-+91-9937148622 |

prerana_bgr@rediffmail.com |

  Friday 29th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||      ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   (29-May-2026)       ||      ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   (29-May-2026)       ||      ୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   (29-May-2026)       ||      ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   (29-May-2026)       ||      ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   (29-May-2026)       ||      ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   (29-May-2026)       ||      ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   (29-May-2026)       ||      ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   (29-May-2026)       ||      ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (28-May-2026)       ||      ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   (28-May-2026)       ||      ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (28-May-2026)       ||      ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ   (28-May-2026)       ||      ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ♦️ସାଇବର କ୍ରାଇମ ସମେତ କୌଣସି ବେଆଇନ ଅପରାଧ କୁ କ୍ଷମା କରାଯିବ ନାହିଁ: ବରଗଡ଼ ଆରକ୍ଷୀ ଅଧିକ୍ଷକ    (28-May-2026)       ||      ତୁଳଣ୍ଡିରେ ପିଇବା ପାଣି, ଅର୍ଡାରେ ବିଜୁଳି ସମସ୍ୟା ନରସିଂହ ଙ୍କ ହସ୍ତକ୍ଷେପ ଚାହିଁଲେ ଗ୍ରାମବାସୀ♦️ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହେଲେ ନରସିଂହ   (28-May-2026)       ||      *ମେଣ୍ଢା ଜଗୁଆଳିକୁ ଶିକାର କରିବକୁ ଆସିଛୁ କହି ନିରଧୂମ ପିଟିଲେ ବନବିଭାଗ କର୍ମଚାରୀ*   (28-May-2026)       ||      ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ସ୍ଵତନ୍ତ୍ର ସଘନ ସଂଶୋଧନ’ (ଏସ.ଆଇ.ଆର ) ତାଲିମ   (28-May-2026)       ||      ପେଟ୍ରୋଲ,ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (28-May-2026)       ||      ହୃଦଘାତରେ ଶିକ୍ଷକଙ୍କ ପରଲୋକ-   (28-May-2026)       ||      ବଲାଙ୍ଗୀର ଆହାର କେନ୍ଦ୍ରରେ ଆନୁସଙ୍ଗିିକ ସୁବିଧା ନାହିଁ, ପ୍ରତିକୂଳ ପରିସ୍ଥିତିରେ ଵି ଭୋକିଲା ମୁହଁରେ ହସ ଫୁଟାଉଛନ୍ତି ଏସ୍.ଏଚ୍.ଜି ମହିଳା    (28-May-2026)       ||     

HOME   ଜିଲ୍ଲା

ଅସହ୍ୟ ହେଉଛି ଓ. ପି. ଟି.ସି.ଏଲ ର ଜୁଲୁମ୍: ବିଦ୍ୟୁତ ସେବା ବନ୍ଦ ଯୋଗୁଁ ଦୀର୍ଘ ୮ ଘଣ୍ଟା ଧରି ଗରମରେ ଭାଜି ହେଲେ ତରଭାବାସୀ

