-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

କର୍ଲାପିଟା ଗ୍ରାମରେ ୬୦ ଘର ଡୁମାଲ ସମାଜର ପିତୃ ମାତୃ ଚରଣ ବନ୍ଦନା କାର୍ଯ୍ୟକ୍ରମ ଓ ମନ୍ଥନ ସଭା ଅନୁଷ୍ଠିତ

31-May-2023



ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ଗ୍ରାମରେ ଲେହେରୁ ମହାକୁରଙ୍କ ସଭାପତିତ୍ୱରେ ପିତୃମାତୃ ଚରଣ ବନ୍ଦନା ଓ ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଆଇନଜିବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ସମାଜରେ ସ୍ୱଚ୍ଛ ସାମ୍ବିଧାନିକ, ଗଣତାନ୍ତ୍ରିକ ପ୍ରକ୍ରିୟା, ଜନମତ ର ସମ୍ମାନ ସହ ଉଭୟ ମହିଳା ଓ ପୁରୁଷ ଲୋକମାନଙ୍କର ସାମାଜିକ କାର୍ଯ୍ୟରେ ସିଧା ଭାଗିଦାରି ର ସୁଯୋଗ ସୃଷ୍ଟି କରିବାକୁ ହେବ ବୋଲି ସଭାରେ ଆହ୍ୱାନ ଦେଇଥିଲେ । ଚିରାଚରିତ ଜାତି ଆଧାରିତ ସମାଜରେ ନ୍ୟାୟର ପ୍ରକ୍ରିୟା ଓ ବିବିଧ ବିବାଦର ସମାଧନ ପ୍ରକ୍ରିୟାରେ ପରିବର୍ତ୍ତନ ଦରକାର, ନ ହେଲେ ନିରିହ ଦଣ୍ଡ ଭୋଗୁଥିବା ଦୁର୍ବଳ, ଅସହାୟ ତଥା ଅବହେଳିତ ମହିଳା ଓ ପୁରୁଷମାନଙ୍କ ପାଇଁ ଏକ ସ୍ୱଚ୍ଛ ନିତି ନିୟମକୁ ସ୍ୱଚ୍ଛତାର ସହ ପାଳନ କରିବାର ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସତ୍ୟବାଦି ପଧାନ, ପ୍ରକାଶ ମେର୍ଲି, ରମାକାନ୍ତ ପ୍ରଧାନ, ଇଶ୍ୱର କରନ, ବ୍ୟାସଦେବ ଦେହୁରି, ଗୁରୁଦେବ କର୍ମୀ, ଟିକେଶ୍ୱର କର୍ମୀ, ଢେକଲ ପ୍ରଧାନ, ପୁରୁ କର୍ମୀ, ରାମଚନ୍ଦ୍ର ପ୍ରଧାନ, ବରୁଣ ବଘାର, ତିର୍ଥ ପ୍ରଧାନ, ପୁରୁଷୋତ୍ତମ କର୍ମୀ, ବେଣୁଧର ଗଡୁଆ, ଅଭି ପ୍ରଧାନ, ତିର୍ଥ କର୍ମୀ, ଘାସି କ୍ଷେତି, ଦିନବନ୍ଧୁ କର୍ମୀ, ସୁବନ ପଧାନ, ବିରେନ୍ଦ୍ର ପଧାନ ଆଲୋଚନା ରେ ଭାଗ ନେଇ ନିଜସ୍ୱ ମତ ରଖିଥିଲେ । ଜାତି ସ୍ୱଭିମାନକୁ ଉଚ୍ଚ ରେ ରଖି ସମାଜ ପାଇଁ ଶ୍ରେଷ୍ଠ ସହଯୋଗୀ ହୋଇ ଯୁବକ ଓ ମହିଳାଙ୍କ ମନୋବଳ ବୃଦ୍ଧି ସହ ସମାଜର ସାମୁହିକ ବିକାଶ କାମରେ ସମସ୍ତଙ୍କର ଶ୍ରେଷ୍ଠ ସହଯୋଗ ର ଆବଶ୍ୟକତା ଅଛି, ତେବେ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମୁହିକ ବିକାଶ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ଭିତରେ ବିକାଶର ଶିର୍ଷ ସ୍ତରକୁ ସମାଜ ପହଞ୍ôଚ ପାରିବ । ଏହି ସଭାକୁ ସଫଳ କରିବା ପାଇଁ ଭାଗ୍ୟବତୀ ମହାକୁର, ରାହି କ୍ଷେତି, ଭାର୍ଗବୀ ଖମାରି, ଲବଙ୍ଗ କ୍ଷେତି, ତୁଳସି ପ୍ରଧାନ, ରାମ୍ଭା ପଧାନ, ଅର୍ପିତା ପଧାନ, ରୀନା ଗଡୁଆ, ସତ୍ୟ କ୍ଷେତି, ଚୈାବନ ଗଡୁଆ, ମନମୋହନ କର୍ମୀ, କାଶୀ କ୍ଷେତି, ଟିକେଚନ କ୍ଷେତି, ମିଂଜନ ଗଡୁଆ, ଗୋପିନାଥ ଖମାରି, ଶମ୍ଭୁ

କର୍ମୀ, ଶେଷଦେବ କର୍ମୀ, ଚମରା ମହାକୁର, କନ୍ଦର୍ପ କ୍ଷେତି,  ସହଦେବ ପଧାନ, ଅର୍ଚ୍ଛ କ୍ଷେତି, ବିଣା ପଧାନ, ଇନ୍ଦ୍ର ପଧାନ, ପବିତ୍ର ପଧାନ, ଅଙ୍ଗଦ ପଧାନ, ବିଜୟ ପଧାନ, ଅଖିଳ ପଧାନ, ଅଚ୍ୟୁତାନନ୍ଦ ପଧାନ, ଦୟାନିଧି ପଧାନ, ତେଜ ପଧାନ, ବୃନ୍ଦାବତି ଗଡୁଆ, କଲ୍ୟାଣି ଗଡୁଆ, କବିତା ପଧାନ, ବିକାଶ କ୍ଷେତି, ଆକାଶ ଖମାରୀ, ବ୍ରହ୍ମା ଷଡଙ୍ଗି, ପିଙ୍କୁ ପଧାନ, ଗୌରାଙ୍ଗ ବାଗ ତଥା କର୍ଲାପିଟା,ଡୁଲୁସର, ବରପିଟା, କେର୍‌ମେଲି, ଆଡେନଡୁଙ୍ଗୁରି, ଶିବତଲା, ଫଟକରା ଗ୍ରାମରୁ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ମନ୍ଥନ ସଭାକୁ ସଫଳ କରିଥରଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like