-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||     

HOME   ଜିଲ୍ଲା

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କଳିକେଶଙ୍କ ଦାବୀ: ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଉ

19-Aug-2021



ବଲାଙ୍ଗିର,(ପ୍ରେରଣା ଖବର)-  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବହୁ ପ୍ରତିକ୍ଷୀତ ବଲାଙ୍ଗିର- ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବା ପାଇଁ  ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏତଦ ବ୍ୟତିତ କଣ୍ଟାବାଞ୍ଜି ଠାରେ ଏକ ରେଳ ୱାଗନ କାରଖାନା ପ୍ରତିଷ୍ଠା କରିବା, ବଲାଙ୍ଗିର- ପାଟଣାଗଡ-ଲାଠୋର ରେଳ ଲାଇନ ପ୍ରକଳ୍ପ ଆରମ୍ଭ କରିବା ତଥା ବଲାଙ୍ଗିର ଷ୍ଟେସନକୁ ପ୍ରଧାନମନ୍ତ୍ରୀ ମଡେଲ ଷ୍ଟେସନ ରୂପେ ଘୋଷଣା କରିବା ସମେତ ୧୭ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । 
ପ୍ରକାଶ ଯେ, ଆସନ୍ତା ୨୩ ତାରିଖରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ମନ୍ତ୍ରୀ ଅଂଚଳର ରେଳ ଗମନାଗମଗନର ତଦାରଖ ତଥା ଅନୁଧ୍ୟାନ କରିବେ । ଏହି ଅବସରରେ ତାଙ୍କୁ ବଲାଙ୍ଗିରକୁ ସ୍ୱାଗତ କରିବା ସହ ଅଞ୍ଚଳର ରେଳ ଗମନା ଗମନ ସମ୍ଭନ୍ଧୀୟ ବିଭୀନ୍ନ ଦାବୀ ନେଇ ଏକ ଚିଠି ଲେଖିଛନ୍ତି ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂ ଦେଓ । ପତ୍ର ଅନୁସାରେ , ଦିର୍ଘ ଦିନ ହେବ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଅସଂପୁର୍ଣ୍ଣ ହୋଇ ପଡି ରହିଛି । ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଗଲେ, ପ୍ରକଳ୍ପର ବିଭୀନ୍ନ ବାଧାବିଷ୍ନ ଦୂର ହେବା ସହ ପ୍ରକଳ୍ପ ଶିଘ୍ର ସମାପ୍ତ ହୋଇ ପାରିବ । ସେହିପରି କନ୍ଟାବାଞ୍ଜି ରେଳ ବିଭାଗ ପାଖରେ ବିସ୍ତିର୍ଣ୍ଣ ୭୦୦ ଏକର ଜମି କୌଣସି କାମରେ ଆସୁ ନାହିଁ । ଏଠାରେ ଏକ ରେଳ ୱାଗନ କାରଖାନା ସ୍ଥାପନ କରାଗଲେ  ଅଂଚଳବାସୀଙ୍କ ପାଇଁ କର୍ମ ନିଯୂକ୍ତିର ସୁଯୋଗ ସୃଷ୍ଟି ହେବା ସହ ଜମିର ସଦ ଉପେଯାଗ ହୋଇ ପାରିବ । ତାଛଡା ବଲାଙ୍ଗିର ଷ୍ଟେସନକୁ  ପ୍ରଧାନମନ୍ତ୍ରୀ ମଡେଲ ଷ୍ଟେସନ କରିବା, ଇସ୍ପାତ ଏକ୍ସପ୍ରେସକୁଣ୍ଟଟିଲାଗଡରୁ କନ୍ଟାବାଞ୍ଜି ପର୍ଯ୍ୟନ୍ତ , ସମ୍ବଲପୁର-ଜମ୍ମୁ ତାବି ଏକ୍ସପ୍ରେସକୁ ଟିଟଲାଗଡ ପର୍ଯ୍ୟନ୍ତ, ସମ୍ବଲପୁର-ପୁରୀ ଇନ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରିତ କରିବା, ସମସ୍ତ ରେଲୱେ ଗେଟ ଉପରେ ବା ତଳେ ବ୍ରିଜ କରିବା, ଡୁଙ୍ଗୁରିପାଲି, ଦେଓଗାଁ, ତୁଷୁରା ଓ ମୁରିବାହାଲ ଠାରେ ପୁରୀ- ଦୁର୍ଗ ଟ୍ରେନର ରହଣି, ବଲାଙ୍ଗିର - ଭୁବନେଶ୍ୱର ଇନ୍ଟରସିଟିର ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ସହ ଦେଓଗାଁ ଓ ତୁଷୁରା ଠାରେ ରହଣି, ବଲାଙ୍ଗିର- ବିଛୁପାଲି ଟ୍ରେନକୁ ଭବାନିପାଟଣା ପର୍ଯ୍ୟନ୍ତ  ସପ୍ରସାରଣ କରି ଇଏମୟୁ ଭାବେ ଉପେଯାଗ କରିବା, ବଲାଙ୍ଗିର ଟିଟିଲାଗଡ ଦେଇ ନୂତନ ଦିଲ୍ଳୀ ଟ୍ରେନ ଚଳାଇବା, ସମ୍ବଲପୁର ବଲାଙ୍ଗିର ଟିଟିଲାଗଡ ଦେଇ ନୂତନ ଏହ୍ଲାବାଦ ଟ୍ରେନ ଚଳାଇବା, ହାତିଆ- ୟଶବନ୍ତ ପୁର ଟ୍ରେନ କୁ ଡେଲି କରିବା, ପୁରୀ- ଗାନ୍ଧୀଧାମ ଓ ଲୋକମାନ୍ୟ ତିଲକ ଟ୍ରେନ ର ସଇଁନ୍ତଳା, ଲୋଇସିଂହା ଓ ଡୁଙ୍ଗୁରିପାଲି ଠାରେ ରହଣି ଏବଂ ବଲାଙ୍ଗିର - ଦେଓଗାଁ ମଧ୍ୟରେ ଏକ ରେଳ ମେନ୍ଟେନେନ୍ସ କାରଖାନା ତିଆରି କରିବା ଆଦି ଦାବୀ ରହିଛି ।  ତେବେ ଅଂଚଳବାସୀଙ୍କ ଏ ସବୁ ନ୍ୟାର୍ଯ୍ୟ ଦାବୀ ପୂରଣ ହେଲେ ଅଂଚଳ ରେଳ ଗମନା ଗମନରେ ବିକଶିତ ହେବା ସହ ଅନେକ ନିଯୂକ୍ତିର ସୂଯୋଗ ସୃଷ୍ଟି କରିପାରିବ ବୋଲି କଳିକେଶ ଆଶା ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026

You Might Also Like

                           
  ଜିଲ୍ଲା  

ଗଣିତ ଗବେଷଣା