-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||     

HOME   ଜିଲ୍ଲା

ସବୁ ସ୍ତରର ବ୍ୟକ୍ତିଙ୍କୁ ସାମିଲ କରି ସାର୍ବଜନୀନ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରାଯିବାକୁ ଦାବି

18-Apr-2023



କଳାହାଣ୍ଡି –(ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଆଗାମୀ ଅପ୍ରେଲ ୨୨ ତାରିଖ ଦିନ ଭଗବାନ ପର୍ଶୁରାମ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଜୁନାଗଡ ଠାରେ ପାଳନ କରାଯିବାକୁ ପ୍ରସ୍ତୁତି କରୁଥିବାର ସାଧାରଣରେ ଆଲୋଚନା ହେଉଛି ।  ଧର୍ମଗଡ ଉପଖଣ୍ଡ ର ବ୍ରାହ୍ମଣ ସମାଜ କୁ ହାତ ମୁଠାରେ ରଖି ପରିଚାଳନା କରୁଥିବାର ଦାବି କରୁଥିବା ପଦବୀ ଧାରୀଙ୍କ ଇଙ୍ଗିତରେ ଭବାନିପାଟଣାସ୍ଥ କଳାହାଣ୍ଡି ବ୍ରାହ୍ମଣ ସମାଜ ର ନିର୍ଦ୍ଦେଶ କ୍ରମେ ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ଗଠନ କରାଯାଇ ସେମାନଙ୍କୁ ସୁହାଇବା ଭଳି କର୍ମକର୍ତ୍ତା ନିଯୁକ୍ତି କରି ସେମାନଙ୍କ ମାଧ୍ୟମରେ ବ୍ରାହ୍ମଣ ସମାଜ ନାମରେ ପର୍ଶୁରାମ ଜୟନ୍ତୀ ପାଳନ କରାଯାଉଥିବା କୁହା ଯାଉଛି ।  ସାମ୍ପ୍ରତିକ ସ୍ଥିତିରେ ବ୍ରାହ୍ମଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ତଥା କଥିତ ଏହି ନେତା ମାନଙ୍କ ନେତୃତ୍ବ ପ୍ରତି କାହାରି ଆସ୍ଥା ନ ଥିବା ଆଲୋଚନା ହେଉଛି । 

