-+91-9937148622 |

prerana_bgr@rediffmail.com |

  Sunday 13th October 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁର ଦୁର୍ଗା ପୂଜା କମିଟି ପକ୍ଷରୁ ମିଠା ଅନ୍ନ-ଭୋଗ ର ଆୟୋଜନ   (13-Oct-2024)       ||      ଦଶହରା ଉପଲକ୍ଷେ ରାଧାରାଣୀ ପଡାରେ ସ୍ପେଶିଆଲ୍ ମୁଗ ହଲୱା ବଣ୍ଟନ   (13-Oct-2024)       ||      ରଥପୁର ଦୁର୍ଗାପୂଜା କମଟି ପକ୍ଷରୁ ରକ୍ତଦାନ ଶିବର    (13-Oct-2024)       ||      *ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*   (13-Oct-2024)       ||      ବୀରମହାରାଜପୁର ବଜରଙ୍ଗ ଦଳର ଶସ୍ତ୍ର ପୂଜା   (13-Oct-2024)       ||      ବଲାଙ୍ଗୀର: ଧର୍ମପରାୟଣ ମହିଳାଙ୍କ ପରଲୋକ   (13-Oct-2024)       ||      ପୁଣି ଫେରୁଛନ୍ତି କି ବାଂଲାଦେଶୀ? ହିନ୍ଦୁ ମହାସଂଘ ପକ୍ଷରୁ ସତର୍କ ସୂଚନା*   (13-Oct-2024)       ||      କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି: ଉପମୁଖ୍ୟମନ୍ତ୍ରୀଙ୍କ ତନାଘନା : ଭିଜିଲାନ୍ସ ଆଣିଲା ଫାଇଲ୍ : ରାତିଅଧିଆ ଫରେଷ୍ଟରଙ୍କୁ ନିଲମ୍ବନ    (13-Oct-2024)       ||      ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ହେଲା ବୁଧାପାଲିରେ   (13-Oct-2024)       ||      ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର    (13-Oct-2024)       ||      ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ଦୂର୍ଗା ପୂଜା କମିଟି ଦ୍ବାରା ସ୍ବାଗତ   (12-Oct-2024)       ||      ଦ୍ଵୀ ଦିଵସୀୟ ଫୁଟଵଲ ଟୁଣ୍ଣାମେଣ୍ଟ ଅନୁଷ୍ଟିତ   (12-Oct-2024)       ||      ବିଜେପୁର ଦୁର୍ଗା ମଣ୍ଡପରେ ନବକୁମାରୀ ପୂଜା ଅନୁଷ୍ଠିତ   (12-Oct-2024)       ||      ଚଳନା ରେ ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ପାଳିତ   (12-Oct-2024)       ||      ପାଇକ ସମାଜ ପକ୍ଷରୁ ଖଣ୍ଡା ପୂଜା ବିଜୟ ଦଶମୀ ପର୍ବ ପାଳନ ।   (12-Oct-2024)       ||      ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ– ୨୦୨୪ ପାଳିତ    (12-Oct-2024)       ||      ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶାରଦୀୟ ସଂଖ୍ୟା ସୁବର୍ଣ୍ଣଦୀପ ଲୋକାର୍ପିତ   (12-Oct-2024)       ||      ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ     (11-Oct-2024)       ||      ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   (12-Oct-2024)       ||      ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   (11-Oct-2024)       ||     

HOME   ରାଜ୍ୟ

ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ

10-Dec-2023



ବଲାଙ୍ଗିର(ବିନୋଦ ଦୀପ) ଭୀମଭୋଇ ସାଂସ୍କୃତିକ ସଂଗଠନ ବଲାଙ୍ଗିର ଦ୍ୱାରା ମାନବିକ ଅଧିକାର ଦିବସ ଏବଂ ବାବା ସାହେବ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ଲୋଇସିଂହା ଆଦିବାସୀ ଭବନ ଠାରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଂପାଦକ ଶଙ୍କର ନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୁବ ସାମାଜିକ କର୍ମୀ ଆକବର ଖାନ ମୁଖ୍ୟ ଅତିଥି , ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମସାଗର ନନ୍ଦ ସ୍ୱତନ୍ତ୍ର ଅତିଥି , ଗଣ୍ଡାବଜାର ସଂପାଦକ ତ୍ରିଲୋଚନନ୍ଦ ନନ୍ଦ ମୁଖ୍ୟବକ୍ତା, ସ୍ୱେଚ୍ଛାସେବୀ ସଂଗଠିକା ନଳିନୀ ଜାଲ ଏବଂ ସାମାଜିକ କର୍ମୀ ସୁଷମା ବଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ବିଧାନକୁ ଜାଣିଲେ ହିଁ ଅଧିକାର ଜାଣିପାରିବେ,

