-+91-9937148622 |

prerana_bgr@rediffmail.com |

  Friday 6th December 2024 |

| | | |

R.N.I. Regd No. ODIODI/2010/46693

Breaking News

ରେଳ ଲାଇନ୍ ରେ କଟି ମହିଳାଙ୍କ ଆତ୍ମହତ୍ୟା   (06-Dec-2024)       ||      ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ   (06-Dec-2024)       ||      ରେଢ଼ାଖୋଲ ଥାନା ଅଞ୍ଚଳରେ ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ , ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଗିରଫ   (06-Dec-2024)       ||      ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   (06-Dec-2024)       ||      ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   (06-Dec-2024)       ||      କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   (06-Dec-2024)       ||      ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   (06-Dec-2024)       ||      କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   (06-Dec-2024)       ||      ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   (06-Dec-2024)       ||      ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   (06-Dec-2024)       ||      ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   (06-Dec-2024)       ||      ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା    (06-Dec-2024)       ||      ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   (06-Dec-2024)       ||      ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    (06-Dec-2024)       ||      ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   (06-Dec-2024)       ||      ସୋନପୁର ବ୍ଲକ ସ୍ତରୀୟ ସୁନେତ୍ର ବୈଠକ   (06-Dec-2024)       ||      ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ   (06-Dec-2024)       ||      ବିଶ୍ଵ ଦରବାରରେ ପରିଚିତ ଶଲାବୁଢାଙ୍କ ପ୍ରତିମୂର୍ତ୍ତି ଜନ୍ମ ମାଟି ବିନିକାରେ ନିର୍ମାଣ ହେବ କେବେ ?   (06-Dec-2024)       ||      କୂଅ ରେ ପଡି ତିନି ବର୍ଷ ଶିଶୁ ପୁତ୍ର ଗୁରୁତର   (06-Dec-2024)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂ ରାଏ ଙ୍କ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Dec-2024)       ||     

HOME   ଜିଲ୍ଲା

ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ 

07-Nov-2024



ବଲାଙ୍ଗୀର(ଦେବାଶିଷ ବହିଦାର): ଜାମୁକାଶ୍ମୀରର ଜାମୁ ବିଶ୍ୱବିଦ୍ୟାଳୟରେ ଆସନ୍ତା ୬ ରୁ ୧୦ନଭେମ୍ବର ପର୍ଯନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଅସିଚାଳନା ଚମ୍ପିୟନସିପରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଦଳ ଭାଗ ନେବ l ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ ଏବଂ ପ୍ରଶିକ୍ଷକ ଭାବେ ନିରୋଜ କୁମାର ମିଶ୍ର ଦାୟିତ୍ୱରେ ଅଛନ୍ତି l ଏନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି  ଡ଼କ୍ଟର ଉମାବଲ୍ଲଭ ମହାପାତ୍ର, ସେକ୍ରେଟାରୀ ସ୍ପୋର୍ଟ୍ସ କାଉନସିଲ ବିଶ୍ୱଜିତ ବେହେରା ଏବଂ ରାଜ୍ୟ ଅସିଚାଳନା ସଂଘ ଯୁଗ୍ମ ସମ୍ପାଦକ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ସଦସ୍ୟ ସୁମିତ ରଞ୍ଜନ ପୁରୋହିତ ଏବଂ ଜେଏସଏମ କଲେଜରର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା  ଯୋଗ ଦେଇ ଆକାଶ ମାଝୀ ଙ୍କୁ ଉତ୍ସାହିତ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଳ ଲାଇନ୍ ରେ କଟି ମହିଳାଙ୍କ ଆତ୍ମହତ୍ୟା   06-Dec-2024
  ଜିଲ୍ଲା  
ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ   06-Dec-2024
  ଅପରାଧ  
ରେଢ଼ାଖୋଲ ଥାନା ଅଞ୍ଚଳରେ ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ , ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଗିରଫ   06-Dec-2024
  ଜିଲ୍ଲା  
ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   06-Dec-2024
  ଜିଲ୍ଲା  
ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   06-Dec-2024
  ଜିଲ୍ଲା  
କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   06-Dec-2024
  ଜିଲ୍ଲା  
ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   06-Dec-2024
  ଜିଲ୍ଲା  
କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   06-Dec-2024
  ଜିଲ୍ଲା  
ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   06-Dec-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   06-Dec-2024
  ଜିଲ୍ଲା  
ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   06-Dec-2024
  ଜିଲ୍ଲା  
ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା   06-Dec-2024

You Might Also Like