-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ନାଗରିକ ବିକାଶ ସଂଗଠନ ତରଫରୁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କୁ "ଜନ ଇସ୍ତାହାର" ଏବଂ ସମ୍ମତି ପତ୍ର ପ୍ରଦାନ

09-May-2024



କଳାହାଣ୍ଡି ,କୋକସରା (ତ୍ରିନାଥ ବେଶ୍ରା )
ରାଜ୍ୟସ୍ତରୀୟ ଲୋକ ସଂଗଠନ ସମୁହ ଓଡ଼ିଶା ଶ୍ରମଜିବି ମଞ୍ଚ ଓ ମହିଳା ଶ୍ରମଜିବି ମଞ୍ଚ ଓଡିଶାର  ସଦସ୍ୟ ସଂଗଠନ ଭାବେ ସ୍ଥାନୀୟ ଲୋକ ସଂଗଠନ ନାଗରିକ ବିକାଶ ସଂଗଠନ, କଳାହାଣ୍ଡିର ସମସ୍ତ ଆଦିବାସୀ, ଦଳିତ ଓ ପଛୁଆବର୍ଗ ର ବାସିନ୍ଦା ଗଣ ଆସନ୍ତା ତା13/05/2023 ରିଖ ଦିନ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି "ଜନ ଇସ୍ତାହାର" ପ୍ରସ୍ତୁତ କରାଯାଇଛି ଏଥିରେ  17 ଗୋଟି ଜିଲ୍ଲାରେ ଥିବା 20 ଗୋଟି ଲୋକ ସଂଗଠନ ଓଡିଶାର 102 ଟି ବ୍ଲକ୍ ଏବଂ 1100 ରୁ ଅଧିକ ଗ୍ରାମ ପଞ୍ଚାୟତ ମାଧ୍ୟମରେ ସମ୍ପ୍ରଦାୟ ମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି 11000 ରୁ ଅଧିକ ଗ୍ରାମରେ ପହଂଚି ସ୍ଥାନୀୟ ଲୋକମାନଙ୍କ ସମସ୍ୟା ଏବଂ ଆବଶ୍ୟକତା ଭିତ୍ତିକରି ଜନ ଇସ୍ତାହାର ପ୍ରସ୍ତୁତ କରାଯାଇଛି ୲ ଇସ୍ତାହାର ପ୍ରସ୍ତୁତି ପାଇଁ ଦୁଇଟି ଏକକାଳୀନ ପନ୍ଥା ଗ୍ରହଣ କରାଯାଇଥିଲା ତଳ-ଉପର ଆଭିମୁଖ୍ୟ ଏବଂ ଉପର-ତଳ ଆଭିମୁଖ୍ୟ ଯଥା ପଲ୍ଲୀରୁ ଦିଲ୍ଲୀ ଓ ଦିଲ୍ଲୀରୁ ପଲ୍ଲୀ ଗ୍ରହଣ କରାଯାଇଥିଲା । ନିମ୍ନଲିଖିତ ବିଷୟ ବସ୍ତୁ ଗୁଡ଼ିକ ଏହି ଇସ୍ତାହାରରେ ସ୍ଥାନ ପାଇଛି ଯଥା MGNREGA, କୃଷି, ଖାଦ୍ୟ ନିରାପତ୍ତା, ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜନଜାତି, ଜଙ୍ଗଲ, ଜମି, ମହିଳା, ଦଳିତ, ସମାଜିକ ସୁରକ୍ଷା, ପଞ୍ଚାୟତିରାଜ,ଅଙ୍ଗନବାଡି, ଯୁବଗୋଷ୍ଠୀ, ଶିଶୁ, ଏବଂ ମାନବ ଅଧିକାର ଏହିପରି 18 ଗୋଟି ବିଷୟବସ୍ତୁ ରୁ 241 ଗୋଟି ଦାବୀ ସମୁହ ଉଲ୍ଲିଖିତ ଅଛି।ଚଳିତ 2024 ସାଧାରଣ ନିର୍ବାଚନରେ ଲୋକସଭା ଓ  ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରତ୍ୟେକ ରାଜନୈତିକ ଦଳ ଗୁଡ଼ିକର ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କୁ ଆମର ଏହି ଜନ ଇସ୍ତାହାର ପୁସ୍ତକଟି ପ୍ରଦାନ କରିବା ସହିତ ସମ୍ମତି ପତ୍ରରେ ସ୍ଵାକ୍ଷର କରାଯାଇଥିଲା। ଏହି ଜନ ଇସ୍ତାହାର ଏବଂ ସମ୍ମତି ପତ୍ର ବିଜେପି, କଂଗ୍ରେସ, ବିଜେଡି, ବହୁଜନ ସମାଜ ପାର୍ଟି, ଏବଂ ଅନ୍ୟାନ୍ୟ ସ୍ଵାଧୀନ ଦଳ ର ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କ ମଧ୍ୟରୁ MLA ପ୍ରାର୍ଥୀ ଭକ୍ତ ଚରଣ ଦାସ, ପ୍ରଦୀପ ଦିଶାରୀ, ରଶ୍ମି ରେଖା ରାଉତ, ଲଳିତା ନାଏକ, ତୁଲେସ୍ଵର ନାଏକ ଏବଂ MP ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ ଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇଛି ତତସହିତ ମିଡିଆ ବନ୍ଧୁ ମାନଙ୍କୁ ମଧ୍ୟ ଜନ ଇସ୍ତାହାର ପୁସ୍ତକ ପ୍ରଦାନ କରାଯାଇଥିଲା। ଉକ୍ତ ଜନ ଇସ୍ତାହାର ପ୍ରଦାନ କାର୍ଯ୍ୟକ୍ରମରେ ନାଗରିକ ବିକାଶ ସଂଗଠନ ର ସଦସ୍ୟ ସଦସ୍ୟା ମାନଙ୍କ ସମେତ ସଂଗଠନ ର କର୍ମକର୍ତ୍ତା ମାନେ ଯେପରି କଲ୍ୟାଣୀ ଦାସ, ଉପେନ୍ଦ୍ର ସୁନାନୀ, ଜଗନ୍ନାଥ ଶଗଡ଼ିଆ, ଅକ୍ଷୟ କୁମାର ଏବଂ ଉର୍ମି ଲିଡର ମାନେ ଉପସ୍ଥିତ ରହି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like