-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ମ . ରାମପୁର ବ୍ଲକ ନୁନପୁର ଗ୍ରାମ ଚାଷ ଜମିରୁ ୧୧ କେ. ଭି ଲାଇନ ତାର ଚୋରି ପାଣି ଅଭାବରୁ ଚାଷୀ ହନ୍ତସନ୍ତ

22-Jul-2026



(ପ୍ରେରଣା ଖବର )
ଓଡିଶା  ଏକ କୃଷିପ୍ରଧାନ ରାଜ୍ୟ । ଏଠି ଲୋକଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଚାଷ କାର୍ଯ୍ୟ କଳାହାଣ୍ଡି  ଜିଲ୍ଲା ମଧ୍ୟ ଏକ କୃଷି ପ୍ରଧାନ ଜିଲ୍ଲା । ଏହି ଜିଲ୍ଲାର ଲୋକ ପ୍ରାୟତଃ ଚାଷବାସ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ପ୍ରତିପ୍ରାଦନ କରିଥାନ୍ତି । ସରକାର ମଧ୍ୟ ଚାଷୀ ମାନଙ୍କୁ ଚାଷକାର୍ଯ୍ୟରେ ତାଙ୍କ ଜମିକୁ ପାଣି ସୁଚାରୁ ରୂପେ ପହଞ୍ଚାଇବା ପାଇଁ ଚାଷ ଜମି ମାନଙ୍କରେ ବିଦ୍ୟୁତ ବିଭାଗ ସହାୟତା ରେ L.I  ପଏଣ୍ଟର ବ୍ୟବସ୍ଥା କରିଛନ୍ତି । ଯାହାଫଳରେ ଜଳସଙ୍କଟ ସମୟରେ ମଟର ସାହାଯ୍ୟରେ ଜଳ ସେଚନ କରି ଚାଷୀଙ୍କ ଚାଷ କାର୍ଯ୍ୟ ଅତ୍ୟନ୍ତ ସରସ ସୁଗମ ହେଉଛି । ଚାଷିଙ୍କ ଚାଷ କାର୍ଯ୍ୟ ପାଇଁ କଲାହାଣ୍ଡି ଜିଲ୍ଲାର ମ.ରାମପୁର  ବ୍ଲକ୍ ନୁନପୁର  ପଞ୍ଚାୟତର ଚାଷୀ ଜଗମୋହନ ରଣା  ତାଙ୍କ ଚାଷ ଜମି ପାଇଁ ଗଙ୍ଗା ଜମୁନା ପାଣି ପଞ୍ଚାୟତ L.I. ପଏଣ୍ଟରୁ ବିଦ୍ୟୁତ ସଂଯୋଗ କରି ମଟର ଯୋଗେ ଜଳସେଚନ କରି ଚାଷବାସ କରୁଥିଲେ । କିନ୍ତୁ ଗତ ୧୫ ଜାନୁଆରୀ ୨୦୨୬ ତାରିଖ ରେ  ଉକ୍ତ ଲାଇନ ସଂଯୋଗ କରୁଥିବା ଚାଷ ଜମିକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ରୁ ଗଙ୍ଗା ଯମୁନା ପାଣି ପଞ୍ଚାୟତ ଏଲ . ଆଇ ପଏଣ୍ଟ  କୁ ସଂଯୋଗ କରୁଥିବା ପ୍ରାୟ 1.5 km ପର୍ଯ୍ୟନ୍ତ 11 KV ବିଦ୍ୟୁତ ତାର କେହି ଦୁର୍ବୁତ୍ତ ଚୋରି କରି ନେଇଯାଇ ଥିଲେ  । ତୁରନ୍ତ ଏହାର ଏକ ଲିଖିତ ଅଭିଯୋଗ ମ . ରାମପୁର ଥାନାରେ ଦିଆଯାଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଚୋରି କିମ୍ବା ଚୋରି ହୋଇଥିବା 11 କେ . ଭି ବିଦ୍ୟୁତ ତାର ଜବତ ହୋଇପାରି ନାହିଁ । ଅନେକ ଦିନ ବିତି ଯାଇଥିବା ସତ୍ୱେ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗର ଉଦାସୀନତା ପାଇଁ ଆଜି ପର୍ଯ୍ୟନ୍ତ ଚାଷ ଜମିକୁ ପୁଣି ଥରେ ବିଦ୍ୟୁତ ସଂଯୋଗ ହୋଇପାରିନି । ଯାହାଫଳରେ ଚଳିତ ବର୍ଷ ଚାଷ ଜମି କୁ ଜଳସେଚନ ରୁ  ବଞ୍ଚିତ ହୋଇ ପଡି ରହିଛି । ଚଳିତ ବର୍ଷ ବର୍ଷା ଋତୁ ଧାନ ପାଇଁ ଚାଷୀ ସଜବାଜ ହେଉଥିବା ବେଳେ ନୁନପୁର ଅଂଚଳର ଗଙ୍ଗା ଯମୁନା ପାଣିପଞ୍ଚାୟତ ର ଚାଷୀ ବିଦ୍ୟୁତ ସଂଯୋଗ ରୁ ବଂଚିତ ହୋଇ ରହି ଛନ୍ତି । ସେଥିପାଇଁ କଳାହାଣ୍ଡି ପ୍ରଶାସନ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଯଥା ଶୀଘ୍ର ସମସ୍ୟା ର ସମାଧାନ ପାଇଁ ନୁନପୁର ଗ୍ରାମବାସୀ ଅନୁରୋଧ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like