-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଷାଠିଏ ଘର ଡ଼ୁମାଲ ସମାଜର "ଗ୍ରାମ୍ୟ ମନ୍ଥନ ସଭା "ଅନୁଷ୍ଠିତ

21-May-2023



ବଲାଙ୍ଗିର(ପ୍ରେରଣା ଖବର ): ସଦର ବ୍ଲକ ଅନ୍ତର୍ଗତ ବରପିଟl ଗ୍ରାମରେ ଷାଠିଏ ଘର ଡ଼ୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି l

ଏହି ମନ୍ଥନ ସଭାରେ ଶେଷଦେବ କର୍ମୀ ସଭାପତିତ୍ବ କରିଥିବାବେଳେ ଆଇନଜୀବୀ ତୀର୍ଥ ପଧାନ ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲାର ଡ଼ୁମାଲ ସମାଜ ପରିବାରର ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, କୃଷି ତଥା ବ୍ୟବସାୟିକ ଉନ୍ନତି ର ଲକ୍ଷ୍ୟ ରଖି ସମାଜକୁ ଆହ୍ୱାନ ଦେଇଆସୁଥିବା ତଥା ଜାଗରଣ, ଗୁରୁବନ୍ଦନା, ମନ୍ଥନ, ପିତା ମାତାଙ୍କ ଚରଣ ବନ୍ଦନା, ଯୋଗାଯୋଗ, ଗୁରୁ ଆଶୀର୍ବାଦ ଭଳି

ସମାଜ ଆଦୃତ କାର୍ଯ୍ୟକ୍ରମର ପ୍ରମୁଖ ତଥା ସମାଜସେଵୀ, ବରିଷ୍ଟ ଆଇନଜୀବୀ ଜଗନ୍ନାଥ କରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଶ୍ଚିତ ସମୟ ସୀମା ଭିତରେ ସମାଜରେ ଥିବା ଶିକ୍ଷାର ଉଚ୍ଚ ସ୍ଥରକୁ ସାମାଜିକ ଭାଇ ମାନଙ୍କୁ ନ ପହଞ୍ଚାଇଲେ ଆଗକୁ ଜୀବନ ଜୀବିକା ଉପରେ କୁପ୍ରଭାବ ପଡିବ ବୋଲି କହିବା ସହିତ ମହିଳା ସମାଜ ପାଇଁ ଉଚ୍ଚ ଶିକ୍ଷ୍ୟା ଗ୍ରହଣ କରିବା ଅପହରିହlର୍ଯ୍ୟ ବୋଲି ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଈଶ୍ବର କରନ, ଆଇନଜୀବୀ ରମାକାନ୍ତ ପଧାନ, ଶିବତଳା ଆଞ୍ଚଳିକ କମିଟୀର ସଭାପତି ଗୁରୁଦେବ କର୍ମୀ, ରାଜକୁମାର ପଧାନ, ଟିକେଶ୍ୱର କର୍ମୀ, ଚମରା ମାହାକୁର, ଅବସର ଶିକ୍ଷକ ରାମେଶ୍ୱର ପଧାନ, ଚାପ କର୍ମୀ ଅଭି ପଧାନ, ଚାପ କର୍ମୀ, ସହଦେଵ ପଧାନ, ଭୁବନେଶ୍ୱର ପଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସିନଥିଲେ l ମାତୃ ପିତୃ ଚରଣ ବନ୍ଦନା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କୁ ଆମନ୍ତ୍ରଣ କରାଯାଇ ତାଙ୍କ ପଦ ଚରଣ ଧ୍ବତ କରିବା ସଙ୍ଗେ ସଙ୍ଗେ ଫୁଲ ଚନ୍ଦନ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ପରିଣତ ବୟସରେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ସହିତ ସେମାନେ  କିପରି ସମ୍ମାନର ସହିତ ଜୀବନ ଅତିବାହିତ କରିପାରିବେ ଆମ୍ଭ ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ଅତିଥିବୃନ୍ଦ ମତ ବ୍ୟକ୍ତ କରିଥିଲେ l ସମାଜରେ  ବିକାଶର ପରିକଳ୍ପନା ମାତୃ ସମାଜକୁ ପଛରେ ପକାଇ କେବେ ସମ୍ଭବ ହୋଇ ପାରିବ ନାହିଁ ବୋଲି ମତ ପ୍ରକାଶ କରି  ଯେହେତୁ ଆମର ଇଷ୍ଟ ଦେବୀ ହେଉଛନ୍ତି ମଁl ମାହେଶ୍ୱରୀ ତେଣୁ ମାତୃ ସମାଜକୁ ଶିକ୍ଷା କ୍ଷେତ୍ରରେ ପ୍ରାଥମିକତା ଦେବା ସହିତ ଆମ୍ଭ ସମସ୍ତଙ୍କ ଦାୟିତ୍ୱ ସେମାଙ୍କୁ ସୁରକ୍ଷା ଦେଇ ଯଥୋଚିତ ସମ୍ମାନ ଦେବା ଉଚିତ ବୋଲି ସଭାରେ ଆହ୍ୱାନ

ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶମ୍ଭୁ କର୍ମୀ, ଶ୍ରଦ୍ଧାକର କର୍ମୀ, ମମୀ କର୍ମୀ, ଗୁଳାପି କର୍ମୀ ଦୁତି ପଧାନ, ସଂଗୀତା କର୍ମୀ, ଦୁଲଣୀ କର୍ମୀ, ପୁଷ୍ପଲତା କର୍ମୀ, ଯଶୋବନ୍ତି କର୍ମୀ, ମାର୍କଣ୍ଡ କର୍ମୀ, ଆକାଶ କର୍ମୀ, ନନ୍ଦୀ କର୍ମୀ, ପୁରୁଷୋତ୍ତମ କର୍ମୀ, ଫଗୁନୁ କର୍ମୀ, ରବୀନ୍ଦ୍ର କର୍ମୀ, ଦୀନବନ୍ଧୁ କର୍ମୀ, ଅଖିଳ ପଧାନ, ଦୀନବନ୍ଧୁ ପଧାନ, ପ୍ରସନ୍ନ କର୍ମୀ, ବେଣୁଧର କର୍ମୀ,ଅଙ୍ଗଦ ପଧାନ, ଚମରୁ କର୍ମୀ, ବିରଞ୍ଚି କର୍ମୀ, ଡାକ୍ତର କର୍ମୀ, କୃଷ୍ଣ କର୍ମୀ, ବିଘ୍ନରାଜ କର୍ମୀ, ରୋହିତ କର୍ମୀ, ଜଗନ୍ନାଥ କର୍ମୀ ପ୍ରମୁଖ ଶତାଧିକ ମହିଳା ଓ ଯୁବ ଗୋଷ୍ଠୀ ଉପସ୍ଥିତ ରହି ମନ୍ଥନ ସଭାକୁ ସଫଳ ରୂପାୟନ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା