-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||     

HOME   ଜିଲ୍ଲା

ଶୁଣିଲାଣି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ନିଜେ ଗ୍ରାମବାସୀ

30-May-2023



କଣ୍ଟାବାଞ୍ଜି, ( ଆନଦ ମୋଟେ): ଗାଁ ରାସ୍ତା ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି କଲେ । ପଂଚାୟତ ଠାରୁ ବ୍ଲକ ଯାଏ ସମସ୍ତଙ୍କୁ ନିଜ ଗାଁ ରାସ୍ତା ତିଆରି  ପାଇଁ କହିବା ପରେ ମଧ୍ୟ ରାସ୍ତା ତିଆରି ହେଲା ନାହି । ହେଲେ ଶେଷରେ ଗାଁ ଲୋକ ମିଶି ରାସ୍ତା କାମ ଆରମ୍ଭ  କରିଛନ୍ତି । ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ନାଏକପଡା । ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପ୍ରାୟ ଅନୁସୂଚିତ ଜାତି ଏବଂ ଜନ ଜାତିର ଲୋକ ବସବାସ କରନ୍ତି । ଏହି ପଡାକୁ ଯିବାକୁ ଭଲ ରାସ୍ତା ନାହି । ବିଶେଷ କରି ବର୍ଷା ଦିନରେ ଲୋକଙ୍କୁ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ  ହେବାକୁ ପଡିଥାଏ । ଖାଲଖମା କାଦୁଅ ରାସ୍ତାରେ ଲୋକେ ଯିବା ଆସିବା ପସନ୍ଦ କରନ୍ତି ନାହି । ସହର ପାଖ ଗାଁ ହୋଇଥିଲେ ମଧ୍ୟ ଏହି ନାଏକପଡାକୁ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ଅମଙ୍ଗ ହୋଇଥାଏ । ବାଧ୍ୟ ହୋଇ ରୋଗୀଙ୍କୁ ମୁଖ୍ୟ ରାସ୍ତା ନିଆଯାଇଥାଏ । ସେଠାରୁ ଆମ୍ବୁଲାନ୍ସ ଡାକ୍ତରଖାନା ନେଇ ଯାଇଥାଏ । ଅନେକ ସମୟରେ ନିର୍ବାଚିତ ପ୍ରତିନିଧି ଗାଁ କୁ ଆସୁଥିବା ବେଳେ କେମିତି ରାସ୍ତା ଉପରେ ତାଙ୍କ ଦ୍ରୁଷ୍ଟି ପଡୁନାହି ବୋଲି ଗାଁ ଲୋକ କହିଥାନ୍ତି । ଅନେକ ସମୟରେ ଭଲ ରାସ୍ତା ପାଇଁ ଗାଁ ଲୋକ  ଆନ୍ଦୋଳନ ମଧ୍ୟ କରିଥିବା ବେଳେ ରାସ୍ତା ହେଇଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇ ଆଜିଯାଏ ରାସ୍ତା ତିଆରି  କରିନାହି ।

ସେମାନଙ୍କ ମୁହଁ ରୁ

ପାନ ନାଏକ , ନାଏକପଡା ବାସିନ୍ଦା – ଏହି ରାସ୍ତା ପାଇଁ ବିଶେଷ କରି ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ କାଦୁଅ ଖାଲ ଥିବା ଯୋଗୁ ଅନେକ ଥର ଆମ୍ବୁଲାନ୍ସ ଫସି ରହିଛି । ପୁଅ ଝିଅ ମାନେ ବର୍ଷା ଦିନରେ ପାଠ ପଢି ମଧ୍ୟ ଯାଇ ପାରନ୍ତି ନାହି । ଏନେଇ ଆମେ କଣ୍ଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲୁ ହେଲେ ପ୍ରଶାସନ ପ୍ରତିଶ୍ରୁତି ପରେ ମଧ୍ୟ ରାସ୍ତାର ଦେଖାନାହି ।

ଧୁବଳେ ନାଏକ , ନାଏକପଡା ବାସିନ୍ଦା – ରାସ୍ତା ପାଇ ଆମେ ବାରମ୍ବାର ସରପଞ୍ଚ, ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କହିଛୁ । ହେଲେ ରାସ୍ତା ତିଆରି କରାଯାଉନାହି । ଏଭଳି ଦିନରେ ରାସ୍ତାରେ ଯିବା ଆସିବା କଷ୍ଟ ହୋଇଥାଏ ବର୍ଷା ଦିନର କଥା କହିବା ଆଉ କଣ । କାଦୁଅ ପଚପଚ ରାସ୍ତା ଦେଇ ଆମେ ଯିବାକୁ ଆସିବା କରିଥାଉ । କଣ୍ଟାବାଞ୍ଜି ସହର ପାଖରେ ଏବଂ ପଞ୍ଚାୟତକୁ ମଧ୍ୟ ଏହି ରାସ୍ତା ଦେଇ ଆମେ ଯାଇଥାଉ । ଏକମାତ୍ର ରାସ୍ତା ବୋଲି ଆମେ ବାଧ୍ୟ ହୋଇ ଏହି ରାସ୍ତାରେ ହି ଯିବା ଆସିବା କରିଥାଉ ।

ଦେବ ନାଏକ ,  ନାଏକପଡା ବାସିନ୍ଦା – ନିର୍ବାଚନ ସମୟରେ ନେତା ମାନେ ଆସି ଆମକୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି ।ପ୍ରତିଶ୍ରୁତି ଭିତରେ ରାସ୍ତା ମଧ୍ୟ ତିଆରି କରାଯିବ ବୋଲି କହିଥାନ୍ତି । ହେଲେ ନିର୍ବାଚନ ସାରିଲା ପରେ କାହାରି ଦେଖାମିଲେ ନାହି । ଯଦି ନେତା ଗାଁ କୁ ଆସନ୍ତି ତେବେ ରାସ୍ତା କଥା ଭୁଲିଯାଇଥାନ୍ତି । ରାସ୍ତା ପାଇ ଗାଁ ଲୋକ ହଇରାଣ ହେବ ଯୋଗୁ ଶେଷରେ ଗାଁରେ ଏକ ବୈଠକ କରି ଗାଁ ରାସ୍ତା ନିଜେ ତିଆରି କରିବା ପାଇଁ ଆମେ ନିଷ୍ପତ୍ତି ନେଇ ରାସ୍ତା ତିଆରି କରୁଛି । ଦେଖାଯାଉ ପ୍ରଶାସନ ଦେବେ ଚେଇବ ।

ଦେବାଶିଷ ସାମଲ , ବିଡିଓ , ତୁରେକେଲା -  ପୂର୍ବରୁଏହା ଆମ ନଜରରେ ନଥିଲା ଏବେ ମୁଁ ସରପଞ୍ଚ ସହ କଥା ହେଲି ଏହି ରାସ୍ତା ପାଇ ପ୍ରସାବ ଦିଆନ୍ତୁ ଆମେ ପଞ୍ଚାୟତ ପାଣ୍ଠି ରୁ କରିବା । ରାସ୍ତା କେମିତି ହୋଇ ପାରିବ ସେନେଇ ପଦକ୍ଷେପ ନିଆଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026

You Might Also Like