-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ସରଗାଡ଼ ପଂଚାୟତ ଜଗନ୍ନାଥ ଯୁବ ପରିଷଦ ସରଗାଡ଼ ପକ୍ଷରୁ ରାଜକିଶୋର ସେଠ୍ ଙ୍କ ସଭାପତିତ୍ୱ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ସମିତି ସଭ୍ୟ ବୀରେନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
ସମ୍ପାଦକ ନାରାୟଣ ବାରିକ ଉପସ୍ଥିତ ଥିବା ବେଳେ ମା ତାରିଣୀ ଏସଏଚଜି, ମା ନର୍ମଦା ଏସଏଚଜି, ଓଁ ଶାନ୍ତି ଏସଏଚଜି ର ସଭ୍ୟା, ସୁକାନ୍ତି ପଧାନ, ସେବତୀ ସାହୁ, ନୀଳାନ୍ଦ୍ରି ପଧାନ, ସେବତୀ ପଧାନ, ଲକ୍ଷ୍ମୀ ପଧାନ ପ୍ରମୁଖ ଏହି ପରିବେଶ ଦିବସ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l