-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଅପରାଧ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ୩ଜଣ ଅଭିଯୁକ୍ତକୁ ଗିରଫ୍ କଲା ବଲାଙ୍ଗୀର ପୋଲିସ 

17-May-2025



ବଲାଙ୍ଗୀର: ପୂର୍ବ ଶତୃତାକୁ କେନ୍ଦ୍ର କରି ଗତ ମେ ୭ ତାରିଖ ରାତିରେ ଜଣେ ଯୁବକଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଜି ବଲାଙ୍ଗୀର ପୋଲିସ ଘଟଣାରେ ସଂପୃକକ୍ତ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଗତ ମେ ୭ ତାରିଖ ରାତିରେ ବଲାଙ୍ଗୀର ଲୋକନାଥ ମନ୍ଦିର ସମ୍ମୁଖରେ ବଲାଙ୍ଗୀର ରାମେଶ୍ୱର ନଗରର ସୋନୁ ପଟ୍ଟନାୟକ ଠିଆ ହୋଇଥିବା ସମୟରେ ହଠାତ୍ ୩ ଜଣ ମୁଖାପଡିନ୍ଧା ଦୃବୃତ୍ତ ସୋନୁଙ୍କ ଉପରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିଲେ । ସେମାନେ ଖଣ୍ଡା ଓ ଭୁଜାଲି ଧରି ସୋନୁଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଜୀବନ ବଂଚାଇବା  ପାଇଁ ସୋନୁ ଦୌଡି ପଳାଇ ଜଗନ୍ନାଥ ମନ୍ଦିର ପାଖ ଏକ ସୁନାଗହଣା ଦୋକାନରେ ଲୁଚି ଯାଇଥିଲେ। ତେବେ ଏହି ମୁଖାପିନ୍ଧା ଦୁର୍ବୃତ୍ତ ମାନେ ସୁନା ଦୋକାନର ଗେଟ୍‌କୁ ଭାଙ୍ଗି ଘଟଣାସ୍ଥଳରୁ ଫେରାର୍ ମାରିଥିଲେ ।ଏହି ଘଟଣାକୁ ନେଇ ସୋନୁ ବଲାଙ୍ଗୀର ଟାଉନ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଉପରେ  ଉପରେ ଟାଉନ ପୋଲିସ ଅନୁସନ୍ଧାନ ଜାରି ରଖିଥିଲା । ଆଜି ଏହି ଘଟଣାରେ ସଂପୃକ୍ତ ବଲାଙ୍ଗିର ହାଟପଦା ପଡାର ବିଶାଲ ପଶାୟତ(୨୪) ଗନ୍ଧରେଲର ସୋନୁ @ ତୁଷାର ବାରିକ(୨୪) ଓ ବଜୟନ୍ତୀ ପଡାର ରାଜା @ ସହୀଦ ପାତ୍ର(୧୯) ଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ଟାଉନଥାନା କେଶ ନମ୍ବର ୩୨ଠ ଦଫା ୧୦୯/୬୧(୨), ୩୫୧(୩) ବିଏନ୍‌ଏସ୍ ଓ ଦଫା ୧୦୯/୦୬, ୨୫/୨୭ ଆର୍ମସ ଆକ୍ଟ ରେ ଏକ ମାମଲା ରୁଜୁ ହୋଇଛି । ଆଜି ବଲାଙ୍ଗୀର ଟାଉନଥାନା ଠାରେ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ । କମେଣ୍ଟମରା ଓ ଗାଳିଗୁଳଜକୁ  ନେଇ ବିଶାଳ ଓ ସୋନୁ ଙ୍କ ଭିରେ ପୂର୍ବରୁ ଝଗଡା ରହିଥିଲା। ତେଣୁ ବିଶାଳ ସୋନୁଙ୍କୁ ଜୀବନରେ ମାରି ଦେବା ପାଇଁ ଯୋଜନା କରୁଥିଲା । ସେମିତ କୌଣସି ନିଛାଟିଆ ସ୍ଥାନ କିମ୍ବା ସୂଯୋଗ ନ ପାଇବାରୁ ଗତ ୭ ତାରିଖ ରାତିରେ ସୋନୁଙ୍କୁ ସ୍ଥାନୀୟ ଲୋକନାଥ ମନ୍ଦିର ଠାରେ ଏକାକୀ ପାଇ ବିଶାଳ ନିଜ ୭-୮ ଜଣ ସହଯୋଗୀ ମାନଙ୍କ ସହ ସଂଘବଦ୍ଧ ଭାବରେ ସୋନୁ ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିଲା ।

ଏହି ଆକ୍ରମଣରେ ବ୍ୟବହୃତ ଦୁଇଟି ପଲସର ବାଇକ୍ ୪ଟି ଖଣ୍ଡା ଓ ୫ଟି ମୋବଇଲ ଫୋନ୍ ଜବତ କରିଛି ପୋଲିସ । ବଲାଙ୍ଗୀର ଟାଉନ ପୋଲିସ , ସଦର ଏସ୍‌ଡିପିଓ , ସଇବର ସେଲ୍ , ବିଭିନ୍ନ ସିସି ଟିଭି ଫୁଟେଜ୍ ଓ କିଛି ଟେକ୍‌ନିକାଲ କ୍ଲ୍ୟୁ କୁ ଆଧାର କରି ପୋଲିସ ଅପରାଧୀ ମାନଙ୍କ ପାଖକୁ ପହଂଚିବାରେ ସଫଳ ହୋଇପାରିଛି । ତେବେ ଆକ୍ରମଣର ଶୀକାର ହୋଇଥିବା ସୋନୁଙ୍କ ଅଭିଯୋଗକୁ ଆଧାର କରି ଏ ଘଟଣାରେ ଅହୁରି ଅଧିକ ତଦନ୍ତ କରୁଛି ପୋଲିସ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like