-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ

26-Jul-2026



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକଅନ୍ତର୍ଗତ ମାଗୁରବେଢାଠାରେ ନିର୍ମାଣ ହୋଇଥିବା ଲୋୟରସୁକତେଲ ବୃହତ ଜଳସେଚନପ୍ରକଲ୍ପରୁ ଆଜି ପ୍ରଥମକରି ଚଳିତବର୍ଷର ବନ୍ୟାଜଳ ଛଡାଯାଇଛି । ୪ଟି ଗେଟରେ ଜଳ ନିସ୍କାସିତ ହେଉଛି । ପୂର୍ବ ସୂଚନା ମୁତାବକ ନଇକୁଳିଆ ଗ୍ରାମଗୁଡିକୁ ଡାକବାଜିଯନ୍ତ୍ରରେ ସୂଚିତ କରାଯାଇଥିଲା । ଆଜି ଦିନ ୧.୩୦ଟା ବେଳେ ପୂଜାର୍ଚ୍ଚନା କରାଯାଇ ଗେଟ ଖୋଲାଯାଇ ଜଳ ଛଡାଯାଇଥିଲା । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ରକୁମାର ବେହେରା,ପ୍ରକଲ୍ପର ମୁଖ୍ୟନିର୍ମାଣଯନ୍ତ୍ରୀ ଇଂ.ସୁରେନ୍ଦ୍ର ଭୋଇ,ଡେମଡିଭିଜନର ଅଧିକ୍ଷଣଯନ୍ତ୍ରୀ ଇଂ.ଭାଗିରଥି ପାତ୍ର,ଏସଡିଓ ଗୋବିନ୍ଦ ପୁରୋହିତ,ତପନ ବାରିକ ଓ ନିର୍ମାଣକାରୀ ସଂସ୍ଥାର ପ୍ରୋଜେକ୍ଟମ୍ୟାନେକର ଇଂ.ବିଶ୍ୱଜିତ ବଡୁ ପ୍ରମୁଖ ଉପସ୍ଥିତ ରହି ଗେଟଗୁଡିକ ଖୋଲିଥିଲେ । ଆଜି ସକାଳୁ ଡେମରେ ବାରମ୍ବାର ସାଇରନ ବଜାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା । ବନ୍ୟା ନିସ୍କାସନ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଡେମରେ ଠୁଳ ହୋଇଥିଲେ । ଠିକ ଅପରାହ୍ନ ୧ଟା୩୦ରେ ୬ନମ୍ବର ଗେଟର ସ୍ୱିଚଚିପି ଅତିରିକ୍ତ ଜିଲ୍ଲାପାଳ ପବିତ୍ରକୁମାର ବେହେରା ଶୁଭାରମ୍ଭ କରିଥିଲେ । ପରେ ପରେ ୫,୭ ଓ ୮ ନମ୍ବର ଗେଟକୁ ମଧ୍ୟ ଖୋଲାଯାଇ ଜଳନିସ୍କାସନ ପ୍ରକ୍ରୀୟା ଚାଲିଛି । ଏବେ ଡେମରେ ୨୦୦.୫୭ ମିଟର ପାଣି ସଂରକ୍ଷିତ ଥିବା ବେଳେ ୪ଟି ଗେଟରେ ୫୦୦.୫ କ୍ୟୁମେକ ଜଳ ନିସ୍କାସିତ ହେଉଛି । ଡେମର ଜଳଧାରଣ କ୍ଷମତା ୨୦୬ ମିଟର ରହିଛି । ଚଳିତବର୍ଷ ଡେମରେ ସଂପୂର୍ଣ୍ଣ ଜଳଧାରଣ ପର୍ଯ୍ୟନ୍ତ ଜଳସଂରକ୍ଷଣ କରାଯିବ । କିନ୍ତୁ ଡେମରେ ବୁଡିବାକୁ ଥିବା କୁମିଆଁପାଲିର ଆଦିବାସୀବସ୍ତିର ୮୪ ଟି ପରିବାର ଏବେ ମଧ୍ୟ ଗାଁରେ ରହିଯାଇଛନ୍ତି । ଗତ ୧୦ଦିନ ହେଲା ସେମାନେ ଆନ୍ଦୋଳନ କରି ତାଙ୍କୁ ଉଚିତ କ୍ଷତିପୂରଣ ଓ ଥଇଥାନ ଦାବି କରିଥିଲେ । ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ ହେଁ ସଫଳ ହୋଇନଥିଲେ । ତାଙ୍କର ଘରଗୁଡିକର ନୂଆ ସର୍ଭେକରିବାକୁ ପ୍ରଶାସନ ପ୍ରତିଶୃତି ଦେବାପରେ ସେମାନେ ଗାଁରୁ ବିସ୍ଥାପିତ ହେବାକୁ ମଙ୍ଗିଥିଲେ । ତେବେ ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷାଫଳରେ ଡେମକୁ କ୍ଷୀପ୍ରଗତିରେ ଜଳପ୍ରବେଶ କରୁଛି । ଏବେ ସେକେଣ୍ଡପ୍ରତି ପ୍ରାୟ ୭ଲକ୍ଷ ଲିଟର ବନ୍ୟାପାଣି ଡେମକୁ ପଶୁଛି । କିଛି ସମୟ ପରେ ଏହା ଆହୁରି ବଢିବ । ତେଣୁ କୁମିଆଁପାଲିବାସୀଙ୍କୁ ବିସ୍ଥାପିତ କରିବାକୁ ପ୍ରଶାସନର ଏକ ଟିମ ଯାଇ ଗାଁରେ ରହିଛନ୍ତି ଓ ଏପଟେ ଡେମର ଗେଟ ଖୋଲାଯାଇ ଜଳନିସ୍କାସନ କରାଯାଉଛି । ଗତକାଲି କୁମିଆଁପାଲିର ତେତେଲପଡାରେ ଥିବା ୨୦ଟି ଘରକୁ ପାଣି ଫଶିଯାଇଥିଲା । ସେମାନଙ୍କର ଗାଁର ଉପରମୁଣ୍ଡକୁ ନିଆଯାଇ ରଖାଯାଇଥିଲା । ରାତିରେ କୁମିଆଁପାଲିର ସୁବନ ବରିହା ଓ ଅନ୍ୟକିଛି ଲୋକ ଘରେ ଶୋଇଥିବା ବେଳେ ହଠାତ ଡେମରେ ଠେଲାପାଣି ତାଙ୍କ ଘରକୁ ପଶିଯାଇଥିଲା । ସ୍ଥାନୀୟଲୋକେ ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । କୁମିଆଁପାଲିର ବିସ୍ଥାପିତଙ୍କ ପାଇଁ ନିର୍ମାଣ କରାଯାଇଥିବା କପିଲବାହାଲର ଥଇଥାନ କେନ୍ଦ୍ରକୁ ଲୋକଙ୍କୁ ନେବାକୁ ଚେଷ୍ଟା ଚାଲିଛି ବୋଲି ଲୋୟରସୁକତେଲ ପ୍ରକଲ୍ପର ମୁଖ୍ୟନିର୍ମାଣଯନ୍ତ୍ରୀ ଇଂ.ସୁରେନ୍ଦ୍ର ଭୋଇ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like