରେ ଦ୍ୱିତୀୟ କମାଣ୍ଡୋ ଦବ ଇଞ୍ଜିକରନ୍ କିଣ୍ଡୋ କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏଠାରେ ଶାରୀରିକ ଯାଞ୍ଚ ଶିବିର ମଧ୍ୟ କରାଯାଇଥିଲା, ସିନାପାଲି ସିଏଚସି ରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ନର୍ଗିସ, ଡ଼ଃ ସଶିକିରନ୍ ଟପ୍ପୋ ପ୍ରମୁଖ ଡାକ୍ତର ଶାରୀରିକ ପରୀକ୍ଷା ନିରୀକ୍ଷା କରିଥିଲେ। ଏଥିରେ ମୋଟ ୨୧୭ଜଣଙ୍କୁ ପରୀକ୍ଷା ନିରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ, ଦ୍ଵିତୀୟ କମାଣ୍ଡୋ ଦବ ଇଞ୍ଜିକିରନ୍ କିଣ୍ଡୋ ଗ୍ରାମୀଣ ଲୋକମାନଙ୍କୁ ମାଓବାଦୀର ଶୋଷଣର ଶିକାର, ଅତ୍ୟାଚାର ଓ ବିରୋଧକୁ ଜାଗୃତ କରିବା ସହ ମୁଖ୍ୟ ଧାରାରେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  ବିରେନ୍ଦ୍ର କୁମାର, ନିରୀକ୍ଷକ ରଘୁନାଥ ହେମ୍ବ୍ରମ, ଶସିକୁମାର ଭଟ୍ଟାଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ, କଳିଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ସାହୁ, ଅଙ୍ଗନୱାଡ଼ି କର୍ମୀ ଲକ୍ଷ୍ମୀ ମାଝୀ, ଆଶା କର୍ମୀ ସୁଲୋଚନା ହରିଜନ ପ୍ରମୁଖଙ୍କ ସହ ଏ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   08-Nov-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   07-Nov-2026
  ଜିଲ୍ଲା  
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   07-Nov-2026
  ଜିଲ୍ଲା  
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   07-Nov-2026
  ଜିଲ୍ଲା  
ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   07-Nov-2026
  ଜିଲ୍ଲା  
ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   07-Nov-2026
  ଜିଲ୍ଲା  
ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   07-Nov-2026
  ଜିଲ୍ଲା  
ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   07-Nov-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   07-Nov-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   07-Nov-2026
  ଜିଲ୍ଲା  
ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ   07-Nov-2026
  ଅପରାଧ  
ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   07-Nov-2026

You Might Also Like