-+91-9937148622 |

prerana_bgr@rediffmail.com |

  Monday 16th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ବିନା ଦୋଷରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଥାନାର ଦ୍ୱାରସ୍ଥ

10-May-2025



ଲୋଇସିଂହା, (ପ୍ରେରଣା ଖବର) ବିନା ଦୋଷରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଆଜି ଥାନାର ଦ୍ୱାରସ୍ଥ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳରେ। ଡକାୟତି ଯୋଜନା ରେ ସାମିଲ ଥିବା କହି ପୋଲିସ ଜଣେ ନିରୀହ ତଥା ନିର୍ଦ୍ଦୋଷ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଓ ତାଙ୍କ ପଡା ବାସି ଆଜି ଲୋଇସିଂହା ଥାନା ର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଲୋଇଶିଂହା ଥାନା ଅନ୍ତର୍ଗତ ବାରଡୋଳ ଗ୍ରାମର ଓ ନାମ ହେଉଛି ସନାତନ ସୁନା ବୟସ 33 l ସୂଚନାନୁସାରେ ଗତ ମାସ 19 ତାରିଖ ରେ ଲୋଇସିଂହା ଥାନା ହୀରାପୁର ଗ୍ରାମର ସାପ୍ତାହିକ ରୁ ଶସକ୍ତ ଡକାୟତି ଉଦ୍ୟମ କରୁଥିବା ଖବର ପାଇ ଲୋଇସିଂହା ପୋଲିସ 4 ଜଣ କୁ ଗିରଫ କରିଥିଲା। ପ୍ରଥମେ ଡକାୟତି ଉଦ୍ୟମ ଚଳାଇଥିବା ଦୁଇ ଜଣ କୁ ପୋଲିସ ଗିରଫ କରିଥିଲା ଓ କିଛିଦିନ ପରେ ଆଉ ଦୁଇ ଜଣ କୁ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଥିଲା। ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ବାର୍ଡୋଲ ଗ୍ରାମର l ପ୍ରଥମ ଦିନ ଚଢ଼ାଉ ସମୟରେ ଆକାଶ ନାଗ ବୟସ 23 ଓ ଆଶିଷ ବାରିକ୍ ବୟସ 25 ଉଭୟ ଙ୍କୁ ଗିରଫ କରା ଯାଇଥିଲା। ଓ କିଛିଦିନ ପରେ ଅଜୟ ବାରିକ ଓ ସନାତନ ସୁନା କୁ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଆଇ ଆଇ ସି ଯାଜ୍ଞସେନି ନାୟକ ସୂଚନା ଦେଇଛନ୍ତି l ପ୍ରଥମ ଦିନ ଗିରଫ ସମୟରେ ସେମାନଙ୍କ ଠାରୁ ଏକ ପିସ୍ତଲ୍ ମଧ୍ୟ ପୋଲିସ ଜବତ କରିଥିଲା। ଗିରଫ ହୋଇଥିବା ସନାତନ ସୁନା ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଓ ତାକୁ ଜାଣିଶୁଣି ଫସାଇ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଆଜି ତାଙ୍କ ପରିବାର ସହ ପଡ଼ାର ବହୁ ମହିଳା ଓ ପୁରୁଷ ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନା ଅଧିକାରୀ ଛୁଟି ରେ ଥିବା ଜାଣିବାକୁ ପାଇଥିଲେ। ଶେଷରେ ଆସନ୍ତା 12 ତାରିଖ ଆସି ଥାନା ଅଧିକାରୀ ଙ୍କୁ ଦେଖା କରିବାକୁ ଥାନାରେ ଥିବା ଅନ୍ୟ କର୍ମଚାରୀ ତାଙ୍କୁ ପରାମର୍ଶ ଦେଇଥିଲେ। ମିଛ କେସ ରେ ଫସାଇ ତାକୁ କୋର୍ଟ ଚାଲାଣ କରିଥିବାରୁ ତାଙ୍କ ସ୍ତ୍ରୀ ପୂଜା ସୁନା ଓ ପରିବାର ଲୋକେ ଦୁଃଖ ପ୍ରକାଶ କରିଥିଲେ। ଉପଯୁକ୍ତ ତଦନ୍ତ କରାଯାଇ ପ୍ରକୃତ ଦୋଷୀ କୁ ଧରିବା ସହିତ ନିରୀହ ସନାତନ ସୁନା କୁ ଉଚିତ୍ ନ୍ୟାୟ ମିଳୁ ବୋଲି ପରିବାର ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି। ଆଜି ସନାତନ ସୁନା ଙ୍କ ପରିବାର ସମେତ ବହୁ ମହିଳା ଓ ପୁରୁଷ ଥାନାର ଦ୍ୱାରସ୍ଥ ହୋଇଥିଲେ। ଉପଯୁକ୍ତ ନ୍ୟାୟ ପାଇବା ପାଇଁ ସେମାନେ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି। ଆଜି ତାଙ୍କ ସ୍ତ୍ରୀ ପୂଜା ସୁନା ସମେତ ହାରାଧର ସୁନା, ତାରା ସୁନା, ରାଜୀବ ସୁନା, ଜାନକୀ ନାଗ, ମନୋହର ନାଗ, ବିକି ବାରି,  ସୁକ୍ରୁ ନାଗ, ସାବିତ୍ରୀ ସୁନା, ସାଗର କୁମ୍ଭାର, ପ୍ରିୟଙ୍କା ସୁନା, ତୁଳସା ବାରିକ ସମେତ ପଡl ର  ବହୁ ସଂଖ୍ୟା ରେ ଲୋକ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like