-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

କେନଟା ଅସଲି-କେନଟା ନକଲି ଥି ପେଶି ହେଉଛେ ବରଗଡ ଜିଲ୍ଲା

01-Jul-2023



ବରଗଡ଼:-ବରଗଡ଼ ଜିଲ୍ଲାରେ ସାର ନକଲି କୀଟନାଶକ ନକଲି ବିହନ ନକଲି   ଔଷଧ ନକଲି ସବୁ ନକଲି , ହେଲେ ଗରିବ କୃଷକ ଖାଉଟି ଅସଲି ଯେଉଁ ମାନଙ୍କୁ ବାରମ୍ବାର ଆର୍ଥିକ ଶୋଷଣ କରି ଜୀବନ ଜୀବିକା ଦୁର୍ବିସହ କରାଯାଉଛି।ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଆଇନ କାନୁନ କିଛି କାମ ଦେଉନାହିଁ କି ସେମାନଙ୍କ ପ୍ରତି ଭୟମଧ୍ୟ ନାହିଁ।ଯେଉଁମାନେ ନକଲି ଦ୍ରବ୍ୟ ତିଆରୀ ବା ବିକ୍ରି କରୁଛନ୍ତି ସେମାନେ କେଉଁଠାରୁ ଏତେ ସାହାସ ପାଉଛନ୍ତି ବା ସେମାନଙ୍କୁ ତାକତ ଦେଉଛି କିଏ ? ଏହି ପରି ଅନେକ ପ୍ରଶ୍ନ କରାଯାଇ ପାରେ।ଗତ ତିନିଦିନ ତଳେ ବରାପଲି ବ୍ଲକ କାଇଁଶିର ଗ୍ରାମ ପାଖରେ DAP ଏବଂ ପୋଟାସ ସାର ବୋଝେଇ ଟ୍ରକ କାଦୁଅରେ ଫସିଯାଇଥିଲା । ତାହାକୁ ଉଦ୍ଧାର କରିବା ପାଇଁ ଲୋକମାନଙ୍କୁ ଡକାଯିବା ରୁ ଲୋକମାନେ ଆସି ଦେଖିଲେ ଯେ ତୁଲଣ୍ଡି ଗ୍ରାମ ପଟୁ ବରପାଲି ଆଡକୁ ଟ୍ରକ ଯାଉଛି ।ସେମାନଙ୍କର ସନ୍ଦେହ ହେଲା କୃଷିବିଭାଗ କୁ ଫୋନ କରି ସୂଚନାଦେଲେ ଅଧିକାରୀ ଆସିଲେ ଦେଖିଲେ କୌଣସି ପଦକ୍ଷେପ ନେଲେ ନାହିଁ।ପରେ ଗ୍ରାମରେ ଚର୍ଚ୍ଚା ହେବାରୁ ଜାଣିବାକୁ ପାଇଲେ ତୁଲଣ୍ଡି ଗ୍ରାମର ମୋହନ ବାରିକ ପ୍ରାୟ ଦୁଇ ତିନି ବର୍ଷ ହେବ ନକଲି ସାର ତିଆରି କରୁଛି।କାଇଁଶିର ଗ୍ରାମର ଚାଷୀ ମାନେ ତିନି ମାସ ପୂର୍ବେ ପୋଟାସ ସାର କାମ ନ ଦେବାରୁ ନକଲି ଭାବି ଜିଲ୍ଲା କୃଷିଅଧିକାରୀ ଙ୍କୁ ସାର ଆଣି ଅଭିଯୋଗ କରିଥିଲେ।ଅଧିକାରୀ ମହୋଦୟ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ ଯଦି ନକଲି ତାହାହେଲେ ପଦକ୍ଷେପ ନିଆଯିବ କହିଥିଲେ ହେଲେ କୌଣସି ସୂଚନା ଦେଇ ନ ଥିଲେ ।ସେହି ଅସନ୍ତୋଷ ଫଳରେ ବିଭିନ୍ନ ଅଫିସ ପୋଲିସ ଙ୍କୁ ଫୋନ କରି ଗ୍ରାମବାସୀ ବାଧ୍ୟ କରିବାରୁ ପୋଲିସ ସାହାଯ୍ୟ ଫସିଥିବା ଟ୍ରକ ରୁ 90 ବସ୍ତା ସାର  ପୋଲିସ ଜବଦ କରିଛି।ତୁଲଣ୍ଡି ର ମୋହନ ବାରିକ ଙ୍କ ଘରକୁ ପୋଲିସ ଏବଂ କୃଷିଅଧିକାରୀ ଗଲେବେଳେ ଶହଶହ ଖାଲି ବସ୍ତା ନିଆଁ ଲଗାଇ ଜଳିଦେଥିବା ଦେଖିବାକୁ ପାଇଲେ।ଲୁଣ ରଙ୍ଗ ମାଟି ୟୁରିଆ ସାର ସାହାଯ୍ୟ ରେ ନକଲି ସାର ପ୍ରସ୍ତୁତ କରୁଥିବା ଦେଖିବାକୁ ପାଇଲେ।କିନ୍ତୁ ସିଜ କଲେନାହିଁ କି ଦୋଷୀକୁ ଗିରଫ କଲେ ନାହିଁ।କେବଳ ସେମ୍ପୁଲ ଭୁବନେଶ୍ୱର ପଠାଯିବ ଯଦି ନକଲି କାର୍ଯ୍ୟାନୁଷ୍ଠାନ ନିଆଯିବ କହି ଛାଡି ଦେଲେ।ଏହି ସବୁ ଘଟଣା ଚାଷୀ ମାନଙ୍କୁ ବିସ୍ମିତ କରିଛି ଚାଷକମ ଛାଡି ଅଫିସ ଅଫିସ ଦୌଡ଼ିବା ପାଇଁ ବାଧ୍ୟହେଉଛନ୍ତି।ଆଜି କାଇଁଶିର ଗ୍ରାମର କାରଣ ସାହୁ,ଅଚୁତ ଦେହେରୀ, ପ୍ରଫୁଲ୍ଲ କୁମାର ଭୋଇ, ତ୍ରିଲୋଚନ ମହାକୁଡ଼,ଟିକେଶ୍ୱର ଦେହେରୀ,ମୋହନ ସାହୁ,ଲୋକନାଥ ଦେହେରୀ ଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଏ ଡି ଏମ୍ ମିର୍ଧା ଟପୋ ଭେଟି ସାତଦିନ ମଧ୍ୟରେ ଉଚିତ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like