-+91-9937148622 |
prerana_bgr@rediffmail.com |
Sunday 8th November 2026 |
R.N.I. Regd No. ODIODI/2010/46693
Breaking News
05-May-2026
ବଲାଙ୍ଗିର():+ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟି ଗ୍ରାମ ଏ ଅଂଚଳରେ ଅନେକ ଗୁରୁତ୍ୱ ବହନ କରେ । ଚନ୍ଦନଭାଟି ର ଶିକ୍ଷା, ସଂସ୍କୃତି ଓ ଉନ୍ନତ କୃଷି କ୍ଷେତ୍ର ବଲାଙ୍ଗିର ର ବିକାଶ ଦିଗରେ ଅନେକ ପ୍ରଭାବ ପକାଇଥାଏ । ୨୦୧୪ ରୁ ୨୦୨୪ ମଧ୍ୟରେ ଏହି ଅଂଚଳବାସୀଙ୍କ ଅନୁରୋଧ କ୍ରମେ ଚନ୍ଦନଭାଟି ପାଇଁ ରୋଡ, ରାସ୍ତା, ପିଇବା ପାଣି, ସାମାଜିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଧର୍ମିକ ଅନୁଷ୍ଠାନ ପାଇଁ ସୁଦୃଶ୍ୟ ମନ୍ଦିର ଏପରି ଅନେକ ବିକାଶମୂଳକ କାମ କରାଯାଇଛି । ଯଦିଓ ମୁଁ ଏବେ କୌଣସି ପଦ ପଦବୀରେ ନାହିଁ ତଥାପି ମଧ୍ୟ ଚନ୍ଦନଭାଟି ଲୋକଙ୍କ କାମ କେବେ ଅଟକିବ ନାହିଁ । ଅଂଚଳର