-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ

16-May-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):  କଅଁଳ ବୟସରେ ବା ଅଷ୍ଟମ ଶ୍ରେଣୀର ଶେଷ ଭାଗରେ ଡା. ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ଏକମାତ୍ର ଅଲିଅଳ ପୁଅ ସମ୍ବିତ( ଲିଙ୍କନ ) ର ମାଆଙ୍କ ଅକାଳ ବିୟୋଗରେ ସ୍ମଶାନଘାଟରେ  ଅନ୍ତିମ ସଂସ୍କାର କରିବାକୁ ପଡିଥିଲା  ଛାତ୍ର ଲିଙ୍କନକୁ l  ଶ୍ରୀ ରାମେଶ୍ୱର ସ୍ମଶାନ ଘାଟରେ ମା ଙ୍କୁ ମୁଖାଗ୍ନି ଦେଇ ସିଧା ଚାଲି ଆସିଥିଲା ଗ୍ରୀଡ଼କୋ କଲୋନୀ ଘରକୁ l  ଖୁବ ଅଳ୍ପ ଦିନ ପରୀକ୍ଷା ଅଛି l ସେପଟେ  ମା ସ୍ବର୍ଗୀ୍ୟା ଦୀପାରାଣୀ ମଧ୍ୟ ତାକୁ ସବୁବେଳେ ଗାଇଡ଼ କରି ତାଗିଦ ବି କରୁଥିଲେ ବାବୁ କ୍ଲାସ ଷ୍ଟାଣ୍ଡାର୍ଡ ସିକ୍ସ ରୁ ସ୍କୁଲ ରେ ଯେମିତି ଟପ୍ପର ହୋଇ ଆସୁଛୁ, ଷ୍ଟାଣ୍ଡାର୍ଡ ଟେନ୍ ଯାଏ ସେଣ୍ଟ ଆନି ସ୍କୁଲ ରେ ତୋର ଟପ୍ପର  ପୋଜିସନ ଆମେ ଦେଖିବାକୁ ଚାହୁଁଛୁ l ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମା ଙ୍କୁ ମୁଖାଗ୍ନି ଦେଇ  ଘର କୁ ଫେରିଲା ପରେ ଆଦୌ ବିଶ୍ରାମ ନ ନେଇ ସବୁ ଦୁଃଖ କୁ ଲୁହ କୁ ଚାପି କମ୍ପୁଟର ଧରି ବସି ପଡିଲା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲା l ଆଉ ପରିବାର ଆତ୍ମୀୟ ସ୍ୱଜନଙ୍କୁ କହିଲା ମୁଁ ମା ଙ୍କ ସ୍ବପ୍ନ କୁ ପୁରା କରିବି l ଆଇ ସି ଏସ ଇ କୋର୍ସ ରେ ସବୁ କ୍ଲାସ ରେ ଏପରିକି ଜ଼ିଲ୍ଲାରେ ମାଟ୍ରିକ ଟପ୍ପର ହେବାକୁ ସେଦିନ ଠୁଁ ସଂକଳ୍ପ ନେଇଥିଲା ଲିଙ୍କନ l ଟପ୍ପର ହେଉଥିଲା ମଧ୍ୟ l ଆଉ ଏକଲବ୍ୟ ଭଳି ହୃଦୟ ଧାରଣ କରି ନିଜର ସାଧନାରୁ ବିରତ ନ ହୋଇ ଦିବଂଗତା ମାଆ ଦୀପାରାଣୀଙ୍କ ସ୍ବପ୍ନ କୁ ସାକାର କରିଛନ୍ତି  ସୁବର୍ଣ୍ଣପୁର ସେଣ୍ଟ ଆନି କନଭେଣ୍ଟ ସ୍କୁଲର ଦଶମ ଶ୍ରେଣୀ କୃତୀ ଛାତ୍ର ସମ୍ବିତ

ତ୍ରିପାଠୀ l ଆଉ ୯୭.୦୪ ସତକଡା ମାର୍କ ସହ  ଦ୍ଵିତୀୟ ସ୍ଥାନ ରେ ଉତ୍ତୀର୍ଣ ହୋଇ ଛନ୍ତି l ସେହିପରି ପି, ଆର୍ଯ୍ୟନ ତନ୍ମୟ କ୍ରିଷ୍ଣା ୯୮ ଶତକଡା ମାର୍କ ରଖି ଜ଼ିଲ୍ଲା ଟପ୍ପର ହୋଇଥିବା ବେଳେ, ରୋହନ ମେହେର ମଧ୍ୟ   ୯୭.୦୪  ଶତକଡା ମାର୍କ ରଖି  ସମ୍ବିତ ଙ୍କ ସହିତ ଦ୍ବିତୀୟ ସ୍ଥାନ ରଖିଛନ୍ତି l ଏଭଳି ମା ଓ ମାତୃଭୂମି କୁ ଗରୀୟାନ କରିବା ଲାଗି ପ୍ରତ୍ୟେକ ବିଦ୍ୟାର୍ଥୀ ସବୁ ପ୍ରକାର ପରିସ୍ଥିତି କୁ ସାମନା କରି ନିଜ ସାଧନା ରେ ବ୍ରତୀ ରହିବା ଓ କୃତି ହାସଲ କରିବା ସମ୍ବିତ ଏଭଳି ଏକ ଉଦାହରଣ ଅଟନ୍ତି l ଯେମିତି କଥାରେ ଅଛି ଉର୍ଦ୍ଧ୍ୱମୁଖି ମନ ଓ ନିମ୍ନମୁଖି ଜଳକୁ କେହି ରୋକି ପାରନ୍ତି ନାହିଁ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like