-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ନାରୀ ନିର୍ଯାତନାକାରୀ ନେତାଙ୍କ ହାତରେ ବଲାଙ୍ଗୀର ସୁରକ୍ଷିତ ନୁହେଁ -ସମରେନ୍ଦ୍ର 

09-May-2024



ବଲାଙ୍ଗୀର -ମହିଳା ସୁରକ୍ଷା ର ନାରା ଦେଉଥିବା ରାଜ୍ୟ ସରକାର ଓ ଏହାର ନେତା ମାନଙ୍କ କଥା ଓ କାମରେ ସବୁ ବେଳେ ଫରକ ଦେଖାଯାଏ l କୁନ୍ଦୁଲି, ପରି ଘଟଣା ହେଉ କି ମମିତା ମେହେର ହତ୍ୟା ଘଟଣା, ସବୁଥିରେ ଅଭିଯୁକ୍ତ ହେଉଛନ୍ତି ସରକାରୀ ଦଳର ନେତାମନ୍ତ୍ରୀ l 
ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁ ବଲାଙ୍ଗୀର ରାଜପରିବାରର ଅନଙ୍ଗ ଉଦୟ ଓ ତାଙ୍କ ପରିବାର ବିରୁଦ୍ଧରେ ନାରୀନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ କହିଦେଲି ପରିବାରର ସାନ ବୋହୁ ଆଦରିଜା ମଞ୍ଜରୀ ସିଂହଦେଓ ଆଣିଛନ୍ତି ନାରୀ ନିର୍ଯାତନା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ର କଥା କହୁଥିବା ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ କେବଳ ଚୁପ ରହିନାହାନ୍ତି ଓଲଟା ମୁଖ୍ୟମନ୍ତ୍ରୀ ସଂଗୀନ ଅଭିଯୋଗ ଥିବା ସତ୍ୱେ ନିର୍ବାଚନରେ ଦଳୀୟ ଟିକେଟ ଦେଇଛନ୍ତି l ଏଥିରୁ ବଲାଙ୍ଗୀର ଜନସାଧାରଣ ବୁଝି ପକାନ୍ତୁ ଯେ ବଧୂ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଥିବା ଅଭିଯୁକ୍ତ ଯିଏ କି ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି, ତାଙ୍କ ପ୍ରତିନିଧିତ୍ୱରେ ଆମ

ବଲାଙ୍ଗୀର ର ମାଁ ଭଉଣୀ କେତେ ସୁରକ୍ଷିତ l ତେଣୁ ଏହି ନିର୍ବାଚନ ରେ ବଲାଙ୍ଗୀର ବାସୀ ପୁଣି ଥରେ କଂଗ୍ରେସ ଦଳର ହାତ ଚି଼ହ୍ନ ରେ ବିପୁଳ ପରିମାଣ ଟେ ଭୋଟ ଦିଅନ୍ତୁ କାରଣ କଂଗ୍ରେସ ସରକାର ହିଁ ସମାଜର ସବୁ ବର୍ଗ ର ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ର ଗେରେଣ୍ଟି ଦେଉଛି ବୋଲି ଆଜି ବଲାଙ୍ଗୀର ବ୍ଲକ ସ୍ଥିତ ସଦେଇ ପାଲି ଓ ଚନ୍ଦନଭାଟି ଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ଭାଷଣ ରେ କହିଛନ୍ତି l 

ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗୀର ର ତଥାକଥିତ ରାଜପରିବାର ଯିଏ କି ଆମର ପ୍ରତିଦ୍ବନ୍ଦୀ ଭାବେ ଛିଡା ହୋଇ ଛନ୍ତି ସେମାନେ ନିର୍ବାଚନ ସମୟ ଛଡା ବାକି ସାୟା ବଲାଙ୍ଗୀର ବାହାରେ ଡେରାଡୁନ ରେ ବସବାସ କରନ୍ତି,ସେମାନେ ଆମ ସରଳ ବଲାଂଗୀର ବାସୀ ଭୋଗୁଥିବା ସମସ୍ୟା ବୁଝିବେ କେମିତି l ନିର୍ବାଚନୀ ବୈତରଣୀ ପlର ହେବାପାଇଁ ଏମାନେ କେବଳ ମଦ,ମାଂସ ଓ ପାଞ୍ଚଶହ ଉପରେ ଭରସା କରନ୍ତି l ତେଣୁ ଲୋକେ ଗତ ଦୁଇଟି ନିର୍ବାଚନ ରେ ଏମାନଙ୍କୁ ବରାଖସ୍ତ କରିସାରିଲେଣି, ଏଈ ନିର୍ବାଚନ ରେ ପୁଣି ହlରିବେ, ନିର୍ବାଚନ ରେ ପୁଣି କଂଗ୍ରେସ ଜିତି ହେଟ୍ରିକ କରିବ ବୋଲି ସମରେଦ୍ର ମିଶ୍ର କହିଥିଲେ ଜନ ଆଶୀର୍ବାଦ ସଭା ରେ ଉପସ୍ଥିତ ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟ ରେ ନିର୍ବାଚନ ରେ କଂଗ୍ରେସ ଦଳ ଦେଇଥିବା ଗ୍ୟାରେଣ୍ଟି ଉପରେ ସୂଚନା ଦେଇଥିଲେ ।
 ଶ୍ରୀ ମିଶ୍ର କହିଥିଲେ ଯେ ଯଦି କଂଗ୍ରେସ ସରକାର କୁ ଆସେ ତେବେ ଗୃହ ଜ୍ୟୋତି ଯୋଜନା ରେ ଘରୋଇ ଉପଭୋକ୍ତା ଙ୍କ ପାଇଁ 200 ୟୁନିଟ ବିଦ୍ୟୁତବ ଦେୟ  ମାଗଣା ,ଯୁବ ବିକାଶ ଯୋଜନା ରେ ପ୍ରତ୍ୟେକ ବର୍ଷ ପାଞ୍ଚ ଲକ୍ଷ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ବେକାରୀ ଭତ୍ତା ମାସିକ ତିନିଭାଜର,କୃଷକ ମାନକ ପାଇଁ ବନସ ସହ ଧାନ ର  ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ତାଙ୍କ,କୃଷି ରୁଆ ଛାଡ଼,କୃଷକମାନଙ୍କ ପାଇଁ ମାସିକ୨୦୦୦  ଟଙ୍କା ପେନସନ ବ୍ୟବସ୍ଥା,ଗୃହ ଲଷ୍ମୀ ଯୋଜନା ରେ  ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଙ୍କ ବ୍ୟାଙ୍କ ଋଣ ମହିଳା ଙ୍କୁ ମାସିକ ୨୦୦୦ଟଙ୍କା ଭତ୍ତା,ଆଦିବାସୀ ଓ ଦଳିତ ମହିଳା ଙ୍କୁ ମାସିକ ୩୦୦୦ ଟଙ୍କା ,୫୦୦ ଟଙ୍କା ରେ ଗ୍ୟାସ ସିଲିଣ୍ଡର ର ବ୍ୟବସ୍ଥା ସହ ୨୫ଲକ୍ଷ ସ୍ଵାସ୍ଥ୍ୟ ବୀମା ମାଧ୍ୟମରେ  ମାଗଣା ଚିକିତ୍ସା,ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ କରିବାର ଗେରେଣ୍ଟି ଦିଆଯିବ ବୋଲି କହିଥିଲେ l ଆଜିର ଏହି ନିର୍ବାଚନ ସଭା ରେ ଅନ୍ୟ ମାନଙ୍କ ମଧ୍ୟ ରେ ସମାଜସେବୀ ଶ୍ରୀକର ମିଶ୍ର, ବିରଞ୍ଚି ସାଏ, ଫକୀର ମୋହନ ଥାଟି, ମନ ସାଏ, କପିଳେଶ୍ଵରର ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like