-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||     

HOME   ଜିଲ୍ଲା

ଗଣ୍ଡାବଜା ପତ୍ରିକାର ୪ର୍ଥ ସ୍ୱନକ୍ଷତ୍ର ସମାରୋହ-ସମାଜରେ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ରହିଛି  

23-Aug-2021




ବଲାଙ୍ଗିର,-  ସମାଜରେ ଦଳିତଙ୍କ ଅଧିକାର ରକ୍ଷା ପାଇଁ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ଅଧିକ ରହିଛି ।  ସେହି ପରିପ୍ରେକ୍ଷୀରେ ନିସ୍ପେଷିତଙ୍କ ଅଧିକାର ପାଇଁ ଲଢିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗଣ୍ଡାବଜା ପତ୍ରିକା ଏବେ ଏକ ଦଳିତ ଅଧିକାର ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଆଜି ଗଣ୍ଡାବଜା ପତ୍ରିକାର ୪ର୍ଥ ସ୍ୱନକ୍ଷତ୍ର ସମାରୋହ ରେ ମତ ପ୍ରକାଶ ପାଇଛି ।  ତେବେ ଗଣ୍ଡାବଜା ପତ୍ରିକା ଦଳିତ ନିସ୍ପେଷୀତଙ୍କ ପାଇଁ ଲଢେଇ ଜାରି ରଖିବା ସହ ସମାଜରେ ସଚେତନତାର ବାର୍ତ୍ତାବହ ହେବ ବୋଲି  ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦ କହିଛନ୍ତି । 
ଗଣ୍ଡାବଜା ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମୂଖ୍ୟ ବକ୍ତା ଓ ଟିଭିର ବ୍ୟୁରୋ ଚିଫ ସମ୍ବାଦିକ ମନୋରଞ୍ଜନ ଯୋଷୀ,ସ୍ୱତନ୍ତ୍ର ଅତିଥି ଡା. ବେଣୁଧର ପାଣ୍ଡେ, ସମ୍ମାନୀତ ଅତିଥି ଭାବେ ଓକିଲ ପ୍ରମୋଦ ବହିଦାର, ସମାଜିକ କର୍ମୀ ଶ୍ରୀମତି ସୁଷମା ବଏ ଓ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ସବିତା ନନ୍ଦ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା ସମ୍ବାଦିକ କୁନା ବାଗ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡା ବାବା ସାହେବ ଆଦେଦକର ଓ ସନ୍ଥକବୀ ଭୀମ ଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ ହୋଇଥିଲା । ସମସ୍ତ ଅତିଥିଙ୍କୁ  ଗଣ୍ଡାବଜା ପରିବାର ତରଫରୁ ଫୁଲ ତୋଡା ଦେଇ ସମ୍ଭର୍ଦ୍ଧିତ କରାଯିବା ପରେ ମଞ୍ଚପରିଚାଳକଙ୍କ ଅନୁରୋଧ ଅନୁସାରେ ବକ୍ତାମାନେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଓକିଲ ପ୍ରମୋଦ ନିଜ ଅବିଭାଷଣରେ ଏକ ଜାତି ବିହିନ ସମାଜ ହିଁ ପ୍ରକୃତରେ ସମାଜରେ ଦଳିତ ପ୍ରଥାର ଅନ୍ତ ରେ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଶ୍ରୀମତି  ନନ୍ଦ ଦଳିତଙ୍କ ଉନ୍ନତି ପାଇଁ ସବୁ ବର୍ଗରେ  ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାଚିନ କାଳରୁ ଭାରତରେ ଗଣତନ୍ତ୍ର ଥିବାର ଅନେକ ପ୍ରମାଣ ମିଳେ । ସେ ସମୟରେ ଜାତି ବର୍ଗ ନିର୍ବିଶେଷରେ ଲୋକେ ମହତ୍ତା ପାଇ ପାରୁଥିଲେ । ତେବେ ସମାଜକୁ ପୁଣି ସେହି ଦିଶା ଦେବାକୁ ହେଲେ ସଚେତନତାର ଢେର ଅବଶ୍ୟକତା ରହିଛି ବୋଲି  

ମୂଖ୍ୟବକ୍ତା ଶ୍ରୀ ଯୋଷି ବକ୍ତବ୍ୟ ରଖିଥିଲେ । ଏକ ସୁସମାଜ ଗଠନରେ ସର୍ବ ଶିକ୍ଷା ସହିତ ମାଗଣା ସ୍ୱାସ୍ଥ୍ୟସେବାର ମହତ୍ୱ ଉପରେ ଡା ପାଣ୍ଡେ ଆଲୋକପାତ କରିଥିଲେ । ଦଳିତଙ୍କୁ ଅଧିକାର ଦେଇଥିବା ସମ୍ବିଧାନ ଆଜି ଖୋଦ ବିପଦରେ ରହିଛି । ଦଳିତ ନିସ୍ପେଷିତଙ୍କ ଅଧିକାରର ରକ୍ଷା ପାଇଁ ସମ୍ବିଧାନର ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ଜରୁରି । ସମାଜରେ ଦଳିତଙ୍କ ପାଇଁ ଲଢେଇ ଅପେକ୍ଷା ସମାଜରେ ସଚେତନତା ଆବଶ୍ୟକତା ରହିଛି । ବଣ୍ଡାବଜା ଏକ ପତ୍ରିକାରୁ ଆରମ୍ଭ ହୋଇ ଏବେ ଦଳିତ ସଚେତନତାର ବାର୍ତ୍ତାବହ ହୋଇ ପାରିଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏହି ଅବସରରେ ଦଳିତଙ୍କ ଅଧିକାର ପାଇଁ ବିଭୀନ୍ନ କ୍ଷେତ୍ରରେ ଲଢେଇ କରୁଥିବା   ସାମ୍ବାଦିକ ଦେବାଶିଷ ମିଶ୍ର, ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ପଣ୍ଡା, ପବିତ୍ର ଦେହୁରୀ, ଯୁଗଲାଲ ନନ୍ଦ, ହେମସାଗର ନାଗ, ଦେବରାଜ ଛତ୍ରିଆଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ତରଣୀ ସେନ ଦୀପ ସମସ୍ତଙ୍କ ଧନ୍ୟବାଦ ଜ୍ଞାପନ କରିଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026

You Might Also Like