-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
24-Jan-2026
ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ
ଡୁଙ୍ଗୁରିପାଲି ବ୍ଲକ ଶୁଖା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଜାତୀୟ କନ୍ୟା ଦିବସ ଅବସରରେ ଶୁଖା ଗ୍ରାମ ପରିସରରେ ଏକ ଅଭିନବ ନୁକ୍ଲଡ଼ ନାଟକ ପ୍ରଦର୍ଶନ କରିଥିଲେ।ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଦ୍ୱାରା କାର୍ଯ୍ୟକ୍ରମରେ ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତୀଶ କୁମାର ସାହୁ ଙ୍କର ଏକ ଅଭିନବ ଭାବେ କାର୍ଯ୍ୟକ୍ରମ ପରିଚାଳନା କରାଗଲା। ଏଥିରେ ବିଦ୍ୟାଳୟ ର ଶିକ୍ଷତ୍ରୀ ଉପମା ଗୁଲେ ବାଲ୍ୟ ବିବାହ ଉପରେ ଚର୍ଚ୍ଚା କଲେ ଏବଂ ଅନ୍ୟାନ ଶିକ୍ଷକ ଅଭିମନ୍ୟୁ ନାଇକି, ତୋଫାନ ପଧାନ,ପ୍ରଫୁଲ୍ଲ ସାହୁ,ଲକ୍ଷପତି ବୁଡ଼େକ, ଟିକେଶ୍ୱର ସାହୁ,ପ୍ରସନ୍ନ ଭରାସାଗର,ଅଭିନାଶ ବାରିକ,ଅମୀୟ ମହାକୁର, ନୀଳମଣି ସାହୁ,ପଦ୍ମଲୋଚ ପଧାନ,ବାବୁଲାଲ ଦାସ, ବିଜୟଲଷ୍ମୀ ବାଗ ଏହି କାଯ୍ୟକ୍ରମରେ ସହଯୋଗ କରିଥିଲେ କାଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ରୀ ନିରୁପମା ଓ ତାଙ୍କର ଗ୍ରୁପ ଏହି ଅଭିନବ ନାଟକ ପ୍ରଦର୍ଶନ କଲେ କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଆହ୍ୱାନ ପାଣ୍ଡିଆ ସଂଯୋଜନା କଲେ ଏବଂ ଧନ୍ୟବାଦ ଅର୍ପଣ କଲେ