-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
01-Sep-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ବର୍ତ୍ତମାନ ସବୁଆଡେ ଚାଷକାମ ଜୋର ସୋର ଚାଲିଥିବl ବେଳେ ୟୁ ରିଆ , ଡିଏ ପି ଓ ଏମ୍ ଓ ପି ସାର ର ଘୋର ଅଭାବ ଦେଖା ଦେଇଛି । ଫଳରେ କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡିଶା କୁ ଶିଘ୍ର ରାସାୟନିକ ସାର ଯୋଗାଇ ଦେବା ଦାବିରେଆଜି ୦୧-୦୯-୨୦୨୧ ରିଖ ବୁଧବାର ଦିନ ଘ୧୦ଣ୍ଟା ରେସୁବର୍ଣ୍ଣପୁର ବିଜୁ କୃଷକ ଜନତା ଦଳ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖ ରେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ଉଦ୍ୟେଶ୍ୟ ରେ ଏକ ଦାବି ପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ଯୁବ-ଛାତ୍ର-କୃଷକ- ଦଳୀୟ କର୍ମୀ ଯୋଗଦେଇଥିଲେ l