-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ଗଞ୍ଜେଇ ଚାଲାଣ ହବ୍" ଚାଲିଛି ଖୋଲମଖୋଲ ବେଆଇନ ବେପାର; ରାଜ୍ଯ ବାହାର କୁ ଚାଲାଣ ପାଇଁ ଟ୍ରେନ ସାଜିଛି ମାଧ୍ୟମ

23-Jul-2025



ସବୁ ଜାଣି ଅଜଣା ଜିଆରପି ଓ ଆରପିଏଫ ପୋଲିସ 

ରିପୋର୍ଟ: ମୋହନ ସୁନା

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ର ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ ସହର ଭାବରେ ପରିଚିତ। ଏହି କଣ୍ଟାବାଞ୍ଜି ବିଭିନ୍ନ କ୍ଷେତ୍ର ରେ ଯେତେ ନା କରିଛି ବେଆଇନ କାର୍ଯ୍ଯ କରୁଥିବା ବ୍ଯକ୍ତି ଙ୍କ ପାଇଁ ସେତେ ବଦନାମ ମଧ୍ଯ ହୋଇଛି। କଣ୍ଟାବାଞ୍ଜି ର ବେଆଇନ ଷ୍ଟେସନ ଦାଦନ ଚାଲାଣ ଆଣ୍ଡା ବୋଲି କୁହାଯାଏ ଯାଏ। ଏହି ରେଲବାଇ ଷ୍ଟେସନ ରୁ ଦାଦନ ସର୍ଦ୍ଦାର ମାନେ ଶ୍ରମିକଙ୍କୁ ରାଜ୍ଯ ବାହାର କୁ ବେଆଇନ ଭାବରେ ଶ୍ରମିକ ଚାଲାଣ କରନ୍ତି ଏହି ଷ୍ଟେସନ ବଦନାମ ରହିଥିବା ବେଳେ ଶ୍ରମିକ ବଦଳରେ ବେଆଇନ ନିଶା କାରବାର ଚାଲାଣ ରାକେଟ ଏହି ଷ୍ଟେସନ ରୁ ନିଅତ୍ରଣ ହେଉଥିବା ଅଭିଯୋଗ ହେଉଛି। କଣ୍ଟାବାଞ୍ଜି ଷ୍ଟେସନ ଦେଇ ବିଭିନ୍ନ ରାଜ୍ୟ କୁ ଅନେକ ଟ୍ରେନ ଯାଉଥିବା ବେଳେ ତାର ସୁଯୋଗ ନେଇ କଣ୍ଟାବାଞ୍ଜି ଷ୍ଟେସନ ରୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଗଞ୍ଜେଇ ମାଫିଆ ମାନେ କଣ୍ଟାବାଞ୍ଜିରୁ ଟ୍ରେନ ଯୋଗେ ରାଜ୍ଯ ବାହାରକୁ ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି ହେଳେ ନୀରବଦ୍ରଷ୍ଟା ପ୍ରଶାସନ। ବେଆଇନ ଷ୍ଟେସନ ଅଞ୍ଚଳ ରେ ବେଆଇନ କାର୍ଯ୍ଯ କଳାପ ରୋକିବାକୁ ରାଜ୍ଯ ସରକାର ଗୃହ ବିଭାଗ ପକ୍ଷରୁ ଏହି ଜିଆରପି ପୋଲିସ ଷ୍ଟେସନ ରହିଛି ଏବଂ ପୋଲିସ କର୍ମଚାରୀ ମଧ୍ଯ ନିୟୋଜିତ ରହିଛନ୍ତି ହେଳେ କଣ୍ଟାବାଞ୍ଜି ଜିଆରପି ପୋଲିସ ଷ୍ଟେସନ ର କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ  ବେଆଇନ କାର୍ଯ୍ଯ କଳାପ ରୋକିବା ବଦଳରେ ବେଆଇନ