ଅଧିକାର ଜାଣିଲେ ଲଢେଇ କରିପାରିବେ, ନିଜର ହକ୍ ହାସଲ ହେବ, ସମାଜ ସୁଦୃଢ ହେବ, ଗଣତନ୍ତ୍ର ସୁଦୃଢ ହେବ । ଏଥିପାଇଁ ବିରାଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସମ୍ବିଧାନର ସୁରକ୍ଷା ହିଁ ବାବା ସାହେବ ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ମହିଳାଙ୍କ ଅଧିକାର ହିଁ ତାଙ୍କ ସ୍ୱପ୍ନ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମହାକୁର, ଅନନ୍ତ ସିକା, ସଂଜିବ ମୁନା, ସଂଜିବ ଦୀପ, ସନ୍ତୋଷ ନନ୍ଦ, ଦ୍ରୋପଦି ବାଗ, ଉର୍ମିଲା ମହାନନ୍ଦ, ବାସନ୍ତି ଦୀପ, ଇଶ୍ୱର ନାଗ, ଶିବ ନନ୍ଦ, କୁନୁ ଦୀପ, ରାଜିବ ମହାନନ୍ଦ, ଶୁଶିଲ ତାଣ୍ଡି, ସନ୍ତୋଷ କୁମ୍ଭାର, ଶତାଧିକ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ଯୁବ ଆମ୍ବେଦକରବାଦୀ ନଳିନୀ ଦୀପ ଧନ୍ୟବାଦ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁର ଦୁର୍ଗା ପୂଜା କମିଟି ପକ୍ଷରୁ ମିଠା ଅନ୍ନ-ଭୋଗ ର ଆୟୋଜନ   13-Oct-2024
  ଜିଲ୍ଲା  
ଦଶହରା ଉପଲକ୍ଷେ ରାଧାରାଣୀ ପଡାରେ ସ୍ପେଶିଆଲ୍ ମୁଗ ହଲୱା ବଣ୍ଟନ   13-Oct-2024
  ଜିଲ୍ଲା  
ରଥପୁର ଦୁର୍ଗାପୂଜା କମଟି ପକ୍ଷରୁ ରକ୍ତଦାନ ଶିବର   13-Oct-2024
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*   13-Oct-2024
  ଜିଲ୍ଲା  
ବୀରମହାରାଜପୁର ବଜରଙ୍ଗ ଦଳର ଶସ୍ତ୍ର ପୂଜା   13-Oct-2024
  ଜିଲ୍ଲା  
ବଲାଙ୍ଗୀର: ଧର୍ମପରାୟଣ ମହିଳାଙ୍କ ପରଲୋକ   13-Oct-2024
  ଜିଲ୍ଲା  
ପୁଣି ଫେରୁଛନ୍ତି କି ବାଂଲାଦେଶୀ? ହିନ୍ଦୁ ମହାସଂଘ ପକ୍ଷରୁ ସତର୍କ ସୂଚନା*   13-Oct-2024
  ଜିଲ୍ଲା  
କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି: ଉପମୁଖ୍ୟମନ୍ତ୍ରୀଙ୍କ ତନାଘନା : ଭିଜିଲାନ୍ସ ଆଣିଲା ଫାଇଲ୍ : ରାତିଅଧିଆ ଫରେଷ୍ଟରଙ୍କୁ ନିଲମ୍ବନ   13-Oct-2024
  ଜିଲ୍ଲା  
ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ହେଲା ବୁଧାପାଲିରେ   13-Oct-2024
  ଜିଲ୍ଲା  
ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର   13-Oct-2024
  ଜିଲ୍ଲା  
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ଦୂର୍ଗା ପୂଜା କମିଟି ଦ୍ବାରା ସ୍ବାଗତ   12-Oct-2024
  ଜିଲ୍ଲା  
ଦ୍ଵୀ ଦିଵସୀୟ ଫୁଟଵଲ ଟୁଣ୍ଣାମେଣ୍ଟ ଅନୁଷ୍ଟିତ   12-Oct-2024

You Might Also Like