27-May-2026



ତରଭା(କପିଳାସ ସେଠ୍): ତରଭା ବିଦ୍ୟୁତ ଗ୍ରୀଡ଼ ଅଞ୍ଚଳରେ ବିଦ୍ୟୁତ ସେବା ଓପିଟିସିଏଲ ନିରବିଛିନ୍ନ ଭାବରେ ବିଦ୍ୟୁତ ଯୋଗାଇ ଦେବାରେ ବିଫଳ ହୋଇଛି I ମଙ୍ଗଳବାର ସକାଳ ୬ ଘଣ୍ଟାରୁ ତରଭା ସହର ସମେତ ବିଭିନ୍ନ ଅଞ୍ଚଳରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଧରି ବିଦ୍ୟୁତ ଯୋଗାଣ ବନ୍ଦ ରହି ଥିଲା I ଫଳରେ ସହରବାସୀଙ୍କ ପାଇଁ  ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା I  ପାନୀୟ ଜଳ ସଙ୍ଗେ ବିଭିନ୍ନ କାର୍ଯ୍ୟ ନେଇ ପି.ଏଚ.ଡି. ପାଣି ଉପରେ ନିର୍ଭର କରୁଥିବା ବ୍ୟକ୍ତି, ପରିବାର ନାହିଁ ନ ଥିବା ଅସୁବିଧା ରସମ୍ମୁଖୀନ ହୋଇ ଥିବାର ଜଣାଯାଇଛି I ଅନ୍ୟ ପକ୍ଷରେ ବିଦ୍ୟୁତ ବନ୍ଦ  ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା I ସୂଚନାଯୋଗ୍ୟ ଯେ ପ୍ରତିଦିନ କିଛି ନା କିଛି ମରାମତି ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ ଯୋଗାଣ ବନ୍ଦକରି ଗ୍ରାହକ ଓ ସାଧାରଣ ଜନତାଙ୍କୁ ରୌଦ୍ରତାପ ରୁ ଯନ୍ତ୍ରଣାରେ କଲବଳ କରୁଛି ଓପିଟିସିଏଲ ସଂସ୍ଥା I  ତରଭା ଅଞ୍ଚଳରେ ବର୍ତ୍ତମାନ ସଦାସର୍ବଦା ୪୪ ରୁ ୪୫ଡିଗ୍ରୀ ତାପମାତ୍ରା ରହୁଛି I ତା ସାଙ୍ଗକୁ ଗୁଲଗୁଲି, ଝାଞ୍ଜି ପବନ ଯୋଗୁଁଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି I ଦିନ ୧୦ ଟା ସମୟରୁ ରାସ୍ତାଘାଟ, ଦୋକାନବଜ଼ାର ଜନଶୂନ୍ୟ ହୋଇ ପଡୁଛି I ଫଳରେ ବ୍ୟବସାୟୀ ବାଣିଜ୍ୟ ଠପ ହୋଇପଡୁଛି I ସୋମବାର ସନ୍ଧ୍ୟା ରେ ତରଭା ବିଦ୍ୟୁତ ବିଭାଗ ପକ୍ଷରୁ ମାଇକ ଯୋଗେ (ଡାକବାଜି ଯନ୍ତ୍ର) ସକାଳ ୬ ଘଣ୍ଟା ଟା ରୁ ୯ ଟା ପର୍ଯ୍ୟନ୍ତ ୧୩୨ କେ.ଭି  ଓ ତରଭା ଜି.ଏସ.ଏସ. ରକ୍ଷଣାବେକ୍ଷଣ ପାଇଁ ସହର ରେ  ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ଘୋଷଣା କରା ଯାଇଥିଲା I ହେଲେ ପୂର୍ବାହ୍ନ ୧୦.୪୦ସମୟରେ ସୋନପୁର ବିଭାଗୀୟ ଏସ ଡିଓ ମୋବାଇଲ ଗ୍ରୁପ ମାଧ୍ୟମରେ ସୂଚନା ଦେଲେ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ ହୋଇ ନଥିବା ରୁ ଆହୁରି ଅଧିକ ୨ ଘଣ୍ଟା ପରେ ବିଦ୍ୟୁତ ଯୋଗାଣ ହେବ ବୋଲି ସୂଚନା ଦିଆ ଯାଇଥିଲା I କେତେବେଳେ ବିଦ୍ୟୁତ ଯୋଗାଣ ହେବ ବୋଲି ଯୋଗାଯୋଗ ପରେ ପରବର୍ତ୍ତୀ ସମୟରେ  ୧୧.୫୦ଟା ରେ ବିଦ୍ୟୁତଯୋଗାଣ ପାଇଁ ଓ ପି ଟି ସି ଏଲ. ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ବୋଲି  ଖବର ଦିଆଯାଇଥିଲା। ରୌଦ୍ର ତାପରେ ଭାଜି ହେଉଥିବା ଅଞ୍ଚଳବାସୀଙ୍କୁ ଦୀର୍ଘ ୮ ଘଣ୍ଟା ବ୍ୟବଧାନ ପରେ ଦିନ ୨ ଘଣ୍ଟା ୧୫ ମିନିଟରେ ଅଞ୍ଚଳବାସୀଙ୍କ ପାଇଁ ବିଦ୍ୟୁତ ଯୋଗାଣ ହୋଇଥିଲା I  ବିଦ୍ୟୁତ ଯୋଗାଣ ହେବା ପରେ ଅଞ୍ଚଳବାସୀ ସାମାନ୍ୟ ଆଶ୍ବସ୍ତି ପାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   29-May-2026
  ଜିଲ୍ଲା  
ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   29-May-2026
  ଜିଲ୍ଲା  
ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   29-May-2026
  ଜିଲ୍ଲା  
୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   29-May-2026
  ଜିଲ୍ଲା  
ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   29-May-2026
  ରାଜ୍ୟ  
ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   29-May-2026
  ଜିଲ୍ଲା  
ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   29-May-2026
  ଜିଲ୍ଲା  
ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   29-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   29-May-2026
  ଜିଲ୍ଲା  
ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ   28-May-2026
  ଜିଲ୍ଲା  
ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   28-May-2026
  ଜିଲ୍ଲା  
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   28-May-2026

You Might Also Like