-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ସମ୍ବଲପୁର-(ସଞ୍ଜିବପାଣୀଗ୍ରାହୀ)
ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ରାଧାମାଧବ ସତସଙ୍ଘ ମଣ୍ଡଳୀର ଅନେକ ମହିଳା ମାସ ସାରା ପାଳନ କରି ଆସିଥିଲେ ଓ ଆଜି ଚତୁର୍ଦସୀ ଉପଲକ୍ଷେ ରାଧାମଧଵ କଲ୍ୟାଣ ମଣ୍ଡପ ଠାରେ ଏକ ବାଲ୍ୟ ଭୋଜନର ବ୍ୟବସ୍ଥା କରିଥିଲେ ଯାହାକି ଶତାଧିକ ଶିଶୁମାନଙ୍କୁ ଦିଆଯାଇଥିଲା !ଏହି କାର୍ଯ୍ୟକ୍ରମ ଉଷା ପ୍ରଧାନ, ଶ୍ରୀମତୀ କବିତା ପୁରୋହିତ ,ମଞ୍ଜୁ ମେହେର, ପୂର୍ଣ୍ଣିମା ମେହେର, ସରୋଜିନୀ ମେହେର,ଅମ୍ବିକା ବାଗ ପ୍ରମୁଖଙ୍କ ତଥ୍ୟବିଧାନରେ ହୋଇଥିଲା !!