-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
06-Jun-2023
ବଲାଙ୍ଗିର : ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ସାମାନ୍ୟ ଝଗଡ଼ା କୁ କେନ୍ଦ୍ର କରି ସ୍ଵାମୀ ବିଷ ପିଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଗତକାଲି ରାତି ପ୍ରାୟ ୨ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛି l ଆତ୍ମହତ୍ୟା କରିଥିବା ବ୍ଯକ୍ତି ଜଣକ ପୁଇଁତଳା ବ୍ଳକ କଙ୍କରିଆ ଗାଁ ର କରୁଣା ସେଠ୍ (୪୦) ବୋଲି ଜଣାପଡିଛି l ଆତ୍ମହତ୍ୟା କରିବା ବେଳେ କରୁଣା ମାତାଲ ଅବସ୍ଥାରେ ଥିଲା ବୋଲି ପରିବାର ସଦସ୍ୟ ମାନେ ସୂଚନା ଦେଇଛନ୍ତି l କରୁଣା ଙ୍କ ଗୋଟିଏ ପୁଅ ଓ ଦୁଇଟି ଝିଅ ରହିଛନ୍ତି l