-+91-9937148622 |

prerana_bgr@rediffmail.com |

  Wednesday 1st May 2024 |

| | | |

R.N.I. Regd No. ODIODI/2010/46693

Breaking News

ଉତ୍ତମ ଶିକ୍ଷା ସମାଜକୁ ଆର୍ଥିକ ସମୃଦ୍ଧି କରିବ - ସମରେନ୍ଦ୍ର/ ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ- ସମରେନ୍ଦ୍ର   (30-Apr-2024)       ||      *ଶକ୍ତି ପ୍ରଦର୍ଶନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ*- ବିଶାଳ ଶୋଭାଯାତ୍ରା ଓ ସହର ପରିକ୍ରମା ରେ କଲେ ଭୋଟ ଭିକ୍ଷା   (30-Apr-2024)       ||      ଚଳିତ ନିର୍ବାଚନ କୁ ନେଇ ନର୍ଲା ପ୍ରେସ ଆସୋସିଏସନ୍ ପକ୍ଷରୁ ପ୍ରେସ ରିଲିଜ।   (30-Apr-2024)       ||      ଶାହା ଙ୍କ ସମାବେଶ ରେ ପ୍ଳା କାର୍ଡ ଓ ବିରୋଧ ପ୍ରଦର୍ଶନ କରି ସାହାସ ଦେଖେଇଲେ ସାହାରା କର୍ମଚାରୀ   (30-Apr-2024)       ||      ଡାବୁଗାଁ ଠାରେ ନବଦିନାତ୍ମକ ଠାକୁରାଣୀ ଯାତ୍ରା ସମ୍ପନ୍ନହେଲା, ହଜାର ହଜାର ଭକ୍ତଙ୍କ ଗହଳିରେ ନିଜ ଆସ୍ଥାନକୁ ଫେରିଲେ ମାଁ   (30-Apr-2024)       ||      କଂଗ୍ରେସ ରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସନ୍ତୋଷ ସିଂ ସଲୁଜା   (30-Apr-2024)       ||      ଦିନ ମଜୁରିଆଙ୍କ ପାଇଁ ଜଳଛତ୍ର    (30-Apr-2024)       ||      ବଲାଙ୍ଗିର ରାଜନୀତି : ବିଜେଡି ଟାର୍ଗେଟ ମହିଳା ଭୋଟ, ବିଜେଡି ପାଇଁ ପ୍ରଚାରରେ ସକ୍ରିୟ ମହିଳା ଟିମ୍    (30-Apr-2024)       ||      ଟିଟିଲାଗଡ ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ହିଂସା.. ବିଜେପିପ୍ରାର୍ଥିଙ୍କ ଘରକୁ ପଶି ଧମକ ଅଭିଯୋଗ,ଥାନାରେ ଉଭୟ ପଟୁ ଏତଲା   (30-Apr-2024)       ||      କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଭାବେ ମହୀଧର ରଣାଙ୍କ ନାମାଙ୍କନ ଦାଖଲ    (30-Apr-2024)       ||      ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି ?   (30-Apr-2024)       ||      ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସି ଏମ୍ ନାମାଙ୍କନ ପତ୍ର ଦାଖଲ କରିବେ। ଆ   (29-Apr-2024)       ||      ସମାଜ ପାଠକ ମଞ୍ଚର ତୃତୀୟ ବୈଠକ, ସମାଜରେ ନାରୀକୁ ପୂର୍ଣ ସ୍ଵାଧୀନତା ମିଳି ନାହିଁ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ   (29-Apr-2024)       ||      ଡାବୁଗାଁ ଅବକାରୀ ବିଭାଗ ଚଢାଉ ୧ ଗିରଫ   (29-Apr-2024)       ||      ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ:-   (29-Apr-2024)       ||      ଘଣ୍ଟାପଡ଼ା ରାମଲୀଳାରେ ନାଟକ ଇନ୍ଦ୍ରଜିତ ବଧ ଓ ଲକ୍ଷ୍ମଣ ଶକ୍ତିଭେଦ ମଞ୍ଚସ୍ଥ    (29-Apr-2024)       ||      ଜିଲ୍ଲା କଳାକାର ସମନ୍ବୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କଳାକାର  ସହାୟତା ଯୋଜନା ଅବେଦନ  ଏକ ମାସ ବୃଦ୍ଧି ଦାବୀ   (29-Apr-2024)       ||      କଂଗ୍ରେସ ମହିଳା ସମାବେଶ, ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ -ସମରେନ୍ଦ୍ର   (29-Apr-2024)       ||      ଭାଜପା ସାଂସଦ ପ୍ରାର୍ଥୀ ସଂଗୀତା,ବିଧାୟକ ପ୍ରାର୍ଥୀ ଗୋପାଳଜୀ ଓ ମୁକେଶଙ୍କ ନାମାଙ୍କନପତ୍ର ଦାଖଲ   (29-Apr-2024)       ||      ହଜାର ହଜାର ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ    (29-Apr-2024)       ||     

HOME   ଜିଲ୍ଲା

ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବିଧାନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

