-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||     

HOME   ଜିଲ୍ଲା

ଧରଣୀମାଲ ଉଚ୍ଚ ବିଦ୍ୟାଳୟ ର ୨୦୦୮ର ମାଟ୍ରିକ ଵେଚ ବନ୍ଧୁ ମିଳନ ଉତ୍ସବ ପାଳିତ

04-Jan-2026



ସିନାପାଲି ( ଚିନ୍ତାମଣି ନେତାମ) ନୂଆପଡା ଜିଲ୍ଲା  ବୋଡେ଼ନ ବ୍ଲକ ଧରଣୀମାଲ ଉଚ୍ଚ ବିଦ୍ୟାଳୟ ର ଅଭୁଲା ଅମୃତ ସ୍ମୃତି ନେଇ ଜିଲ୍ଲାରେ  ପୁରୁଷ ଓ ମହିଳା ସ୍କୁଲ ଵେଚ ର ପ୍ରଥମ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି । ବିତାଇଥିବା ସେହି ସ୍ମୃତି ଓ ଅନୁଭୂତିର ସୁନେଲି ସ୍ଵପ୍ନ ସାକାର ହୋଇଅଛି। ବିବାହ ବନ୍ଧନ ଭିନ୍ନ ଭିନ୍ନ ସହର, ପେଶା, ପରିବାର ଓ ଦାୟିତ୍ୱ ଭିତରେ ବାଣ୍ଟିଦେଇଥିଲା, କିନ୍ତୁ ହୃଦୟର ଗଭୀରେ ପ୍ରଦେଶରେ ପିଲାଦିନର ଭିନ୍ନତା ମୁହୂର୍ତ୍ତ କୁ ମନେପକାଇ ସମସ୍ତେ ଭାବପ୍ରବଣ  ବିଭୋର ହୋଇଥିଲେ।ପ୍ରଥମ ଦେଖାରେ ଲାଗିଲା, ଯେମିତି ସ୍କୁଲ୍ ଘଣ୍ଟି ଏବେ ବି ବାଜୁଛି, ବେଞ୍ଚ୍ ଉପରେ ନାମ ଖୋଦା ଅଛି, ଟିଫିନ୍ ବାଣ୍ଟି ଖାଇବାର ସେଇ ଅଭ୍ୟାସ ଫେରିଆସିଛି। ଛାତ୍ରୀଙ୍କ ମହିଳା ରୂପେ ପୁରୁଣା ଡାକନାମ, ପରୀକ୍ଷାର ଚିନ୍ତା, ଶିକ୍ଷକଙ୍କ ଶାସନ, ଖେଳପଡ଼ିଆର ଦୌଡ଼, ବିଦାୟ ସମ୍ବର୍ଦ୍ଧନା  ଚତୁଃ ପାଶ୍ୱର୍ରେ ଝଳସି ଉଠିଥିଲା।ପୁନର୍ମିଳନ  ସାକ୍ଷାତ୍ ନୁହେଁ, ଏହା ଥିଲା ଭାବନାର ସେତୁ, ମିତ୍ରତାର ପୁନର୍ଜନ୍ମ, ଓ ଆମ ଅପରିବର୍ତ୍ତିତ ବନ୍ଧନର ଉତ୍ସବ ବୋଲି ବେଚ ମେଟ ଙ୍କ ବାର୍ତ୍ତା ଥିଲା।  ମାନବ ସମାଜ ରେ ମିତ୍ରତାର ସମ୍ପର୍କ ଅତି ନିବିଡ଼ ଅଟେ।ବୟସ ବଢ଼ିଲେ ବି, ଥାଏ ବାତ୍ସଳତା, ଦୂରତାରେ ଲୁଚିରହେ ନିକଟତା, ଅତୁଟ ସମ୍ପର୍କରେ ବନ୍ଧା  ଦିଗାମ୍ବର, ଦେବେନ୍ଦ୍ର, ସୁମିତ, ଘନଶ୍ୟାମ, ଗଗନ, ଅମିତ, ଶେଷଦେବ, ହେରାମ୍ବ , ପୂର୍ଣ୍ଣ ଚନ୍ଦ୍ର, ସନ୍ତୋଷ,  ରୋମ୍ୟରଞ୍ଜନ,  ହରିଶ୍ଚନ୍ଦ୍ର,  ହିମାଂଶୁ, ଭୁବନେ,  ଜରାସନ, ଦୁର୍ଯ୍ୟୋଧନ,  ବିଶ୍ୱରଂଜନ,  ରାଜେଶ, ଟିକେଲାଲ, ସସ୍ମିତା, ଦୂଷିଲା,  ବୈଜୟନ୍ତୀ, ନିଁଳେନ୍ଦ୍ରି, ଲକ୍ଷ୍ମୀ ପ୍ରିୟା, କୁନ୍ତୀ, ଜାନକୀ,  ଦେବାଂଗୀନୀ, କୃତଜ୍ଞ, ରୋମାଞ୍ଚଳ, ଆଶୁତୋଷ ଓ ରଶ୍ମିତା  ସମେତ ଅନ୍ୟାନ୍ୟ  ଉପସ୍ଥିତ ଥିବା ବେଳେ  ଧରଣୀମାଳ ଉଚ୍ଚ ବିଦ୍ୟାଳୟ ର   ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ  ଲିଙ୍ଗରାଜ କଟା,  କିରାଣୀ ଶ୍ରୀଯୁକ୍ତ ଶୁଶିଲ କୁମାର ଖମାରୀ ,  ପି ଇ ଟି ଶ୍ରୀଯୁକ୍ତ ଠାକୁର ଚରଣ ନାଗ, ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର  ସାହୁ, ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଦାସ ସମେତ  ସମସ୍ତେ  ଉପସ୍ଥିତ ଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026

You Might Also Like