-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ଜିଲ୍ଲା

ସାଲେପାଲି ଗ୍ରାଫାଇଟ ଖଣି ନିଲାମ ପ୍ରତିବାଦରେ ପୁଣି ଏକତ୍ରିତ ହେଲେ ଅଞ୍ଚଳବାସୀ,ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ଦେଲେ ଆହ୍ୱାନ

27-Dec-2025



ବଲାଙ୍ଗୀର (ପ୍ରେରଣା ଖବର): ରାଜ୍ୟ ସରକାର କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକକୁ ତାମିଲନାଡୁର ଭିନମୀର ରିଶୋର୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ନିଲାମ ଦେଇ ଥିବା ଖବର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଞ୍ଚଳବାସୀ ତାତି ଉଠିଥିଲେ | ଗାଁ ଗାଁ ରେ ମେଳି ବାନ୍ଧିଥିଲେ | ଗତ ଜୁନ ୨୩ ତାରିଖରେ ଜନମ ମାଏଟ ବଚାଓ ସଂଘର୍ଷ ସମିତି ଆହ୍ୱାନରେ ପାଟଣାଗଡ଼ ଠାରେ ଏକ ଵିଶାଲ ରେଲି କରି ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ | ଗତ ବିଧାନସଭା ଶୀତ ଅଧିବେଶନରେ ମଧ୍ୟ ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ଖଣି ଖନନ କଥା ଗୃହରେ ଆଲୋଚନା ହୋଇଥିଲା | ଖଣି ଖନନ ବିଷୟରେ ସ୍ଥାନୀୟ ପ୍ରଶାସନ ଏବଂ ରାଜନେତାଙ୍କୁ ସ୍ପଷ୍ଟୀକରଣ ମାଗିଲେ କେହି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି | ଖଣି ଖନନ ବିଷୟ ବିଭିନ୍ନ ଗଣମାଧ୍ୟମରେ ଓ

ବିଧାନସଭାରେ ପ୍ରସାରଣ ହେଲାପରେ ମଧ୍ୟ ଜନସାଧାରଣଙ୍କୁ ଆଢୁଆଳରେ ରଖିଛନ୍ତି | ଦିନକୁ ଦିନ ଜନସାଧାରଣଙ୍କ ମନରେ ଭୟ ଏବଂ ଆତଙ୍କ ଖେଳି ଯାଉଛି | ଖଣି ଖନନ ହେଲେ ଅଞ୍ଚଳ ପୁରା ଦୂଷିତ ହେଇଯିବ, ଜଳବାୟୁ ପରିବର୍ତନ ହେଇଯିବ, ଜଳ ସ୍ଥର କମିବା ସହିତ ଜଳ ଜହର ହେଇଯିବ, ଜୀବଜନ୍ତୁ ଉପରେ କୁପ୍ରଭାବ ପଡ଼ିବ, ମଣିଷ ସମାଜ ଉପରେ କୁପ୍ରଭାବ ପଡ଼ିବ, ମାନବ ସମାଜ କୁ ବିଭିନ୍ନ ରୋଗ ଆକ୍ରାନ୍ତ କରିବ, ଚାଷୀ ଓ ଚାଷ ପ୍ରତି କୁପ୍ରଭାବ ପଡ଼ିବ, ସାମାଜିକ କ୍ଷେତ୍ରରେ ପ୍ରଭାବ ପଡ଼ି ଭାଇଚାରା ନଷ୍ଟ ହେବ, ଏହାର କୁପ୍ରଭାବରେ ଲୋକେ ବାଧ୍ୟ ହୋଇ ଭିଟାମାଟି ହରେଇବେ, ଗାଁ ଗାଁ ମଧ୍ୟରେ ସୁସମ୍ପର୍କ ବିଲୋପ ପାଇଯିବ, ସଂସ୍କୃତି, ପରମ୍ପରା, ଯାନିଯାତ୍ରା ଉପରେ ପ୍ରଭାବ ପଡ଼ିବ ବୋଲି ଜନସାଧାରଣ ଏହାକୁ ଦୃଢ଼ ବିରୋଧ କରୁଛନ୍ତି | ଯଦି ସରକାରର ଏ ଅଞ୍ଚଳ ପ୍ରତି ଆନ୍ତରିକତା ଅଛି ତାହେଲେ ସୁତା କଳକାରଖାନା ପ୍ରତିଷ୍ଠା, ବିଡ଼ି ତିଆରି କାରଖାନା, ଚିନି କଳ କାରଖାନା, ଆମ୍ବ ଜୁସ କାରଖାନା, ତରଭୁଜ ଜୁସ କାରଖାନା, ଟମାଟୋ ସସ କାରଖାନା, ବିଭିନ୍ନ ଲଘୁ ବନ୍ୟ ଜାତ କାରଖାନା ପ୍ରତିଷ୍ଠା କରନ୍ତୁ ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି | ଛୋଟ ଛୋଟ କଳ କାରଖାନା ପ୍ରତିଷ୍ଠା କଲେ ଏଠାରେ କିଛି ମାତ୍ରାରେ ଦାଦନ ସମସ୍ୟା, ବେକାରୀ ସମସ୍ୟା ଦୂର ହେଇପାରେ | ଜନସାଧାରଣଙ୍କୁ ଜଳାଞ୍ଜଳି ଦେଇ କେବଳ ସରକାର ପୁଞ୍ଜିପତି ମାନଙ୍କ ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି | ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ଖଣି ଖନନ ବିଷୟରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଏବଂ ବଲାଙ୍ଗୀର ଲୋକସଭା ସାଂସଦ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସଭାରେ ଆହ୍ୱାନ ଦେଇଥିଲେ ସଂଗ୍ରାମୀ ମାନେ |ଆଜି ବଞ୍ଜାରୀ ଠାରେ ଜନମ ମାଏଟ ବଚାଓ ସଂଘର୍ଷ ସମିତି ଆହୁତ ଚିନ୍ତନ ବୈଠକରେ ପ୍ରକାଶ ସାହୁ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପରିବେଶବିତ ନୋବେଲ ପରିବେଶ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ, ଲୋୟର ଶୁକତେଲ ସଂଗ୍ରାମ ସମିତିର ସତ୍ୟ ବନଛୋର, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ବଥର୍ଲା

ସରପଞ୍ଚ କବିତାଞ୍ଜଳୀ ସାହୁ, ରାଜୀବ ସାହୁ, ପ୍ରଶାନ୍ତ ପାଢ଼ୀ, ଗନ୍ଧର୍ବ ସୁନା, ଗଙ୍ଗାଧର ସାହୁ, ବଂଶୀଧର ମେହେର ପ୍ରମୁଖ ଉଦବୋଧନ ଦେଇଥିଲେ | ମଦନ ମାଝୀ,  ସୁରେଶ ପୁଟେଲ, ପିଣ୍ଟୁ ବୁଡ଼େକ, ଗଜିନ ତାଣ୍ଡି, ଛବିଲାଲ ବାଗ, ବେଣୁଧର ହୋତା, ଟଙ୍କ ରାଓ, ଶିବ ରାଓ, ହରିବନ୍ଧୁ ବରିହା, ମଧୁ ବାଗ, ଗଣ୍ଡାରାମ ଭୁଏ ପ୍ରମୁଖ ସହଯୋଗ କରିଥିଲେ | ସଭାକୁ ଗିରିରାଜ ଭୋଇ ପରିଚାଳନା କରିଥିବାବେଳେ ଯୁଧିଷ୍ଠିର ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like