-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
30-May-2023
ନୀଳଗିରି(ପ୍ରେରଣା ଖବର ): ମିତ୍ରପୁର୍ ସିଙ୍ଗିରୀ ଅଂଚଳରେ ବାପା ସାଜିଲା କଂସେଇ ,୧୮ ଦିନର ଝିଅକୁ ଦେଲା ବିଷ ଇଞ୍ଜେକ୍ସନ ଅଭିଯୋଗ l
ଆଧୁନିକ ଯମାନାରେ ପଶ୍ଚାତ୍ୟ ଯମାନାର ମାନସିକତା,କନ୍ୟା ସନ୍ତାନ ଜନ୍ମ ହେବାରୁ ସହ୍ୟ କରିପାରିଲାନି ବାପା,୧୮ ଦିନର ଝିଅକୁ ବିଷ ଦେଇ ଜୀବନରୁ ମାରିବାକୁ ଚେଷ୍ଟା କଲେ ବାପା।ଝିଅର ଏକୋସିଆ ପୂର୍ବରୁ ଝିଅକୁ ମାରିବା ପାଇଁ ବାପା କରିଥିଲେ ପ୍ରି ପ୍ଲାନ।
ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ନୀଳଗିରି ପୋଲିସ। ଥାନାରେ ବାପା ଅଟକ। ୧୮ମାସର ଜିଅ ଗୁରୁତର ଭାବେ ବାଲେଶ୍ୱର ବଡ ମେଡିକାଲରେ ଭର୍ତ୍ତି।