-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
23-Jul-2024
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଗ୍ରାମୀଣ ପାର୍କ କୁ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ଉପସ୍ଥିତି ରେ ପରିଦର୍ଶନ ରେ ପହଂଚିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ତାଙ୍କ ସହ ଉପ ଜିଲ୍ଲାପାଳ ପ୍ରସନ୍ନ ପଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ବିଡ଼ିଓ ଶ୍ରୀ ଅକ୍ଷୟପାଣି ଉଦ୍ଦୁ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ତହସିଲ୍ଦାର ସୁଶ୍ରୀ ସଂଘମିତ୍ରା କାଲୋ ଓ ଷ୍ଟାଫ, ଏ. ଇ ସିଦ୍ଧାର୍ଥ ପାଢୀ, କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ମହାରଣା l ପ୍ରଥମେ ସରପଞ୍ଚ ଶ୍ରୀମତୀ ପଧାନ ଅତିଥି ଙ୍କୁ ସ୍ୱାଗତ କରିଥିଲେ l ଜିଲ୍ଲାପାଳ ଶ୍ରୀଯୁକ୍ତ ଇସଲୱାର ପାର୍କ କୁ ଦେଖି ଖୁସି ଅନୁଭବ କରିବା ସହ ଆଗାମୀ ଦିନରେ ଆହୁରି କେମିତି ଉନ୍ନତର ହେବ ବିଡ଼ିଓ ଶ୍ରୀଯୁକ୍ତ ଉଦ୍ଦୁ ଙ୍କୁ କହିଲେ l ଜିଲ୍ଲାପାଳ ଙ୍କ ପରିଦର୍ଶନ ବେଳେ ପିଇଓ ଶ୍ରୀ ବେହେରା ଓ ସମାଜସେବୀ ଯୁଧିଷ୍ଠିର ପଧାନ ମଧ୍ୟ ଉପସ୍ଥିତ ଥିଲେ l