    ଦୀର୍ଘ ଦିନରୁ ବ୍ରାହ୍ମଣ ମାନେ ଏକଜୁଟ ହୋଇ ପାରୁ ନଥିବା ବେଳେ ସମସ୍ତ ପ୍ରକାର ଗୋଷ୍ଠୀଗତ ରାଜନୀତି ରୁ ବହୁ ଉର୍ଦ୍ଧ୍ବରେ ରହି ସମାଜର ସମସ୍ତ ବରଗଡ଼ ଲୋକଙ୍କୁ ସାମିଲ କରିବା ଲକ୍ଷ ନେଇ ନିଜ ନିଜ ଖର୍ଚ ରେ ପ୍ରାୟ ସମସ୍ତ ଗ୍ରାମକୁ ବୁଲି ସମାଜ ସଂଗଠନ କରିଥିବା ସଂଗଠକ ମାନଙ୍କୁ ଚକ୍ରାନ୍ତ କରି ୨୦୧୮-ମହାସଭା ହେବାର ଅଳ୍ପ ଦିନ ପୂର୍ବରୁ ଧର୍ମଗଡ ବ୍ଲକ କମିଟି ରେ କର୍ମମର୍ତ୍ତ ଥିବା ଏହି ପଦବୀ ଆଶାୟୀ ବ୍ୟକ୍ତି ମାନେ ବ୍ଲକ କମିଟି ମିଟିଂ ରେ ଉପଖଣ୍ଡ କମିଟି କୁ ଭାଙ୍ଗି ଦେଇ ସଂଗଠନ କୁ ହାଇଜାକ କରି ନେଇଥିବା ବେଳେ ଯେମିତି ହେଉ ମହାସଭା ହୋଇଯାଉ ବୋଲି ସମସ୍ତେ ନୀରବ ସମର୍ଥନ ଦେଇଥିବା ଦେଖା ଯାଇଥିଲା । ପରବର୍ତ୍ତୀ ସମୟରେ ଭବାନୀପାଟଣା ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସ୍ତରର ବ୍ରାହ୍ମଣ ସମାଜ ଗଠନ ହେବା ସମୟରେ ସେହି ପଦବୀ ଆଶାୟୀ ମାନେ ନିଜ ହାତ ମୁଠାରେ ଧର୍ମଗଡ ଉପଖଣ୍ଡ ସମାଜ ପରିଚାଳିତ ହେଉଥିବା ଦର୍ଶାଇ ନିଜେ ନିଜେ ପଦବୀ ହାସଲ କଲେ ଏବଂ ନିଜ ପସନ୍ଦ ମୁତାବକ ଲୋକଙ୍କୁ ସାମିଲ କରିନେଲେ ।  ଯାହା ଫଳରେ କୋକସରା ବ୍ଲକ, ଜୟପାଟଣା ବ୍ଲକ, କେଶିଙ୍ଗା ବ୍ଲକ, ଚାରବାହାଲ ବ୍ଲକ ଆଦି ଅଞ୍ଚଳରେ ସ୍ବତନ୍ତ୍ର ବ୍ରାହ୍ମଣ ସମାଜ ଗଠନ କରି ସରକାରଙ୍କ ଠାରେ ପଞ୍ଜୀକୃତ କରିଥିବାର ଜଣାପଡିଛି । ଏପରିକି ଧରମଗଡ ଠାରେ ସ୍ବତନ୍ତ୍ର ଭାବେ ପର୍ଶୁରାମ ସେନା ଗଠନ କରାଯାଇ ବିଭୀନ୍ନ କାର୍ଯ୍ୟକ୍ରମ କରୁଥିବାର ଦେଖା ଯାଉଛି । ଦୁଇ ବର୍ଷ ପାଇଁ କଳାହାଣ୍ଡି ବ୍ରାହ୍ମଣ ସମାଜ ଗଠନ କରାଯାଇ ଥିବା କୁହା ଯାଉଥିବା ବେଳେ ଅଦ୍ୟାବଧି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାର କୁ ସାମିଲ କରାଯାଇ ନଥିବା ରୁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।  ଅତୀତରେ ଉପଖଣ୍ଡ କମିଟିକୁ ଉଦ୍ଦେଶ୍ୟ ମୂଳକ ଭାବେ ହାଇଯାକ କରିଥିବା ସେହି ପଦବୀ ଆଶାୟୀ ବ୍ୟକ୍ତି ବିଶେଷ ମାନେ ୨୦୧୮- ମହାସଭା ର ଆୟ ବ୍ୟୟ ହିସାବ ଅଦ୍ୟାବଧି ସାର୍ବଜନୀନ କାରଣ ଥିବା ବେଳେ ସେମାନେ ପଦବୀ ଜାବୋଡି ଧରି ଏବେ ନୀରବ ରହୁ ଥିବା ଦେଖା ଯାଉଛି । ବର୍ତ୍ତମାନ ସେମାନଙ୍କ ଇଙ୍ଗିତରେ ସେମାନଙ୍କ ଦ୍ବାରା ନିଯୁକ୍ତ କର୍ମକର୍ତ୍ତା ମାନଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରି ପଦବୀ ସୁରକ୍ଷିତ ପାଇଁ ପ୍ରୟାସ କରୁଥିବାର ଆଲୋଚନା ହେଉଛି । ଗତ ବର୍ଷ ଜୁନାଗଡ ଠାରେ ଶର୍ମା ବ୍ରାହ୍ମଣ ମାନେ ଆକର୍ଷଣୀୟ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରିଥିବା ବେଳେ ସେମାନଙ୍କୁ କାବୁ କରି ନିଜ କବଜାରେ ରଖିବାର ଯୋଜନା କରି ବ୍ରାହ୍ମଣ ସମାଜ ତରଫରୁ ପ୍ରଥମ କରି ଏବର୍ଷ ଜୁନାଗଡ ଠାରେ ପର୍ଶୁରାମ ଜୟନ୍ତୀ ପାଳନ କରିବାର ଯୋଜନା କରିଥିବା ଜଣାପଡିଛି ।  ଅନ୍ୟପକ୍ଷରେ ସମ୍ପୃକ୍ତ ଗୋଷ୍ଠୀ ତରଫରୁ ନିଯୁକ୍ତ ବ୍ଲକ ସଭାପତି ଓ ସମ୍ପାଦକ ନିଜକୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ବେଳେ ସ୍ପଷ୍ଟ ଭାବେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ବାଦ ଦେବାକୁ ସିଧା ସଳଖ ପ୍ରକାଶ କରୁଥିବା ଆଲୋଚନା ହେଉଛି । ବ୍ରାହ୍ମଣ ସମାଜ କାହାର ପୈତୃକ ସମ୍ପତି ନୁହେ କି କାହାର ଜମିଦାରୀ ନୁହେ, କେତେ ଜଣ ଚାହିଲେ ଏକ ସଙ୍ଗଠନ ହେଲା ଭଳି ସଂଖ୍ୟା କୁ ଆଧାର କରା ନ ଯାଇ ଅନେକ ବ୍ରାହ୍ମଣ ସଂଗଠନ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଏହି ସଂଗଠନ ହୁଏତ ରାଜ ନୈତିକ ଉଦ୍ଦେଶ୍ୟ ରେ ଗଠିତ ହୋଇଥାଇପାରେ ତେଣୁ ସେମାନଙ୍କୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ଆଲୋଚନା ହେଉଛି । ଯଦିଓ ସଂଗଠନ କରୁଛ ତେବେ ସମସ୍ତଙ୍କୁ ସାମିଲ କରି ସାମୁହିକ ଭାବରେ ସଂଗଠନ କରାଯାଉ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି । ସମସ୍ତ ଙ୍କୁ ସାଙ୍ଗରେ ଧରି ସମାଜ କୁ ଆଗେଇ ନେବା ହିଁ ବ୍ରାହ୍ମଣ ର ଧର୍ମ ହେବା ଉଚିତ କିନ୍ତୁ ଏହି ସଂକୀର୍ଣ୍ଣ ମନୋଭାବ ଧରି ମାନେ ସମାଜ କୁ ବ୍ୟକ୍ତିଗତ ସମ୍ପତି ଭାବି ଖଣ୍ଡା ବିଖଣ୍ଡିତ କରିବାର ପରୋକ୍ଷ ରେ ଯୋଜନା କରୁଛନ୍ତି ବୋଲି ବୁଦ୍ଧି ଜୀବି ମହଲରେ ଆଲୋଚନା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026

You Might Also Like

                           
  ଜିଲ୍ଲା  

ଗଣିତ ଗବେଷଣା