-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ

05-Mar-2026



ତରଭା: ସ୍ଥାନୀୟ  କୁମ୍ଭାର ପଡା ରେ ନବନିର୍ମିତ ଶ୍ରୀଶ୍ରୀ ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା,ବିଗ୍ରହ ସ୍ଥାପନ ଓ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି I ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନପରେ ୨ଶହରୁଅଧିକ ମହିଳା ଓ ହଜାରଧିକଭକ୍ତ ଅଞ୍ଚଳବାସୀଙ୍କୁ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା I ପରବର୍ତ୍ତୀ ଦିନ  ଅଙ୍କୁରାରୋପଣ, ଗଙ୍ଗା ନିମନ୍ତ୍ରଣ, ରତ୍ନ ମୁଦ ,ତିରିଶ  ବିଗ୍ରହ ମାନଂକ ମହାସ୍ନାନ, ପୁଷ୍ପା ଅଭିଷେକ, ଫଳାଭିଷେକ, ଧ୍ବଜପୂଜା, ପଞ୍ଚକୁଣ୍ଡୀୟ ଯଜ୍ଞ ନେଇ ପଣ୍ଡିତ ଙ୍କ ବେଦ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଥିଲା I ମନ୍ଦିର ପ୍ରତିଷ୍ଠା, ବିଗ୍ରହ ଜୀବନ୍ୟସ ପରେ  ସମସ୍ତ ତିରିଶ ଗୋଟି ବିଗ୍ରହ ମାନଙ୍କୁ ଏକ ସୁସଜିତ ରଥ ରେ ବସାଇ କୁମ୍ଭାର ପଡା ପରିକ୍ରମା କରଯାଇ ଥିଲା l କୁମ୍ଭାର ପଡାବାସୀ ପ୍ରତ୍ୟେକ ଘରେ କଳସ ବସାଇ ଦୀପ ଜାଳି ବିଗ୍ରହ ଙ୍କୁ ପୂଜା ଅର୍ଚନା କରିଥିଲେ l କର୍ତ୍ତା ଓ କର୍ତ୍ତୀ ଙ୍କ ସହ ହଜାର ଧିକ ଭକ୍ତ ପରିକ୍ରମା କରାଯାଇଥିଲା I ଶୋଭାଯାତ୍ରା  ମନ୍ଦିର ରେ ପହଂଚି ବା ପରେ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ଦିର ପୂଜନ ନୀତି, ଅନ୍ନ ପ୍ରସାଦ ର ନୀତି ନିୟମ, ଉତ୍ସବ,ପାଳନ ନେଇ ମନ୍ଦିର ପରିଚାଳନା କମିଟି ଙ୍କ ଦ୍ୱାରା ସଂକଳ୍ପ କରାଯାଇ  ପୂଜା କରି ବିଗ୍ରହ ଙ୍କୁ ମନ୍ଦିର ପ୍ରବେଶ କରାଇଥିଲେ l ଏହି ଅବସରରେ ଚବିଶ ପ୍ରହରୀ ନାମଯଜ୍ଞ  ରେ ଅଞ୍ଚଳ ପ୍ରାୟ ପଚିଶ ରୁ ଅଧିକ କୀର୍ତ୍ତନ୍ୟ ଦଳ ଯୋଗଦାନ କରିଥିଲେ I ପ୍ରହରୀ ର ପୂର୍ଣାହୁତି ଦିନ ସମସ୍ତ ପଡାବାସୀ, ଅଞ୍ଚଳ ବାସୀ, ସମସ୍ତ କର୍ମ କର୍ତ୍ତା ନଗର କୀର୍ତ୍ତନ ନଗର ପରିକ୍ରମା କରାଯାଇଥିଲା l ନଗର ପରିକ୍ରମା ପରେ ପ୍ରହରୀ ମଣ୍ଡପ ପରିସରରେ କୀର୍ତ୍ୟନ୍ୟ ଗୁରୁ ବିନୋଦ ମିଶ୍ର, ବାସୁଦେବ ସାହୁ, ପ୍ରମୋଦ ପଣ୍ଡା ଙ୍କୁ କମିଟି ପକ୍ଷରୁ ଉପଢ଼ୋକନଦେଇ ସମ୍ମାନିତ କରାଯାଇ ଥିଲା I   ମନ୍ଦିର ପ୍ରତିଷ୍ଠା ପାଇଁ  ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱ ରେ ସୀତାରାମ ଦାସ ରଜନୀ କାନ୍ତ ଦାସ, ଓ ବିଥଳ ମିଶ୍ର ଦାୟିତ୍ୱ  ତୁଲାଇ ଥିଲେ I  ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାରେ ମୁଖ୍ୟକର୍ତ୍ତା ଭାବେ ଶଙ୍କର ନାୟକ  ଓ ତାଙ୍କ ସହଧର୍ମିଣୀ ଲିଲି ନାୟକ ଦାୟିତ୍ୱ ତୁଲାଇ ଥିଲେ। ଚବିଶ ପ୍ରହରୀ ନାମ ଯଜ୍ଞ ପାଇଁ କର୍ତ୍ତା ଭାବେ ଝସକେତନ ରଣା ଓ ସ୍ନେହ ରଣା ଦାୟିତ୍ୟୁ ତୁଲାଇ ଥିଲେ I  ପୂଜା କାର୍ଯ୍ୟ ରେ ପଣ୍ଡିତ ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ୱ ରେ ଗିରୀଶ ଚନ୍ଦ୍ରମିଶ୍ର, ଗୌର ହରି ମହାପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର, ନରେନ୍ଦ୍ର ମିଶ୍ର, ବନମାଳି ମିଶ୍ର ପ୍ରମୁଖ ଦାୟିତ୍ୱତୁଲାଇ ଥିଲେ I ମନ୍ଦିର ପ୍ରତିଷ୍ଠା ପରିଚାଳନା କମିଟିର ସମସ୍ତ ସଦସ୍ୟ, କୁମ୍ଭାର ପଡା ବାସୀ ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ l ଶନିଶ୍ଚରାୟ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ କରି କୁମ୍ଭୀର ପଡା ବାସୀ ଙ୍କୁ ଅର୍ପଣ କରି ଥିବା ଗଙ୍ଗାବାଳୀମଳଣା ଙ୍କୁ  ପ୍ରଶଂସା ଓ କୃତଜ୍ଞତା ଜଣାଇ ଥିଲେ   I ଏହି କାର୍ଯ୍ୟକ୍ରମ ରେ ସାମିଲ ହେଉ ଥିବା  ସମସ୍ତ ଭକ୍ତ ଙ୍କ ପାଇଁ ୨ ବେଳା ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିଲା I  ସମୂହ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା I 
 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like