01-Nov-2022



ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକର ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବିଧାନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଆଗଲପୁର ଆମ୍ବେଦକର ଯୁବା ମଞ୍ଚ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା।ଆମ୍ବେଦକର ଯୁବା ମଞ୍ଚ ର ସଭାପତି ଧିମାନ କାଂହା ସୁନା ଓ ସମ୍ପାଦକ ଧୀମନ୍ ସୁରେଶ ମହନନ୍ଦଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିଲା।ଉକ୍ତ ସମ୍ବିଧାନ ସଚେତନତା କାର୍ଯକ୍ରମ କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିଲେ ଧୀମାନ ପୂର୍ଣ୍ଣଚନ୍ଦ୍ର ପାଇକ, କନକ ମଞ୍ଜରୀ ମହାନନ୍ଦ, ସୁନିଲ ନନ୍ଦ,ହିମାଂଶୁ ବିଭାର,ଉପେନ୍ଦ୍ର ସୁନା,ହେମନ୍ତଗର୍ଡିଆ, ଧିମାନ୍ ରଶ୍ମିତା ମହାନନ୍ଦ, ଜ୍ଜୟଲାଲ ସିନ୍ଦୂର, ଦିଲୀପ ସୁନା,ଓ କୁଞ୍ଜବିହାରୀ ମୁନା ପ୍ରଭୂର୍ଟି ଉଚ୍ଚ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ।ବିଭିନ୍ନ ଭାଷଣ ମାଧ୍ୟମରେ ଲୋକଙ୍କୁ ସମ୍ବିଧାନ ସଚେତନତା ସୃଷ୍ଟି କରିଥିଲେ।ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ କ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ।ପ୍ରଥମେ ହଜାର ହଜାର ସଂଖ୍ୟାରେ ଲୋକ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ମଧ୍ୟ କରା ଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଉତ୍ତମ ଶିକ୍ଷା ସମାଜକୁ ଆର୍ଥିକ ସମୃଦ୍ଧି କରିବ - ସମରେନ୍ଦ୍ର/ ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ- ସମରେନ୍ଦ୍ର   30-Apr-2024
  ଜିଲ୍ଲା  
*ଶକ୍ତି ପ୍ରଦର୍ଶନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ*- ବିଶାଳ ଶୋଭାଯାତ୍ରା ଓ ସହର ପରିକ୍ରମା ରେ କଲେ ଭୋଟ ଭିକ୍ଷା   30-Apr-2024
  ଜିଲ୍ଲା  
ଚଳିତ ନିର୍ବାଚନ କୁ ନେଇ ନର୍ଲା ପ୍ରେସ ଆସୋସିଏସନ୍ ପକ୍ଷରୁ ପ୍ରେସ ରିଲିଜ।   30-Apr-2024
  ଜିଲ୍ଲା  
ଶାହା ଙ୍କ ସମାବେଶ ରେ ପ୍ଳା କାର୍ଡ ଓ ବିରୋଧ ପ୍ରଦର୍ଶନ କରି ସାହାସ ଦେଖେଇଲେ ସାହାରା କର୍ମଚାରୀ   30-Apr-2024
  ଜିଲ୍ଲା  
ଡାବୁଗାଁ ଠାରେ ନବଦିନାତ୍ମକ ଠାକୁରାଣୀ ଯାତ୍ରା ସମ୍ପନ୍ନହେଲା, ହଜାର ହଜାର ଭକ୍ତଙ୍କ ଗହଳିରେ ନିଜ ଆସ୍ଥାନକୁ ଫେରିଲେ ମାଁ   30-Apr-2024
  ଜିଲ୍ଲା  
କଂଗ୍ରେସ ରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସନ୍ତୋଷ ସିଂ ସଲୁଜା   30-Apr-2024
  ଜିଲ୍ଲା  
ଦିନ ମଜୁରିଆଙ୍କ ପାଇଁ ଜଳଛତ୍ର    30-Apr-2024
  ରାଜନୀତି  
ବଲାଙ୍ଗିର ରାଜନୀତି : ବିଜେଡି ଟାର୍ଗେଟ ମହିଳା ଭୋଟ, ବିଜେଡି ପାଇଁ ପ୍ରଚାରରେ ସକ୍ରିୟ ମହିଳା ଟିମ୍   30-Apr-2024
  ଅପରାଧ  
ଟିଟିଲାଗଡ ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ହିଂସା.. ବିଜେପିପ୍ରାର୍ଥିଙ୍କ ଘରକୁ ପଶି ଧମକ ଅଭିଯୋଗ,ଥାନାରେ ଉଭୟ ପଟୁ ଏତଲା   30-Apr-2024
  ଜିଲ୍ଲା  
କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଭାବେ ମହୀଧର ରଣାଙ୍କ ନାମାଙ୍କନ ଦାଖଲ    30-Apr-2024
  ରାଜନୀତି  
ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି ?   30-Apr-2024
  ଜିଲ୍ଲା  
ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସି ଏମ୍ ନାମାଙ୍କନ ପତ୍ର ଦାଖଲ କରିବେ। ଆ   29-Apr-2024

You Might Also Like