-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା    (27-Nov-2026)       ||      *ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   (27-Nov-2026)       ||      ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    (27-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||     

HOME   ଜିଲ୍ଲା

କର୍ଲାପିଟା, କେରମେଲି ଏବଂ ବରପିଟା ଗ୍ରାମରେ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀ ଗଠନ

05-Jun-2023



ବଲାଙ୍ଗିର(ପ୍ରେରଣା ଖବର )- ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମ ଠାରେ ଡୁମାଲ ସମାଜର ସଦସ୍ୟ/ସଦସ୍ୟା ବାରପୁଡୁଗିଆ ଗ୍ରା.ପ. ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ ପ୍ରକ୍ରିୟାରେ ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରି ତାଙ୍କ ମତ ସାବ୍ୟସ୍ତ କରି ଜାତିର 

 ସ୍ୱଚ୍ଛ ସମ୍ବିଧାନ ପାଇଁ ଓ ସ୍ଵାଧୀନ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ସ୍ୱାଗତ କରି, ଜାତିର ଜନମତକୁ ସମ୍ମାନ ଦେଇ ଉଭୟ ମହିଳା ଓ ପୁରୁଷଙ୍କ ମିଳିତ ଜାତି ଆଧାରିତ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ଗଠନ କରାଗଲା । କର୍ଲାପିଟା ଗ୍ରାମର ନବନିର୍ବାଚିତ ପ୍ରତିନିଧି ମଣ୍ଡଳୀ ବିରେନ୍ଦ୍ର ପଧାନ, ନେହେରୁ ମହାକୁର, ତେଜ ପଧାନ, ଘାସି କ୍ଷେତି, ତୀର୍ଥ କର୍ମୀ, ବିଜୟ ପଧାନ, ରାମଚନ୍ଦ୍ର ପଧାନ, ଟିକେଚନ କ୍ଷେତି, ଜୟଦେବ କର୍ମୀ, କାଶୀ କ୍ଷେତି, ଗୋପିନାଥ ଖମାରୀ, ଲକ୍ଷ୍ମଣ ପଧାନ, କନ୍ଦର୍ପ କ୍ଷେତି, ମାମି କର୍ମୀ, ଭାର୍ଗବୀ ଖମାରୀ, ରମ୍ଭା ପଧାନ, ବୃନ୍ଦାବତୀ ଗଡୁଆ, ପବିତ୍ର ପଧାନ, ଦିଲିପ କ୍ଷେତି, ନିନୀ କ୍ଷେତି ଏବଂ ବିମ୍ବାଧର କର୍ମୀ । ବରପିଟା ଗ୍ରାମର ନବନିର୍ବାଚିତ ପ୍ରତିନଧି ମଣ୍ଡଳୀ ଶେଷଦେବ କର୍ମୀ, ଭୁବନେ ପଧାନ, ବିରଂଚି କର୍ମୀ, ଅନିରୁଦ୍ଧ ପଧାନ, ଶ୍ରଦ୍ଧାକର କର୍ମୀ, ଶମ୍ଭୁ କର୍ମୀ, ରୋହିତ କର୍ମୀ, ମାର୍କଣ୍ଡ କର୍ମୀ, ଶିବ କର୍ମୀ, ଦୁଃଖନାଶନ କର୍ମୀ, ଆକାଶ କର୍ମୀ, ସବିତା ପଧାନ, ରିଙ୍କି କର୍ମୀ, ପୁଷ୍ପକାନ୍ତୀ କର୍ମୀ, ଗୁଲାପି କର୍ମୀ ।  କେରମେଲି ଗ୍ରାମର ନିର୍ବାଚିତ ପ୍ରତିନିଧି ମଣ୍ଡଳୀ ଟିକେଶ୍ୱର କର୍ମୀ, ଗଙ୍ଗାଧର କର୍ମୀ, ଟଙ୍କଧର ପାତ୍ର, ଗୋପବନ୍ଧୁ କର୍ମୀ ,

