-+91-9937148622 |

prerana_bgr@rediffmail.com |

  Thursday 1st May 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   (30-Apr-2025)       ||      ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ    (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   (30-Apr-2025)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (30-Apr-2025)       ||      ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   (30-Apr-2025)       ||      ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   (30-Apr-2025)       ||      ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   (30-Apr-2025)       ||      ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ    (30-Apr-2025)       ||      ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   (30-Apr-2025)       ||      ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   (30-Apr-2025)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   (30-Apr-2025)       ||      ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   (30-Apr-2025)       ||      ବିନିକା ବ୍ରହ୍ମ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ପାଳିତ(ଜଗତର କଲ୍ୟାଣ ହେଉଛି ବ୍ରାହ୍ମଣଙ୍କ ଲକ୍ଷ୍ୟ)   (30-Apr-2025)       ||      ବିଂଝାଲ ସଭା ବୈଠକରେ ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ    (30-Apr-2025)       ||      ୮୪ ଘର ଅଘରିଆ ସମାଜ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ    (30-Apr-2025)       ||      ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ   (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ   (30-Apr-2025)       ||     

HOME   ଜିଲ୍ଲା

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର ଗ୍ରହଣ

01-Jul-2023



ବରଗଡ଼:- ବରଗଡ଼ ଗଙ୍ଗାଧର ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିନତା ତ୍ରିପାଠୀ ଗତକାଳି ଚାକିରି ଜୀବନରୁ ଅବସର ନେଇଛନ୍ତି । ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଥିବା ଡ଼କ୍ଟର ଜସବୀର ସିଂ. ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗଣେଷ ବାରିକ, ୱାର୍ଡ଼ କାଉନସିଲର ନିତୁ ମାହାଣା, ସହକାରୀ ଶିକ୍ଷୟତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳୀ ପଧାନ, ସୁଭାଷିନୀ ନାୟକ, ଜୟନ୍ତୀ ନାଏକ, ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଦୀପ୍ତଭାନୁ ମହାନ୍ତି ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   30-Apr-2025
  ଜିଲ୍ଲା  
ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ   30-Apr-2025
  ଜିଲ୍ଲା  
ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   30-Apr-2025
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   30-Apr-2025
  ଜିଲ୍ଲା  
ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   30-Apr-2025
  ଜିଲ୍ଲା  
ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ   30-Apr-2025
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   30-Apr-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   30-Apr-2025
  ଜିଲ୍ଲା  
ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   30-Apr-2025

You Might Also Like