-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ଖୋଲମୁଣ୍ଡା ଜଙ୍ଗଲରେ ବାରହା ଶିକାର ମାଂସ ଜବତ ସହ ଦୁଇ ବାଇକ ଜବତ, ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

21-May-2025



କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ରେଞ୍ଜ ବରପଦର ସେକ୍ସନର ଖୋଲମୁଣ୍ଡା ଜଙ୍ଗଲରେ ଶିକାରୀଙ୍କ ଦ୍ୱାରା ଗାତ ଖୋଲି ସେଥିରେ ୧୨ ଟି ବାରହାକୁ ଗାତ ଭିତରେ ପକାଇ ତାଙ୍କୁ ବର୍ଚ୍ଛା ଦ୍ୱାରା ଶିକାର କରାଯାଇ ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଖୋଲ ମୁଣ୍ଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ସେଠାରୁ ୧୨ ଟି ବାରହାଙ୍କ ମାଂସ ଓ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଜବତ କରିଥିବାବେଳେ ୨ଟିବାଇକ, ଗୋଟିଏ ଟାଙ୍ଗିଆ, ୨ଟି ଶାବଳ ସହ ଚାରି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ୪ଜଣ ହେଲେ ଝାରଫେସପେରଡ଼ିର ଜଗନ୍ନାଥ ବାରିକ ୨୯ବର୍ଷ,ହେମନ୍ତ କର୍ମୀ ୨୦ବର୍ଷ, କୃଷ୍ଣ ଚନ୍ଦ୍ର ଜାନି ୨୭ବର୍ଷ, ଓ ଲାକପର୍ବତ ର ସଂଜିତ ଥାଟି ଆଜି କୋର୍ଟ ଫରୱାଡ଼ କରାଗଲା ବୋଲି ବରପଦର ବନପାଳ ବୁଲି ବେହେରା କହିଛନ୍ତି l ଏପରିକି ବର୍ତ୍ତମାନ ଖରା ଯୋଗୁଁ ସବୁ ନଦୀ, ବନ୍ଧ, ନାଳ ସବୁ ସୁଖୀ ଯାଇଥିବାରୁ ଜଙ୍ଗଲୀ

ପଶୁ ସବୁ ଗାଁ ମୁଁହା ହେଉଥିବା ବେଳେ ଶିକାରୀମାନେ ତାଙ୍କୁ ଶିକାର କରିବା ପାଇଁ ଘୁରିବୁଲୁଛନ୍ତି। ବିଭାଗୀୟ କର୍ମଚାରୀ ମାନେ ନିଜ ନିଜ ଅଂଚଳରେ ଠିକ ଭାବେ ପେଟ୍ରୋଲିଂ କରୁ ନ ଥିବାରୁ ଶିକାରୀ ନିର୍ଭୟରେ ଶିକାର କରୁଥିବା ଅଞ୍ଚଳବାସି ପ୍ରକାଶ କରୁଛନ୍ତି। ଖାଲି ଯେ ପଶୁ ଶିକାରୀ ନୁହେଁ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ଗୁଡିକ କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି

ବାରହା ମାଂସ ଜବତ ଘଟଣା; ୪ଅଭିଯୁକ୍ତ କୋର୍ଟ ଚାଲାଣ

କଣ୍ଟାମାଲ :  ଗତ ୨ ଦିନ ତଳେ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ରେଞ୍ଜ ଅନ୍ତର୍ଗତ ସୁଲିଆ ଜଙ୍ଗଲରେ  କଣ୍ଟାମାଲ ବନ ବିଭାଗ ଦ୍ୱାରା ବାରହା ମାଂସ ଜବତ ହୋଇଥିଲା |ସେହି ସମୟରେ ଘଟଣା ସ୍ଥଳରୁ ଏକ ବାଇକ ମଧ୍ୟ ଜବତ ହୋଇଥିଲା  |ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଶିକାରୀଙ୍କ ଆଜି କଣ୍ଟାମାଲ ବନ ବିଭାଗ ଦ୍ୱାରା କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି |  ସୂଚନା ଅନୁସାରେ କଣ୍ଟାମାଲ ବନ ବିଭାଗ ସୁଲିଆ ଜଙ୍ଗଲରେ ବାରହା ଶିକାର ହୋଇଥିବା ନେଇ  କୌଣସି ସୂତ୍ରରୁ ଖବର ପାଇ  ସୋମବାର ରାତିରେ କଣ୍ଟାମାଲ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାଏକ ଙ୍କ ନିର୍ଦେଶ କ୍ରମେ ବନପାଳ ବୁଲି ବେହେରାଙ୍କ ନେତୃତ୍ୱରେ,ଫରେଷ୍ଟ ଗାର୍ଡ ଜ୍ୟୋତି ରଞ୍ଜନ ବାରିକ,ସୁନୀଲ ପ୍ରଧାନ ,ବିଶ୍ୱଜିତ ନାଏକ ଓ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ  |ଘଟଣାସ୍ଥଳରୁ ବନ ବିଭାଗ ଏକ ଟାଙ୍ଗିଆ ,ଗୋଟିଏ  ବ୍ୟାଗ ଏବଂ  ସିବିଜେଡ ଏକ୍ସଟ୍ରିମ ବାଇକ 

(ଓଡି ୩୧-ଡି-୫୯୩୯)  ଜବତ କରିଥିଲା |ବାଇକ ଡିକି ଖୋଲିବାରୁ ସେଥିରୁ ଏକ ବାରହା ପୁଟା ଜବତ କରିଥିଲା ବନ ବିଭାଗ |ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଆଜି ବନ ବିଭାଗ କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ମାନେ ହେଲେ ଝାରଫେସପେରଡ଼ି ଗ୍ରାମର ଜଗନ୍ନାଥ ବାରିକ(୨୯) ,ହେମନ୍ତ କର୍ମୀ (୨୦),କୃଷ୍ଣଚନ୍ଦ୍ର ଯାନୀ(୨୭) ଓ ଲାଖପର୍ବତ ଗ୍ରାମର ସଂଜିତ ଥାଟି(୨୩), |ଏନେଇ ବନ ବିଭାଗ ଏକ କେସ ନମ୍ବର ୩୯କେ/୨୦୨୫-୨୬ ରେ କୋର୍ଟ ଚାଲାଣ କରିଥିବା କଣ୍ଟାମାଲ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like