-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-

05-Mar-2026



ସୋନପୁର( ମନୋରଞ୍ଜନ ତ୍ରିପାଠୀ ) ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ସ୍ଵଚ୍ଛ ଭାରତ ସଙ୍ଗଠନ ସୋନପୁର ମନ ମୁଣ୍ଡା ପକ୍ଷରୁ ହୋଲି ଉତ୍ସବ "ଛିନା ଛକା"ରେ ସଙ୍ଗୀତ ନୃତ୍ୟ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ଯ କ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ, ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ନାରାୟଣ ନାଏକ, ଓ ରାଜ୍ୟ ବୟନିକା ସଭାପତି ଶ୍ରୀ ପ୍ରକାଶ ମେହେର ଯୋଗ ଦେଇ ସମସ୍ତ ସମ୍ପ୍ରଦାୟର ଲୋକ ଓ ସହର ବାସୀ ଙ୍କୁ ନେଇ ଅୟୋଜନ କରା ଯାଇଥିବା ଏଇ ଭାଈ ଚାରା ର ହୋଲି ପର୍ବ କୁ ପ୍ରଶଂସା କରିବା ସହ ପରିବେଶ ସ୍ବଚ୍ଛତା ସୁରକ୍ଷା ସଙ୍ଗେ ଏ ଉତ୍ସବ ପାଳନ ମାଧ୍ୟମରେ ଲୋକ ଙ୍କ ମନ ର ସ୍ବଚ୍ଛତା ଆଣିବାରେ ପ୍ରୟାସ କରୁଛି ବୋଲି କହିଥିଲେ l     ସଙ୍ଗଠନ ର ପ୍ରତିଷ୍ଠାତା ସଭ୍ୟl ପଦ୍ମାବତି ମେହେର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀବତ୍ସ ମଲ୍ଲିକ , ସୋନପୁର ଥାନା ଅଧିକାରୀ ଯାଦବ ବାଗ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ସ୍ଵଚ୍ଛ ଭାରତ ସଙ୍ଗଠନ  ସଭାପତି  ସାୟଦ ଅଲିମୁଲ ଇସଲାମ, ପଟାଭାଡ଼ି ଚର୍ଚ୍ଚ ସଭାପତି ପୂର୍ଣ୍ଣ ଚନ୍ଦ୍ର ଲିମା, ଓ ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ହିନ୍ଦୁ ମୁସଲିମ ଓ ପାଦ୍ରୀ ସମସ୍ତ ସମ୍ପ୍ରଦାୟର ତିନି ଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା l  
ପ୍ରଥମେ ମା ସୁରେଶ୍ଵରୀ, ଶ୍ରୀ ରାଧା କୃଷ୍ଣ ଙ୍କ ଫଟୋ ଚିତ୍ର ଓ ସ୍ବଚ୍ଛ ଭାରତ ସଙ୍ଗଠନ ର ପ୍ରତିଷ୍ଠାତା ସ୍ଵର୍ଗତ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଦାନ କରାଯାଇ କାର୍ଯ୍ଯ କ୍ରମ ଆରଂଭ ଯାଇଥିଲା l ବିଶିଷ୍ଟ କଣ୍ଠଶିଳ୍ପୀ ତଥା ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମାର ଓ ପୁରନ୍ଦର ଠେଲା ମା ଙ୍କ ଭଜନ ଓ ଅନେକ ସଂଗୀତ ପରିବେଷଣ  କରି ଥିବା ବେଳେ କଣ୍ଠ ଶିଳ୍ପୀ ଶାଶ୍ଵତ ତ୍ରିପାଠୀ ଓ ପଦ୍ମ ଲୋଚନ ସାହୁ,  ଚୌଧୁରୀ ବିଭାର ଓ ନିଲୁ ଦୀପ ସମ୍ବଲପୁରୀ ଗୀତ  ପରିବେଷଣ କରି ଦର୍ଶକ ଙ୍କୁ ବିମୁଗ୍ଧ କରି ଥିଲେ l

