-+91-9937148622 |

prerana_bgr@rediffmail.com |

  Monday 22nd July 2024 |

| | | |

R.N.I. Regd No. ODIODI/2010/46693

Breaking News

ଗୁରୁ ପୁର୍ଣିମା ଉତ୍ସବ ପାଳିତ   (22-Jul-2024)       ||      ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ    (21-Jul-2024)       ||      ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   (21-Jul-2024)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   (21-Jul-2024)       ||      ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   (21-Jul-2024)       ||      ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   (21-Jul-2024)       ||      ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   (21-Jul-2024)       ||      ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   (21-Jul-2024)       ||      ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା    (21-Jul-2024)       ||      ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   (21-Jul-2024)       ||      ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   (21-Jul-2024)       ||      ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   (21-Jul-2024)       ||      ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   (21-Jul-2024)       ||      ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଗରୁ ପୁର୍ଣିମା ଉତ୍ସବ ପାଳନ   (21-Jul-2024)       ||      ଲଖପାଲିରେ ଡାଇରିଆ ଆତଙ୍କ, ୨ମୃତ, ୧୭ ଆକ୍ରାନ୍ତ, ଗାଁରୁ ୫୦୦ମିଟର ଦୂରରେ ରହିଛି ଡମ୍ପିଂୟାର୍ଡ,ସଂକ୍ରମଣ ଭୟରେ ଗ୍ରାମବାସୀ   (21-Jul-2024)       ||      ମଝି ରାସ୍ତା ରେ ଜଳିଗଲା କାର   (20-Jul-2024)       ||      ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟ ତଥା ଅଗ୍ନିକାଣ୍ଡ ଦାଉରୁ ରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ    (20-Jul-2024)       ||      ସଟ ସାର୍କିଟ ଯୋଗୁଁ ଜଳିଲା କାର   (20-Jul-2024)       ||      ରାଜ୍ୟ ର ଏକ ନମ୍ବର ମୋଡେଲ ହସ୍ପିଟାଲ୍ ର ଦୂରାବସ୍ଥା କୁ ନେଇ ବିକ୍ଷୋପ କଲେ କୃଷକ ସଂଗଠନ*- - *କୋଠା ନିର୍ମାଣ ଓ କିଣା ଯାଇଥିବା ଚିକିତ୍ସା ଉପକରଣ ର ତଦନ୍ତ ଦାବୀ କଲେ ନାରୀ ନେତ୍ରୀ ସୋନାଲି   (20-Jul-2024)       ||      ଗଞ୍ଜେଇ ସହ ଦୁଇ ବେପାରୀ ଗିରଫ - ଗଞ୍ଜେଇ ଗୋଦାମ ପାଲଟିଛି ସୁବଳୟା ଅଞ୍ଚଳ - ମୁଖ୍ୟ ମାଫିଆଙ୍କୁ ଧରିବାରେ ପୁଲିସ ବିଫଲ   (20-Jul-2024)       ||     

HOME   ଜିଲ୍ଲା

ଅପରିଚିତ ଅସହାୟ ଶବର ସତ୍କାର କଲେ ବଲାଙ୍ଗିର ସ୍ବେଛାସେବୀ ସଂଗଠନ

10-Jul-2024



ବଲାଙ୍ଗିର(ମହେନ୍ଦ୍ର ଦର୍ଜି): ବଲାଙ୍ଗିରଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ  ଜଣେ ଅପରିଚିତ ଅସହାୟ ଶବକୁ ପ୍ରଥମେ କିଛି ସଂଗଠନ ଶବକୁ ପୋତି ଦେଇଥିଲେ। ସେହି ପୋତି ଥିବା ଶବ ମାଟି ଉପରେ ଦେଖାଗଲା ବୋଲି ପାଟଣାଗଡ଼ ଅଞ୍ଚଳରେ  ଚାଞ୍ଚଲ୍ଯ ଖେଳି ଯାଇଥିଲା । ତାପରେ ସେହି ଶବକୁ ମାଟିରୁ କାଢି ତାକୁ ବଲାଙ୍ଗୀର ଶବ ବ୍ୟବଛେଦ କେନ୍ଦ୍ରକୁ ଅଣା ଯାଇଥିଲା । ପୋଷ୍ଟମର୍ଟମ କରାଗଲା ପରେ ସବୁ କଥା ଜଣାପଡ଼ିଥିଲା । ତଦନ୍ତରୁ ଜଣାପଡିଲା ଯେ, ଏହା ହେଉଛି ଜଣେ ଅସହାୟ ଅପରିଚିତ ଲୋକର ଶବ। ପାଟଣାଗଡ଼ ପୋଲିସ ଶବଦାହ କରିବା ପାଇଁ ବଲାଙ୍ଗୀର ସ୍ବେଚ୍ଛାସେବୀ ସଙ୍ଗଠନକୁ ଯୋଗାଯୋଗ କରିଥିଲେ । ପୋଲିସର ଉପସ୍ଥିତିରେ ବଲାଙ୍ଗୀର ସ୍ବେଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ଦେବରାଜ ନାଗ ମନୋଜ ଦୀପ, ସିମାଞ୍ଚଳ ସୁନା, ସରୋଜ ଜାଲ, ପ୍ରଦୀପ ଜୁଏଡ଼ ପ୍ରମୁଖ ଉପସ୍ଥିତ ରହି ଶବ ଦାହ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁରୁ ପୁର୍ଣିମା ଉତ୍ସବ ପାଳିତ   22-Jul-2024
  ଜିଲ୍ଲା  
ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ   21-Jul-2024
  ଜିଲ୍ଲା  
ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   21-Jul-2024
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   21-Jul-2024
  ଜିଲ୍ଲା  
ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   21-Jul-2024
  ଜିଲ୍ଲା  
ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   21-Jul-2024
  ଜିଲ୍ଲା  
ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   21-Jul-2024
  ଜିଲ୍ଲା  
ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   21-Jul-2024
  ରାଜ୍ୟ  
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା   21-Jul-2024
  ଜିଲ୍ଲା  
ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   21-Jul-2024
  ଜିଲ୍ଲା  
ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   21-Jul-2024
  ଜିଲ୍ଲା  
ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   21-Jul-2024

You Might Also Like