-+91-9937148622 |

prerana_bgr@rediffmail.com |

  Thursday 5th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||      ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   (04-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ    (04-Nov-2026)       ||      ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   (04-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   (04-Nov-2026)       ||      ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   (04-Nov-2026)       ||      ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ    (03-Nov-2026)       ||      ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା    (03-Nov-2026)       ||      ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   (03-Nov-2026)       ||      ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   (03-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (03-Nov-2026)       ||      ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   (03-Nov-2026)       ||      କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   (03-Nov-2026)       ||      ‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ   (03-Nov-2026)       ||     

HOME   ରାଜ୍ୟ

ସୋନପୁର ରୁ ସୁବର୍ଣ୍ଣପୁର ପୁନଶ୍ଚ ସନପୁର (sun ପୁର୍)

03-May-2022



ସୁବର୍ଣ୍ଣପୁର/! କିଛି ବର୍ଷ ପୂର୍ଵ ରୁ ସୁବର୍ଣ୍ଣପୁର ସହର ରେ ପ୍ରବଳ ଖରା ଯୋଗୁଁ  ପରିବେଶ ଏତେ ଉତ୍ତପ୍ତ ରହୁଛି ଯେ ଜନ ଜୀବନ ଅସ୍ତ ବ୍ୟସ୍ତ  ହୋଇ ପଡୁଛି l ବିଗତ ଅପ୍ରେଲ ମାସ ରୁ ଆଜି ସୁଦ୍ଧା 40 ରୁ 46 ଡିଗ୍ରୀ ଯାଏ  ଟେମ୍ପରେଚର  ରହୁ ଥିବାରୁ  ଦିନ 11  ଟା ରୁ  5 ଟା ଯାଏ ପୁରା କର୍ଫିୟୁ ଜାରି ହେଲା ଭଳିଆ ସହର ଶୂନଶାନ ରହୁଛି l ଯେଉଁଥି ପାଈଁ କି ଜ଼ିଲ୍ଲା ପ୍ରଶାସନ ତଥା  ସହର ବୁଦ୍ଧିଜୀବୀ ଏବେ ଚିନ୍ତା ରେ l ଏବଂ ଏହାର ପ୍ରତିକାର ପାଇଁ ବିଭିନ୍ନ ସମୀକ୍ଷା  କରୁଥିବା ଦେଖା ଦେଇଛି l ଦୀର୍ଘ ବର୍ଷ ପୂର୍ବରୁ ବଲାଙ୍ଗୀର ଜ଼ିଲ୍ଲା ଟିଟିଲାଗଡ଼ ସହର କୁ ଯେମିତି ତତଲାଗଡ଼ ବୋଲି କୁହା ଯାଉଥିଲା l ଠିକ ସେହି ଭଳି ରାଜ୍ୟ ତଥା ଦେଶରେ ଏ ବର୍ଷ ସୁବର୍ଣ୍ଣପୁର ଜ଼ିଲ୍ଲା ର ଉତ୍ତାପ ସବୁଠୁ ଆଗରେ ରହି ଆସୁଥିବାରୁ  ବର୍ତମାନ ଜ଼ିଲ୍ଲା ତଥା ପାଖ ପଡିଶା ଜ଼ିଲ୍ଲା  ଲୋକେ *ସୋନପୁର କୁ ସନପୁର sun pur* ବୋଲି କହୁଛନ୍ତି l ଚାରି ପଟେ ଘେରି  ଥିବା ମହାନଦୀ ତେଲ ନଦୀ ର  ଜଳ ଭାଗ କମିବା ରୁ ଉତ୍ତପ୍ତ ବାଲି ପଥର, ଜନ ସଂଖ୍ୟା ତୁଳନା ରେ ବୃକ୍ଷ ରୋପଣ ର ଅଭାବ, ଲୋକଙ୍କ ସହରାଭିମୁଖୀ ନିଶା ଓ କୋଠା ଘର ର ନିର୍ମାଣ, ରାସ୍ତା କଂକ୍ରିଟ କରଣ, ଅନାବଶ୍ୟକ ସମୟରେ ଯାନ ବାହନ ର ବହୁଳ ବ୍ୟବହାର, ସୁଖ ସ୍ଵାଛନ୍ଦ୍ୟ  ପାଇଁ ଏସି ର ବହୁଳ ବ୍ୟବହାର, ମାଙ୍କଡ଼ ବିହା ନାଁ ରେ ଜଙ୍ଗଲ ପୋଡି, ରାସ୍ତା ପ୍ରଶସ୍ତି କରଣ ନାଁ ରେ ଏବଂ  ବାଇ ପାସ ଫୋରଲେନ  ରାସ୍ତା  ନିର୍ମାଣ  ପାଇଁ ଜବର ଦଖଲ ଉଛେଦ କୁ  ଗୁରୁତ୍ୱ କମ  ଓ ଗଛ କଟା କୁ 

ବେଶୀ ଗୁରୁତ୍ୱ  ଦେବା ଭଳି ଘଟଣା  ଆଜି ସହର ରେ ଉତ୍ତାପ ବଢିବା ରେ ଖୋରାକ ଯୋଗାଇଛି  l ଆମେ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରି ଏବେ କେବଳ  ଅନୁତାପ ଓ ଆଲୋଚନା ସମାଲୋଚନା କରୁଛୁ l ଏବେ  ପବ୍ଲିକ ଓ ପ୍ରଶାସନ ସାମୁହିକ ଭାବେ ମିଶି ବ୍ୟାପକ ବୃକ୍ଷ ରୋପଣ ଓ ଜନ ସଚେତନତା କରିବା ସହିତ ଜଙ୍ଗଲ,ନଦୀ, ପାଣି, ପବନ, ସମଗ୍ର ପରିବେଶ ର ସୁରକ୍ଷା କରିବା ହିଁ  ଏହାର ଏକ ମାତ୍ର ସମାଧାନ ର ବାଟ l ନ ହେଲେ ଆଗାମୀ ଦିନ ରେ ଶୁଖିଲା ମରୁଭୂମି ପାଲଟିବା କିଛି ଅସମ୍ଭବ ନୁହେଁ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   04-Nov-2026
  ଜିଲ୍ଲା  
ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   04-Nov-2026
  ଜିଲ୍ଲା  
ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   04-Nov-2026
  ଅପରାଧ  
ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ   04-Nov-2026
  ଜିଲ୍ଲା  
ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   04-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   04-Nov-2026
  ଜିଲ୍ଲା  
ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   04-Nov-2026
  ଜିଲ୍ଲା  
ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ   03-Nov-2026
  ଜିଲ୍ଲା  
ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା   03-Nov-2026
  ଜିଲ୍ଲା  
ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   03-Nov-2026

You Might Also Like