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ, ସୋନପୁର ଥାନା ପୋଲିସ ଇନ୍ସପେକ୍ଟର ଅମିତ ବେହେରା , ଇନ୍ଦୁ ମତି ପୁରୋହିତ, ମନୋରଞ୍ଜନ ତ୍ରିପାଠୀ ସଙ୍ଗୀତ ପରିବେଷଣ କରି କଳା ପ୍ରେମୀ ସଂସ୍କୃତି ପ୍ରେମୀ ଙ୍କୁ ଖୁସି କରିଥିଲେ l ମନୋରଞ୍ଜନ ତ୍ରିପାଠୀ ଓ ଚୌଧୁରୀ ବିଭାର ସଭା କାର୍ଯ୍ଯ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଂଘ ଉପଦେଷ୍ଟା ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ l ସକାଳ ୭ ଟା ରେ  କୁଷ୍ଠାଶ୍ରମ ଠାରେ ଫଳ ବଣ୍ଟନ କରା ଯାଇଥିବା ବେଳେ ଆଜି କାର୍ଯ୍ଯ କ୍ରମ ରେ  କୁଇଜ୍ ପ୍ରତିଯୋଗୀତା ର କୃତୀ ପ୍ରତି ଯୋଗୀ ଙ୍କୁ ପୁରସ୍କୃତ କରା ଯାଇଥିଲା l ଦର୍ଶକ , କଳା ସଂସ୍କୃତି  ପ୍ରେମୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା l ବିଶିଷ୍ଟ କଣ୍ଠଶିଳ୍ପୀ ବ୍ରହ୍ମା କୁମାର, ଶାଶ୍ଵତ ତ୍ରିପାଠୀ, ପୁରନ୍ଦର ଠେଲା ଓ ସମସ୍ତ କଳାକାର ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିବା ବେଳେ
 ସକ୍ରିୟ ସଦସ୍ୟ ବୈକୁଣ୍ଠ ଶତପଥୀ, ପ୍ରମୋଦ କୁମାର ସାହୁ, ପରେଶ ମେହେର, ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ଲଡୁ କିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ପ୍ରତ୍ୟୁଷ ମେହେର, ବୀର ବର ମେହେର, ପୁରନ୍ଦର ମେହେର, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ ପ୍ରମୁଖ କାର୍ଯ୍ଯ କ୍ରମ ଅୟୋଜନ ରେ ଓ ସମସ୍ତ ସ୍ତର ରେ ସହଯୋଗ କରିଥିଲେ l ସହର ର ସମସ୍ତ ବର୍ଗ ର ଲୋକେ ଏହି ଭାଈ ଚାରା ପର୍ବ ରେ ସାମିଲ ହୋଇ ଗୀତ ନାଚ ର ମଜା ନେଇଥିଲେ l ସଙ୍ଗଠନ ର କଳା କାହୁଁ ଦାଶ, ଅମର ପ୍ରସାଦ ଭୁତ, ଗୁପ୍ତେଶ୍ୱର ମେହେର, ରାଧା ଗୋବିନ୍ଦ ମେହେର, , ତ୍ରିଲୋଚନ ତରିଆ,  ଆଶିଷ ଅଗ୍ରୱାଲ, ଡା, ସରୋଜ ପଟେଲ, ରାମ ଚନ୍ଦ୍ର ଅଗ୍ରୱାଲ, ଡ଼ା ସୁନିଲ ମହାପାତ୍ର, ପ୍ରତାପ ଦାଶ, କାହୁଁ ଚରଣ ସାହୁ, ଅନନ୍ତ ପାଣିଗ୍ରାହୀ, ନରସିଂହ ବର୍ଗେ, ଗୋକୁଳ ଠାକୁର, ଦିଲ୍ଲୀପ ଭୁକ୍ତା ନାରାୟଣ ରଥ, କ୍ରିଷ୍ଣା ମେହେର,ସୁଶାନ୍ତ ସାହୁ , ତରଣି ମେହେର , ରୋମୁ ତିୱର  ସମେତ ସଙ୍ଗଠନ ର ଶୁଭେଛୁ ପଠାଣ କୁମାର ପଣ୍ଡା, ଜୀତେନ୍ଦ୍ର ପଟ୍ଟନାୟକ ଉତ୍ସବରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like