-+91-9937148622 |

prerana_bgr@rediffmail.com |

  Sunday 13th October 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁର ଦୁର୍ଗା ପୂଜା କମିଟି ପକ୍ଷରୁ ମିଠା ଅନ୍ନ-ଭୋଗ ର ଆୟୋଜନ   (13-Oct-2024)       ||      ଦଶହରା ଉପଲକ୍ଷେ ରାଧାରାଣୀ ପଡାରେ ସ୍ପେଶିଆଲ୍ ମୁଗ ହଲୱା ବଣ୍ଟନ   (13-Oct-2024)       ||      ରଥପୁର ଦୁର୍ଗାପୂଜା କମଟି ପକ୍ଷରୁ ରକ୍ତଦାନ ଶିବର    (13-Oct-2024)       ||      *ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*   (13-Oct-2024)       ||      ବୀରମହାରାଜପୁର ବଜରଙ୍ଗ ଦଳର ଶସ୍ତ୍ର ପୂଜା   (13-Oct-2024)       ||      ବଲାଙ୍ଗୀର: ଧର୍ମପରାୟଣ ମହିଳାଙ୍କ ପରଲୋକ   (13-Oct-2024)       ||      ପୁଣି ଫେରୁଛନ୍ତି କି ବାଂଲାଦେଶୀ? ହିନ୍ଦୁ ମହାସଂଘ ପକ୍ଷରୁ ସତର୍କ ସୂଚନା*   (13-Oct-2024)       ||      କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି: ଉପମୁଖ୍ୟମନ୍ତ୍ରୀଙ୍କ ତନାଘନା : ଭିଜିଲାନ୍ସ ଆଣିଲା ଫାଇଲ୍ : ରାତିଅଧିଆ ଫରେଷ୍ଟରଙ୍କୁ ନିଲମ୍ବନ    (13-Oct-2024)       ||      ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ହେଲା ବୁଧାପାଲିରେ   (13-Oct-2024)       ||      ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର    (13-Oct-2024)       ||      ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ଦୂର୍ଗା ପୂଜା କମିଟି ଦ୍ବାରା ସ୍ବାଗତ   (12-Oct-2024)       ||      ଦ୍ଵୀ ଦିଵସୀୟ ଫୁଟଵଲ ଟୁଣ୍ଣାମେଣ୍ଟ ଅନୁଷ୍ଟିତ   (12-Oct-2024)       ||      ବିଜେପୁର ଦୁର୍ଗା ମଣ୍ଡପରେ ନବକୁମାରୀ ପୂଜା ଅନୁଷ୍ଠିତ   (12-Oct-2024)       ||      ଚଳନା ରେ ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ପାଳିତ   (12-Oct-2024)       ||      ପାଇକ ସମାଜ ପକ୍ଷରୁ ଖଣ୍ଡା ପୂଜା ବିଜୟ ଦଶମୀ ପର୍ବ ପାଳନ ।   (12-Oct-2024)       ||      ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ– ୨୦୨୪ ପାଳିତ    (12-Oct-2024)       ||      ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶାରଦୀୟ ସଂଖ୍ୟା ସୁବର୍ଣ୍ଣଦୀପ ଲୋକାର୍ପିତ   (12-Oct-2024)       ||      ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ     (11-Oct-2024)       ||      ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   (12-Oct-2024)       ||      ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   (11-Oct-2024)       ||     

HOME   ଜିଲ୍ଲା

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର ଗ୍ରହଣ

01-Jul-2023



ବରଗଡ଼:- ବରଗଡ଼ ଗଙ୍ଗାଧର ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିନତା ତ୍ରିପାଠୀ ଗତକାଳି ଚାକିରି ଜୀବନରୁ ଅବସର ନେଇଛନ୍ତି । ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଥିବା ଡ଼କ୍ଟର ଜସବୀର ସିଂ. ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗଣେଷ ବାରିକ, ୱାର୍ଡ଼ କାଉନସିଲର ନିତୁ ମାହାଣା, ସହକାରୀ ଶିକ୍ଷୟତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳୀ ପଧାନ, ସୁଭାଷିନୀ ନାୟକ, ଜୟନ୍ତୀ ନାଏକ, ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଦୀପ୍ତଭାନୁ ମହାନ୍ତି ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁର ଦୁର୍ଗା ପୂଜା କମିଟି ପକ୍ଷରୁ ମିଠା ଅନ୍ନ-ଭୋଗ ର ଆୟୋଜନ   13-Oct-2024
  ଜିଲ୍ଲା  
ଦଶହରା ଉପଲକ୍ଷେ ରାଧାରାଣୀ ପଡାରେ ସ୍ପେଶିଆଲ୍ ମୁଗ ହଲୱା ବଣ୍ଟନ   13-Oct-2024
  ଜିଲ୍ଲା  
ରଥପୁର ଦୁର୍ଗାପୂଜା କମଟି ପକ୍ଷରୁ ରକ୍ତଦାନ ଶିବର   13-Oct-2024
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*   13-Oct-2024
  ଜିଲ୍ଲା  
ବୀରମହାରାଜପୁର ବଜରଙ୍ଗ ଦଳର ଶସ୍ତ୍ର ପୂଜା   13-Oct-2024
  ଜିଲ୍ଲା  
ବଲାଙ୍ଗୀର: ଧର୍ମପରାୟଣ ମହିଳାଙ୍କ ପରଲୋକ   13-Oct-2024
  ଜିଲ୍ଲା  
ପୁଣି ଫେରୁଛନ୍ତି କି ବାଂଲାଦେଶୀ? ହିନ୍ଦୁ ମହାସଂଘ ପକ୍ଷରୁ ସତର୍କ ସୂଚନା*   13-Oct-2024
  ଜିଲ୍ଲା  
କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି: ଉପମୁଖ୍ୟମନ୍ତ୍ରୀଙ୍କ ତନାଘନା : ଭିଜିଲାନ୍ସ ଆଣିଲା ଫାଇଲ୍ : ରାତିଅଧିଆ ଫରେଷ୍ଟରଙ୍କୁ ନିଲମ୍ବନ   13-Oct-2024
  ଜିଲ୍ଲା  
ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ହେଲା ବୁଧାପାଲିରେ   13-Oct-2024
  ଜିଲ୍ଲା  
ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର   13-Oct-2024
  ଜିଲ୍ଲା  
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ଦୂର୍ଗା ପୂଜା କମିଟି ଦ୍ବାରା ସ୍ବାଗତ   12-Oct-2024
  ଜିଲ୍ଲା  
ଦ୍ଵୀ ଦିଵସୀୟ ଫୁଟଵଲ ଟୁଣ୍ଣାମେଣ୍ଟ ଅନୁଷ୍ଟିତ   12-Oct-2024

You Might Also Like