-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ଦେଓଗାଁ, (ପ୍ରେରଣା ଖବର): ଦେଓଗାଁ ବ୍ଲକ ଜରାସିଂହା ପଂଚାୟତ ଠାରେ ଜରାସିଂହା ନେତ୍ରଭାନୁ ହାଇସ୍କୁଲର 2001 ପୁରାତନ ଛାତ୍ରଛାତ୍ରୀ ମାନେ ଲକ୍ଷ୍ମନଝୁଲା ଠାରେ ଏକ ଭୋଜି ତଥା ବନ୍ଧୁ ମିଳନର ଆୟୋଜନ କରିଥିଲେ l ଭୋଜି ଉତ୍ସବରେ ନିଜ ନିଜ ପୁଅ ଓ ଝିଅଙ୍କୁ ନେଇ ମ୍ୟୁଜିକ ଚେୟାର ଖେଳର ଆୟୋଜନ କରାଯାଇଥିଲା l ଏହି ଉତ୍ସବରେ ସଭାପତି ସୁଧୀର ମନହୀରାଙ୍କ ସମେତ ଶ୍ରୀକାନ୍ତ ଥନାପତି, ନେହେରୁ ଦୀପ, ସଂଜିତ ପାଣି, ରୋହିତ ପରଧ୍ୟl, ରୁଦ୍ରମଣି ମେହେର, ଦାରା ସିଂ, ନୀଳକଣ୍ଠ ଭୋଇ, ବାବୁଲାଲ, ପ୍ରକାଶ ଥନାପତି, ମମତା ସିଂ, ସରୋଜିନୀ ମେହେର, ଅନୁସ୍ୱୟା ଛତ୍ରିଆ, ନେତାନନ୍ଦ ଦୀପ, ନୀଳକଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ବ୍ୟାଚ ର ସ୍ମୃତି କୁ ମନେ ପକାଇବା ସହ ଭୋଜିକୁ ସାଫଲ୍ୟମଣ୍ଡିତ କରିଥିଲେ l