-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ମଠଖାଇ ମହୋତ୍ସବର ଶେଷ ସନ୍ଧ୍ୟା ରେ ଦେଖଣାହାରୀଙ୍କ ପ୍ରବଳ ଭିଡ: ମଠଖାଈ ମହୋତ୍ସବକୁ ସମ୍ପୂର୍ଣ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଦୀର୍ଘାୟୁ ହେବ: ନରସିଂହ ମିଶ୍ର

09-Jan-2025



ବଲାଙ୍ଗୀର (ପ୍ରେରଣା ଖବର): କୌଣସି ପୃଷ୍ଠପୋଷକତା ବିନା ଏହିଭଳି ଏକ ନାଟ୍ୟ ମହୋତ୍ସବ ଆୟୋଜନ କରିବା ନିଶ୍ଚିତ ଭାବେ କଷ୍ଟକର | ସରକାରୀ ପ୍ରୋତ୍ସାହନ ବିନା ଏହା ଆହୁରି କଷ୍ଟସାଧ୍ୟ ହୁଏ | ଆମ ଅଞ୍ଚଳରେ ଥିବା ଦର୍ଶନୀୟ ସ୍ଥାନମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଆମ ଅଞ୍ଚଳର କଳା, ସଂସ୍କୃତି ଓ ପର୍ଯ୍ୟଟନର ଉନ୍ନତି ହେବ | ଆମ ଏହି ମହୋତ୍ସବକୁ ମଧ୍ୟ ସରକାରୀ ପ୍ରୋତ୍ସାହନ ପୂର୍ଣ୍ଣ ରୂପରେ ମିଳୁ ତାହାହେଲେ ଏହା ଦୀର୍ଘାୟୁ ହେବ | ଭୀମପାହାଡ଼, ହରିଶଙ୍କର ଓ ରାଣିପୁର ଝରିଏଲ ରେ ମଧ୍ୟ ଏହିପରି ମହୋତ୍ସବ ଆୟୋଜିତ ହେଲେ ଏହି ଅଞ୍ଚଳ ଉପକୃତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମଠ ଖାଇ ମହୋତ୍ସବର ଅଧ୍ୟକ୍ଷ

ନରସିଂହ ମିଶ୍ର l

  ଜାନୁୟାରୀ ୫ ତାରିଖରୁ ଭୂମିକା ଅନୁଷ୍ଠାନ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଚାଲିଥିବା ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହର ଆଜି ଉଦଯାପନୀ ଦିବସ l ଭୂମିକା ଅନୁଷ୍ଠାନ ର ସମସ୍ତ ସଦସ୍ୟ/ସଦସ୍ୟା ଓ ଅଗଣିତ ନାଟ୍ଯ ପ୍ରେମୀ ମାନଙ୍କ ନିଷ୍ଠା ଏବଂ ସହଯୋଗ ବଳରେ ଏହି ମହୋତ୍ସବ ଶାନ୍ତିଶୃଙ୍ଖଳା ଓ  ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ମଠଖାଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ୍ ପ୍ରଫେସର ଶିବପ୍ରସାଦ ନନ୍ଦ ଯୋଗଦେଇ ନିଜର ବକ୍ତବ୍ୟରେ  ମହୋତ୍ସବ ମାଧ୍ୟମରେ ସାମାଜିକ ଚେତନା ସୃଷ୍ଟି କରିବାର ଭୂମିକା ଅନୁଷ୍ଠାନର  ପ୍ରୟାସକୁ ଶୁଭେଚ୍ଛା ଜଣାଇଥିଲେ |  ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଅରୂପ ଜେନା ଯୋଗ  ଦେଇ ନିଜ ବକ୍ତବ୍ୟରେ  କଳାକାର ଓ କଳା ବଞ୍ଚିଛି କିନ୍ତୁ ମଞ୍ଚର ଅଭାବ ଅନେକ ରହିଛି ବୋଲିକହିଥିଲେ | ଏହି ମହୋତ୍ସବ ନିଶ୍ଚୟ ଏହାର ଅଭାବ ଦୂର କରିବ | ଦୈନନ୍ଦିନ

ସମାଜରେ ଯାହା ହୁଏ ନାଟକ ମାଧ୍ୟମରେ ତାହା ପ୍ରଦର୍ଶିତ ହୁଏ | ଏହି ଜଗତ ଯଦି ଏକ ନାଟକର ମଞ୍ଚ ତାହାହେଲେ ଆମେମାନେ ତାର କଳାକାର | ମଠଖାଇ ତାର ୧୧୬ ତମ ମହୋତ୍ସବ ପାଳନ କରୁ ବୋଲି ଶ୍ରୀ ଜେନା ଶୁଭକାମନା କରିଥିଲେ  l ଏହି ମହୋତ୍ସବ ବାଲାଙ୍ଗୀରର ସମସ୍ତଙ୍କୁ ଏକାକାର କରିବାରେ ସମର୍ଥ ହୋଇଛି ବୋଲି ମତପ୍ରକାଶ ପାଇଥିଲା | 'ଭୂମିକା' ର ସଭ୍ୟ ସିରିଶ ଚନ୍ଦ୍ର ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଦିବସରେ ଭୂମିକାର ସମ୍ପାଦକ ରାଜୀବ ଲୋଚନ ଆଚାର୍ଯ୍ୟ ପ୍ରାରମ୍ଭିକ ଭାଷଣ ଦେଇଥିଲେ   l ଏହି ଅବସରରେ ନାଟ୍ୟ କଳାକାର ମୀନା ବୋଷଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା l  ଭୂମିକାର ସଭ୍ୟ ତଥା ସାମ୍ବାଦିକ ମୁକେଶ ବହିଦାର ମାନପତ୍ର ପଠନ କରିଥିଲେ  l  ସଭା ପରେ ପରେ ଦେଖଣାହାରୀ ଙ୍କ ମନୋରଞ୍ଜନ ପାଇଁ ପୁଇଁତଳା ବ୍ଲକ ଘାଙ୍ଗୁରୁ କଳା ପରିଷଦ ଦ୍ଵାରା କୁଟି ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିଲା l ସରକାରୀ ବାଳିକା ବିଦ୍ୟାଳୟ ଓ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ କ୍ଷୁଦ୍ର ନାଟକ ପରିବେଷଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l
  l ପରେ ପରେ ଲଳିନୀ ନିହାର ନାୟକଙ୍କ   ନିର୍ଦ୍ଦେଶନାରେ ତଥା ପ୍ରଫେସର ବିଜୟ ସତପଥୀଙ୍କ ଲିଖିତ ଓଡ଼ିଆ  ନାଟକ  'କାରାଗାରର କାହାଣୀ'  ମଞ୍ଚସ୍ଥ ହୋଇଥିଲା  l


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like