-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||     

HOME   ଜିଲ୍ଲା

ମାରୱାଡି ଯୁବାମଞ୍ଚ ପକ୍ଷ ପକ୍ଷରୁ ଅମୃତଧାରା ଉଦ୍ଘାଟିତ

08-May-2024



ହୁଙ୍ଗୁରିପାଲି(ତୁଳସୀ ପ୍ରସାଦ ଦାଶ)-ଡୁଙ୍ଗୁରିପାଲି ମାରୱାଡି ଯୁବାମଞ୍ଚ ଏହି ଅଂଚଳର ଏକ ସମାଜ ସେବା କ୍ଷେତ୍ରରେ ନାଁ ରହିଛି। ବିଭିନ୍ନ ସମୟରେ ସେମାନେ ସମାଜ ପାଇଁ ରକ୍ତ ଦାନ ଶିବିର,ଦହି ପାଣି ବଣ୍ଟନ, କୃତୀମ ଅଙ୍ଗଦାନ କାର୍ଯ୍ୟକ୍ରମ, ଫିଟ୍ ଇଣ୍ଡିଆ ସଚେତନ କାର୍ଯ୍ୟକ୍ରମ ସହିତ କରୋନା ସମୟରେ ଅକ୍ସିଜେନ ସିଲିଣ୍ଡର ଭଳି ଅନେକ ସମାଜ ସଂସ୍କାର ସହିତ ବିଭିନ୍ନ ସମାଜ କାଯ୍ୟରେ ଯୋଗ ଦାନ ଭଳି କାଯ୍ୟକରି ଅଂଚଳରେ ନାଁ ରଖ୍ ଆସିଛନ୍ତି । ଡୁଙ୍ଗୁରିପାଲି ଡାକ୍ତରଖାନାରେ ପୂର୍ବରୁ ଏକ ଅମୃତ ଧାରା ସ୍ଥାପନ କରିଥିବା ବେଳେ ଆଜି ଡୁଙ୍ଗୁରିପାଲି ନିୟନ୍ତ୍ରୀତ ବଜାର ପରିସରରେ ଏକ ଅମୃତ ଧାରା ଲୋକାର୍ପିତ କରିଛନ୍ତି । ଡୁଙ୍ଗୁରିପାଲି ବଜାରକୁ ଏବଂ ଆରଏମସି କାମରେ ଆସୁଥୁବା ଲୋକଙ୍କ ସୁବିଧା ପାଇଁ ଉକ୍ତ ଅମୃତଧାରା ଅମୃତ ଭଳି ଲୋକଙ୍କ ସେବା ପାଇଁ ଆଜି ଏକ ବର୍ଣ୍ଣାଢ ଉଦ୍ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଜି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୁବାମୁଞ୍ଚର ସଭାପତି ଯୋଗଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବାମଞ୍ଚ ସଭାପତି ପରାଗ ଅଗ୍ରୱାଲ, ସମ୍ମାନିତ ଅତିଥୁ ଭାବେ ଆରଏମସି ସଂପାଦକ ଉଦିତ କୁମାର ବାବୁ, ମାରୱାଡି ସମାଜର ସଭାପତି ବଜରଙ୍ଗ ଅଗ୍ରୱାଲ, ଜିଲ୍ଲା ସଭାପତି ରାକେଶ ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ନାଏକ,କୋଷାଧ୍ଯକ୍ଷ ପିୟୁ ଅଗ୍ରୱାଲ ଉପସ୍ଥିତ ଥିଲେ ‌। ଉଦ୍ଘାଟନ ପରେ ଏକ ସଭାକୁ ସଙ୍କେତ ମିତ୍ତଲ ପରିଚାଳନା କରିଥିଲେ । ଏଥିରେ ଅତିଥୁମାନେ ଯୁବାମଞ୍ଚର ବିଭିନ୍ନ ସମାଜ ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମାଜସେବୀ ଗୋପାଳ ବାରିକ ଆରଏମସିର ସଭାଗୃହକୁ ଶୀତତାପ ନିୟନ୍ତ୍ରିତ ସହିତ ଆହୁରି ବ୍ୟାପକ ବ୍ୟପସ୍ମା ଉପରେ ସଂପାଦକଙ୍କୁ କହିଥିବା ବେଳେ ମାରୱାଡି ଯୁବା ମଞ୍ଚ କେବଳ ଉକ୍ତ ସମାଜର ନୁହେଁ । ଏହା ସମଗ୍ର ଡୁଙ୍ଗୁରିପାଲି ର ସେବା ମଞ୍ଚ ବୋଲି କହିଥିଲେ । ବିପ୍ରଚରଣ ସାହୁ ଯୁବା ମଞ୍ଚ ବିଭିନ୍ନ କାଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ  ‌। ସଭାପତି ବଜରଙ୍ଗ ଅଗ୍ରୱାଲ ବୃକ୍ଷ ବିନାଶ ଯୋଗୁଁ ତାପମାତ୍ରା ବଢିବାରେ ଲାଗିଛି । ପ୍ରଦୁଷଣ ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ଏହା ଉପରେ ଲୋକଙ୍କୁ ସଚେତନ କରି ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । କାଯ୍ୟକ୍ରମରେ ଉପସଭାପତି ମହେଶ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଅଜିତ, ସୋମନାଥ, ଅଗ୍ଧ, ଶ୍ରୀୟାଂଶ, କୁମାର, ରିକି, କାହ୍ନା, ପ୍ରଦୀପ, ପିୟୁସ, ମୁକେଶ, ନିଳ ଅଗ୍ରୱାଲଙ୍କ ସମେତ ଦାଦୀ ପରିବାର ଲୋକେ ଉପସ୍ଥିତ ଥିଲେ । ବିଶିଷ୍ଟ ବ୍ୟକ୍ତି ସୀତାରାମ ମେହେର, ଅଶୋକ ଅଗ୍ରୱାଲ, ସୁନୀଲ ମିତ୍ତଲ, ଅନୀଳ ମିତ୍ତଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026

You Might Also Like