ପ୍ୟାକ୍ସ ସଭାପତି ସୁମନ୍ତ କୁମାର ମିଶ୍ର ଏଥିରେ ଯୋଗଦେଇ ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସମିତି ସମ୍ପାଦକ ଅମରେଶ ବାଘ ସମେତ କର୍ମଚାରୀ ମାନେ ଚାଷୀମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିଥିଲେ l ଘିକୁଣ୍ଡି ସମବାୟ ସମିତିରେ ପଞ୍ଜିକୃତ ବାଳ ମୁକୁନ୍ଦ ବିଶି, ଭାଗିରଥି ବାଘ, ଈଶ୍ବର ଷlଣ୍ଢ, ଗୋବିନ୍ଦ ସାହୁ, ଆକାଶ ନାୟକ ଆଦି ପାଞ୍ଚ ଜଣ ଚାଷୀଙ୍କ ଠାରୁ ମୋଟ ୩୭୩.୭୬ କୁଇଣ୍ଟାଲ ଧାନ ସମିତି ପକ୍ଷ ରୁ କ୍ରୟ କରାଯାଇଥିବା ନେଇ ପ୍ୟାକ୍ସ ସମ୍ପାଦକ ଶ୍ରୀ ବାଘ ସୂଚନା ଦେଇଥିଲେ l "/>
-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
16-Dec-2023