-+91-9937148622 |

prerana_bgr@rediffmail.com |

  Tuesday 6th December 2022 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   (06-Dec-2022)       ||      ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   (06-Dec-2022)       ||      ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ    (06-Dec-2022)       ||      ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ    (06-Dec-2022)       ||      ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ    (06-Dec-2022)       ||      ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ    (06-Dec-2022)       ||      ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   (06-Dec-2022)       ||      ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   (05-Dec-2022)       ||      ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   (05-Dec-2022)       ||      ଗୀତାଜୟନ୍ତୀ ପାଳିତ   (05-Dec-2022)       ||      ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   (05-Dec-2022)       ||      ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    (05-Dec-2022)       ||      ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର   (05-Dec-2022)       ||      ବିଶ୍ଵ ମୃତ୍ତିକା ଦିବସ.... ମାଟି ସୁରକ୍ଷା ପାଇଁ ଶପଥ ନେଲେ ଚାଷୀ   (05-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ୨/୦ ଗୋଲରେ ସିଆଳି (ସୋନପୁର ) ବିଜୟୀ   (05-Dec-2022)       ||      ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*- *ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଘଟଣା ରେ ରାଜସ୍ଥାନ ରୁ ଗିରଫ ହେଲେ ସାଇବର ଅପରାଧୀ*- *ଯୁବ ପିଢୀ ସଚେତନ ଓ ସୁରକ୍ଷିତ ରହିବାକୁ ଏସପି ଙ୍କ ନିବେଦନ   (05-Dec-2022)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ଦେଲେ ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ   (05-Dec-2022)       ||      ଡାବୁଗାଁ ବ୍ଲକରେ ସରକାରୀସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ   (05-Dec-2022)       ||      ଡି. ଆର୍, ମେହେର ହାଇସ୍କୁଲ ଠାରେ ବ୍ଳକସ୍ତରୀୟ ବିଜ୍ଞାନମେଳା   (05-Dec-2022)       ||      ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି   (05-Dec-2022)       ||     

HOME   ରାଜ୍ୟ

ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

24-Nov-2022



ଟିଟିଲାଗଡ଼: ଟିଟିଲାଗଡ଼ରେ ଆଜି ଅଖ ଚକ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ କରାଯିବା ନେଇ ସୂଚନା ।ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ ଜିଲ୍ଲା ସଂଗ୍ରାମୀ ଧାରଣାରେ ବସିଛନ୍ତି l ସମସ୍ତ ଯାନବାହାନ ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ଆଦି ବନ୍ଦ ରହିବା ସହ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି ।ଏନେଇ ଗତ ସପ୍ତାହଟିଏ ହେଲା ଟିଟିଲାଗଡ଼ ଜିଲ୍ଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି l ୧୫ ଦିନ ମଧ୍ୟରେ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି l  ଏନେଇ ଆଜି ବନ୍ଦକୁ ସହରବାସୀ ସମର୍ଥନ କରିଛନ୍ତି l କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଛନ୍ତି l

 


News Comment




Photo in News

Advertisment
Lastest News
  ରାଜ୍ୟ  
ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   06-Dec-2022
  ଜିଲ୍ଲା  
ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   06-Dec-2022
  ଜିଲ୍ଲା  
ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ   06-Dec-2022
  ଜିଲ୍ଲା  
ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ   06-Dec-2022
  ଜିଲ୍ଲା  
ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ   06-Dec-2022
  ଜିଲ୍ଲା  
ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ   06-Dec-2022
  ଜିଲ୍ଲା  
ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   06-Dec-2022
  ଜିଲ୍ଲା  
ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   05-Dec-2022
  ଜିଲ୍ଲା  
ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   05-Dec-2022
  ଜିଲ୍ଲା  
ଗୀତାଜୟନ୍ତୀ ପାଳିତ   05-Dec-2022
  ଜିଲ୍ଲା  
ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   05-Dec-2022
  ଜିଲ୍ଲା  
ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    05-Dec-2022

You Might Also Like