-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ଜିଲ୍ଲା

*ଗୁଡ଼ି ଉଡ଼ିବ ପୁଣି ଫେରିବ ହେଲେ ଅଫେରା ରାଇଜ ରୁ ଆଉ ଫେରିବେ ନି ଗୁଡି କରାଳୀ ଦେବରାଜ*-

14-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)ଆକାଶ ରେ ଗୁଡ଼ି ଉଡ଼ି ଉଡି ପୁଣି ଫେରି ଆସେ ହେଲେ ଆଉ ଫେରିବେନି ଅଫେରା ରାଇଜ ରୁ  ଏ ଗୁଡ଼ି ତିଆରି କରୁଥିବା ସୋନପୁର ଥନା ପତି ପଡା ର ଗୁଡି କରାଳୀ ଗୁଡି ବିକାଳୀ ଦେବରାଜ ତରିଆ l  ୮୦ ବର୍ଷ ବୟସ ରେ ଗତ କାଲି  ତାଙ୍କ ଦେହାନ୍ତ ଘଟିଛି l ଏ ଖବର ରେ ସହର ବାସୀ ଙ୍କ ଠାରୁ ଗୁଡି ଉଡାଳି ପିଲା ଛୁଆ ଙ୍କ ମନରେ ଅଧିକ ଦୁଃଖ  ଦେଇଛି l କାରଣ ଜଣେ ପ୍ରସିଦ୍ଧ ଗୁଡ଼ି କରାଳୀ ଓ ବିକାଳି ଭାବେ  ଦେବରାଜ ସୋନପୁର ଅଞ୍ଚଳ ରେ ଖୁବ୍ ଜଣାଶୁଣା ଥିଲେ l ମକର ସଂକ୍ରାନ୍ତି ପର୍ବ ପୁର୍ବରୁ ଦେବରାଜ ଙ୍କ ଘରେ ଗୁଡି କିଣିବାକୁ ପିଲା ଛୁଆ ଙ୍କ ଖୁବ୍ ଭିଡ଼ ଲାଗେ l ଏମିତି ପର୍ବ ପର୍ବାଣୀ ରେ ପ୍ରତି ଦିନ ଶହ ଶହ ଗୁଡି ବିକି ଖୁବ୍ ରୋଜଗାର କରି ଆସୁଥିଲେ ଦେବରାଜ l କଥାରେ ଅଛି ଆମ କୃଷି ପ୍ରଧାନ ଦେଶ ରେ  ଫସଲ ଭିତ୍ତିକ ଉତ୍ସବ  ମକର ସଂକ୍ରାନ୍ତି ରେ ଆମ ରାଜ୍ୟ ତଥା ଦେଶ ର ଲୋକେ ନୂଆଁ ଲୁଗା ପିନ୍ଧି ନିଜ ନିଜ ଇଷ୍ଠ ଦେବା ଦେବୀ ଙ୍କ ପାଖରେ ପୂଜା ଅର୍ଚ୍ଚନା ସହ ଅରୁଆ ଚାଉଳ ଗୁଡ଼ କଦଳୀ ଭୋଗ ଅର୍ପଣ କରନ୍ତି l କାହିଁ କେଉଁ ଆବାହନ କାଳ ରୁ ଏ ପରମ୍ପରା ଲାଗି ରହିଛି l ଏହି ଦିନ ଠାରୁ ସୁର୍ଯ୍ୟ ଉତ୍ତରାୟଣ ହୁଅନ୍ତି l ବସନ୍ତ ଉତ୍ସବ ମଧ୍ଯ ଆରମ୍ଭ ହୋଇଥାଏ l ଏ ପର୍ବ ଆସିଲେ ଛୁଆ ପିଲା ବୟସ୍କ ଲୋକେ ମଧ୍ଯ ଆନନ୍ଦ ଉଲ୍ଲାସ ରେ ଗୁଡ଼ି ଉଡ଼ାଇ ଥାନ୍ତି l ୮୦ ବର୍ଷ ବୟସ ରେ ଏବେବି ଦେବରାଜ ଗୁଡି ତିଆରି କରି ପରିବାର ପାଇଁ ରୋଜଗାରିଆ ଥିଲେ l ଦେବରାଜ ଙ୍କ ଦେହାନ୍ତ ରେ ଦୁଇ ପୁଅ ରଞ୍ଜନ ଓ ବିନୋଦ ଗଭୀର ଦୁଃଖ ପ୍ରକାଶ କରିବା ସହ ବାପା ଙ୍କ ଏ କଳା କୁ ପରମ୍ପରା କୁ ବଜାୟ ରଖିବା କୁ ପିଲା ଛୁଆ ଙ୍କ ମନରେ ଖୁସି ଭରିବାକୁ ସଂକଳ୍ପ ନେଇଥିବା ବିଷୟ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like