-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
09-May-2025
ଅଗଲପୁର, (ପ୍ରେରଣା ଖବର) ସୂଚନା ରୁ ପ୍ରକାଶ ଜେ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଷ୍ଟେଟବ୍ୟାଙ୍କ କୁ ଗତ ରାତିରେ ତାଲା କୁ ଡୁଡୁକା ଗ୍ରାମର ଅଜିତ ଦାସ ନାମକ ଜୈନେକ ବ୍ୟକ୍ତି ଗୋଟିଏ ରଡ଼ ରେ ତାଡ଼ିବାକୁ ଚେଷ୍ଟା କରିଥିଲା, ଏହାପରେ ଆଲାର୍ମ ଭାଙ୍ଗି ଦେବାସହ ସିସିଟିଭି କ୍ୟାମେରା କୁ ତାଡିଦେଇ ତାଲା ଭାଙ୍ଗିବାକୁ ଉଦ୍ୟମ କରୁଥିଲା ବ୍ୟାଙ୍କ ଭିତରକୁ ପସିବାକୁ ଲୋକେ ଉଠି ପଡିବାରୁ ଲୁହାରଡ ଛାଡି ପଳାୟନ ହେଲା l ଆଗଲପୁର ପୋଲିସ ଖବର ପାଇ ଅଜିତ ଦାସ କୁ ଗିରଫ କରି କେସ ନଂ 76/25 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l