ଗଞ୍ଜେଇ ଓ ଅନ୍ୟ ନିଶା କାରବାର ବ୍ୟକ୍ତି ଙ୍କୁ ସହଯୋଗ କରି ତାଙ୍କ ଠାରୁ ମୋଟାଅଙ୍କର ହାତଗୁଞ୍ଜ ନେଉଥିବା ସହଯୋଗ କରୁଥିବା ସବୁ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ଅଞ୍ଚଳ ରେ ଏହି ବେଆଇନ ନିଶା କାରବାର ଚାଳୁଥିବା ଅଭିଯୋଗ ହେଉଛି। ସେହିପରି ଟ୍ରେନ ରେ କେମିତି ରେଲ ଯାତ୍ରୀ ମାନେ ସୁରକ୍ଷିତ ଯିବେ ଏବଂ ଟ୍ରେନ ଭିତରେ କେଭିତି ବେଆଇନ କାର୍ଯ୍ଯ କଳାପ ନ ହେବ ସେଥି ପାଇଁ ରେଲ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଆରପିଏଫ ପୋଲିସ ଫୋର୍ସ ମୃତ୍ୟନ ରହିଛନ୍ତି। କିନ୍ତୁ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରୁ ପ୍ରତୋକ ଦିନ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହା ଉପରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ କଣ୍ଟାବାଞ୍ଜି ଆରପିଏଫ ପୋଲିସ ଯାହାଫଳ ରେ ଦାଇତ୍ବ ଥିବା କର୍ମଚାରୀ ଙ୍କ ମାନଙ୍କ ଭୂମିକା କୁ ନେଇ ସନ୍ଧେହ ଉପୁଜୁଥିବା ବେଳେ ଦାଇତ୍ବ କିଛି କଣ୍ଟାବାଞ୍ଜି ର ଆରପିଏଫ କର୍ମଚାରୀ ମାନେ ମଧ୍ଯ ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି। ପ୍ରତୋକ ଦିନ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରୁ ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କାଭା କଣ୍ଟାବାଞ୍ଜି ଅବକାରୀ ପୋଲିସ ଖବର ପାଇ ଚଢ଼ାଉ କରୁଥିବା ବେଳେ ସବୁଜାଣି ଅଜଣା କଣ୍ଟାବାଞ୍ଜି ଆରପିଏଫ ଓ ଜିଆରପି ପୋଲିସ ବୋଲି ସହରରେ ଚର୍ଚ୍ଚା ହେଉଛି। କଣ୍ଟାବାଞ୍ଜି ସହର କିଛି ଜଣ ବ୍ୟକ୍ତି ଏହି ବେଆଇନ ଗଞ୍ଜେଇ ଚାଲାଣ ରାକେଟକୁ କଣ୍ଟାବାଞ୍ଜିରୁ ନିଅତ୍ରଣ କରୁଥିବା ବେଳେ ତାଙ୍କ ଜରିଆ ରେ ବିଭିନ୍ନ ରାଜ୍ୟକୁ ଏହି ଗଞ୍ଜେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ବିଶେଷ ସୂତ୍ର ରୁ ଜଣାପଡୁଛି। କଣ୍ଟାବାଞ୍ଜି ଷ୍ଟେସନ ଭିତରୁ ଅନେକ ଥର ଗଞ୍ଜେଇ ଜବତ ହୋଇଥିଲେ ମଧ୍ଯ ଗଞ୍ଜେଇ ବେପାରୀ ପୋଲିସ କୁ ଭୟ କରୁନାହାଁନ୍ତି ପାଲଟା ଆମେ ସମସ୍ତ ଙ୍କୁ ପ୍ରତୋକ ମାସ ରେ ଖର୍ଚ୍ଚା ଦେଉଛୁ ଆରମ୍ଭ କିଏ କିଛି କରି ପାରିବେ ନାହିଁ କହି 
ଖୋଲମଖୋଲା ଏହି ଗଞ୍ଜେଇ କାରବାର କରୁଥିବା ଚର୍ଚ୍ଚି ହେଉଛି। କେନ୍ଦ୍ର ସରକାର ଙ୍କ ରେଲ ବିଭାଗ ଏବଂ ବଲାଙ୍ଗିର ଏସପି ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ କଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଳରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like