-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ଜିଲ୍ଲା

ଗୋ ସମ୍ମାନ ଆହ୍ଵାନ ଅଭିଯାନ,ସତ୍ୟ ସନାତନ ଧର୍ମ ସମ୍ମିଳନୀ ଧର୍ମ ଜାଗରଣ ବାର୍ଷିକ ଉତ୍ସବ

14-Jan-2026



ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ପଞ୍ଚାୟତରେ ଅଁଳାଭଟା ମଠ ଆଶ୍ରମରେ ମଠ ଅଧ୍ୟକ୍ଷ ସାଧୁ ନରେଶ ଦାସ ବାବାଙ୍କ ତତ୍ତ୍ଵାବଧାନରେ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଧର୍ମ ଜାଗରଣର ପଞ୍ଚମ ବାର୍ଷିକ ଉତ୍ସବରେ ସ୍ୱାମୀ କ୍ରାନ୍ତି ସ୍ୱରୁପାନନ୍ଦ ଗିରି ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ରୂପେ ସ୍ବାମୀ ହରି ନାରାୟଣ ଗିରି ଅମୃତସର,ସ୍ବାମୀ ସତ୍ୟ ସ୍ୱରୂପ ସରସ୍ଵତୀ,ଦୟାନନ୍ଦ ବାବା,ବ୍ରହ୍ମ ଅବଧୂତ ସନ୍ତୋଷ ବାବା, ସାଧୁ ଯୋଗାନନ୍ଦ ଦାସ ,ସାଧୁ ରବୀନ୍ଦ୍ର ଦାସ, ବିଶିଷ୍ଟ ଅତିଥି ରୂପେ ବି ଜେ ପି ଦଳର ସୁପରିଚିତ ନେତା ଲମ୍ବୋଦର ନିଆଲ ଓ ଭିଗ୍ନେଶ୍ୱର୍ ନିଆଲ ଯୋଗଦାନ କରିଥିଲେ ।ସମସ୍ତ ସାଧୁ ନିଜ ନିଜ ବକ୍ତବ୍ୟରେ ଭାରତ ବର୍ଷର ଅତୀତକୁ ଉପ ସ୍ଥାପନ କରିବା ସହିତ ବିଶ୍ଵ ଗୁରୁ ଲଭିଥିବା ଭାରତ ବର୍ଷ ଆଜି କାହିଁକି ସଙ୍କଟାପନ୍ନ ତାକୁ ବ୍ୟାଖ୍ୟା କରି ବିଭିନ୍ନ ଉଦାହରଣ ମାଧ୍ୟମରେ ହିନ୍ଦୁତ୍ବ ଜାଗ୍ରତ କରିବା ପାଇଁ ପ୍ରୟାସ କରିଥିଲେ ।ପୁରାଣ, ବେଦ, ଗ୍ରନ୍ଥର ଅନେକ ବିଷୟବସ୍ତୁ ପ୍ରାଞ୍ଜଳ ଭାବରେ ବୁଝାଇ ଆମ ସଂସ୍କୃତିକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଛନ୍ତି ।ଗୋ ମାତା ଆମ ପାଇଁ କେତେ ମହାନ୍ ତା'ରି ଉପରେ ବିସ୍ତୃତ ଆଲୋଚନା କରି ଗୋ ମାତା ର ସୁରକ୍ଷା ଦିଗରେ ଆମ ହିନ୍ଦୁ ସମାଜ ଆଗେଇବାକୁ ଆହ୍ୱାନ କରିଛନ୍ତି ।ଗୋ ମାତାର ସେବା ସୁରକ୍ଷା ଓ ସମ୍ମାନ ପାଇଁ ଆଗାମୀ ଦିନରେ ସରକାରଙ୍କ ନିକଟରେ ପ୍ରାର୍ଥନା ପତ୍ର ପ୍ରଦାନ କରିବାକୁ ସମସ୍ତ ହିନ୍ଦୁ ଭାଇ ଭଉଣୀ ଅନୁରୋଧ କରିଥିଲେ ।

ମଠ ପାଇଁ ଜମି ଦାନ କରିଥିବା ଦୁଇଜଣ ମହାନ୍ ବ୍ୟକ୍ତି ତୁଳସୀ ରାମ ନାଏକ ଓ ଧନେଶ୍ଵର ନନ୍ଦଙ୍କୁ ଆଜିର ମୁଖ୍ୟ ଅତିଥି ଏବଂ ସମସ୍ତ ସାଧୁ ସନ୍ଥ ଆନ୍ତରିକତାର ସହିତ ପୁଷ୍ପ ମାଲ୍ୟ ଓ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ ।କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂ ସହାୟକ କାର୍ଯ୍ୟ କର୍ତ୍ତା କାଳିଆ କୃଷ୍ଣ ବାଗ,ବିଶ୍ଵ ହିନ୍ଦୁ ପରିଷଦ କାର୍ଯ୍ୟ କର୍ତ୍ତା ମୋହନ ଚରଣ ଦାସ,ଗାୟତ୍ରୀ ପରିବାରରୁ ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ ।ମଠର ସମସ୍ତ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଜୟଧର ଭକ୍ତ,ଭୋକର୍ଦ୍ଧନ ଭକ୍ତ,ସୋମନାଥ ଭକ୍ତ ,ସମାଜ ସେବୀ ବିଜୟ କୁମାର ନନ୍ଦ,ଭଗବାନ ହଂସ, ହରତ ମହାନନ୍ଦ,ଗଣେଶ କାଣ୍ଡ,ବୈଷ୍ଣବ ମହାନନ୍ଦ,ତପି କାଣ୍ଡ,ଟିକେ ମହାନନ୍ଦ, ପଦୁ ଚରଣ ଚିନ୍ଦା, ରାମ ଚନ୍ଦ୍ର କାଣ୍ଡ,ହରି ପ୍ରସାଦ କାଣ୍ଡ,ଜୟ କିଶନ ଭୋଇ,ପାର୍ଥ ଚନ୍ଦ୍ର ଭୋଇ,ଇନ୍ଦ୍ର ଜିତ୍ ମହାନନ୍ଦ,ଅନ୍ତ ରାମ ମହାନନ୍ଦ, ବିଭିନ୍ନ ଧର୍ମାନୁଷ୍ଠାନର ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like