ମନମୋହନ କର୍ମୀ, ପୁରୁଷୋତ୍ତମ କର୍ମୀ, ବୃନ୍ଦାବତୀ ପଧାନ, ସନ୍ତୋଷିନୀ କର୍ମୀ, ଜ୍ୟୋସ୍ନା ପଧାନ, ତପସ୍ୱିନୀ କର୍ମୀ, ଗୀତା ପଧାନ, ଡମ୍ବରୁଧର କର୍ମୀ, ଢେକଲ ପଧାନ, ରମେଶ କର୍ମୀ, ବୀଣା ପଧାନ, ପରମେଶ୍ୱର ପଧାନ, ସନ୍ୟାସୀ ପଧାନ, କୁଲ କର୍ମୀ, ଅଭି ପଧାନ, ମହେଶ୍ୱର କର୍ମୀ, ଅଜିତ କର୍ମୀ, ସୁନା ପଧାନ, ଅଜିତ କର୍ମୀ, ରତ୍ନାକର କର୍ମୀ, ଫଗୁନୁ କର୍ମୀ, ସିଦ୍ଧେଶ୍ୱର କର୍ମୀ, ଇନ୍ଦ୍ର ପଧାନ, ଅର୍ଜୁନ ପଧାନ, ବିଦ୍ୟାଧର ପଧାନ, ଦୟାନିଧି ପଧାନ, ବଳରାମ ପଧାନ, ବେଣୁଧର ଗଡୁଆ, ବିନତୀ ଗଡୁଆ ।  ଏହି ପ୍ରତିନିଧିମାନଙ୍କର ଦାୟିତ୍ୱ ତାଙ୍କ ଗ୍ରାମ ମଧ୍ୟରେ ଥିବା ଜାତିଗତ ବିଷୟରେ ନିଜ ନିଜ ଗ୍ରାମ ମଧ୍ୟରେ ଆଲୋଚନା କରି ଶେଷ ନିଷ୍ପତ୍ତି ନେବାର କ୍ଷମତା ଚିରାଚରିତ ରାଜକୀୟ ପରମ୍ପରାରେ ଚାଲି ଆସୁଥିବା ଏକ ବ୍ୟକ୍ତି ସବୁ ପଦ, ସବୁ କ୍ଷମତା ବ୍ୟବସ୍ଥାକ ଅସ୍ଵୀକାର କରାଯାଇ ଏକ ବ୍ୟକ୍ତି ଏକ ପଦବୀ ଆଧାରରେ ସାମାଜିକ ଜାତି ଭାଇଙ୍କ ମଧ୍ୟରୁ ବହୁ ଜାତିଭାଇ ପ୍ରତିନିଧିଙ୍କର ପ୍ରତିନିଧିତ୍ୱରେ ଜାତି ଆଧାରିତ ସମାଜକୁ ସବୁ କ୍ଷେତ୍ରରେ ବିକାଶର ପଥ ଆଗେଇ ନେବାର ସଂକଳ୍ପ ନେଇ  ବୃହତ ପ୍ରତିନିଧି ମଣ୍ଡଳି ଗଠନ କରାଗଲା । ଆଗାମୀ ଦିନରେ ଏକ ବୃହତ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇ ଏକ ବ୍ୟକ୍ତି ଏକ ପଦକୁ ସମ୍ମାନ ଦେଇ ସମସ୍ତଙ୍କୁ ସାମାଜିକ କାର୍ଯ୍ୟରେ ପ୍ରତିନିଧିତ୍ୱ କରି ସମାଜର ଶ୍ରେଷ୍ଠ ସହଯୋଗୀ ହେବାର ସୁଯୋଗ ସୃଷ୍ଟି କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା   27-Nov-2026
  ଜିଲ୍ଲା  
*ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   27-Nov-2026
  ଜିଲ୍ଲା  
ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    27-Nov-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026
  ଜିଲ୍ଲା  
ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   26-Nov-2026
  ଜିଲ୍ଲା  
ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   26-Nov-2026
  ଜିଲ୍ଲା  
ମା ଲଷ୍ମୀ ଙ୍କ ଘରେ ଘରେ ପୂଜା   26-Nov-2026
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026

You Might Also Like