-+91-9937148622 |

prerana_bgr@rediffmail.com |

  Monday 9th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   (08-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (08-Nov-2026)       ||      ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   (08-Nov-2026)       ||      ବଡ଼ମାଳ ହାଇସ୍କୁଲରେ ଶିଶୁ ମେଳା-୨୦୨୬ ଅନୁଷ୍ଠିତ   (08-Nov-2026)       ||      ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍‌ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍‌ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (08-Nov-2026)       ||      ଜିଲ୍ଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ    (08-Nov-2026)       ||      ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    (08-Nov-2026)       ||      ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   (08-Nov-2026)       ||      ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   (08-Nov-2026)       ||      ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   (07-Nov-2026)       ||      ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   (07-Nov-2026)       ||      ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   (07-Nov-2026)       ||      ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   (07-Nov-2026)       ||      ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   (07-Nov-2026)       ||      ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   (07-Nov-2026)       ||      ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   (07-Nov-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   (07-Nov-2026)       ||      *ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   (07-Nov-2026)       ||      ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ    (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   (07-Nov-2026)       ||     

HOME   ଜିଲ୍ଲା

*ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*

16-Jun-2026



ସୁବର୍ଣ୍ଣପୁର:( ମନୋରଞ୍ଜନ ତ୍ରିପାଠୀ )ସୁବର୍ଣପୁର ଜିଲ୍ଲାରେ ଶିଶୁ ଶ୍ରମକୁ ଲାଲ କାର୍ଡ ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ପାଳନ ଅବସରରେ  ସଚେତନତା ରଥ ଉଦଘାଟିତ ହୋଇ ଯାଇଛି l ସୁବର୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସାମୁହିକ ସଚେନତତା ପାଇଁ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସିଏସିଏଲ ଓଡିଶା ଓ ସୁବର୍ଣ୍ଣପୁର ତରଫରୁ ଶିଶୁ ଶ୍ରମ କୁ ଲାଲ କାର୍ଡ ଓ ଶିଶୁ ଶ୍ରମ କୁ ନିରୋଧ କରିବା ପାଇଁ ଦସ୍ତଖତ ଅଭିଯାନ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ଗ୍ରାମୋଥ୍ହାନ ଦ୍ଵାରା କରାଯାଇଛି । ଏହି କାର୍ଯକ୍ରମରେ ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝି , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଦେବାଶିଷ ଦାଶ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. ଉଷରାଣୀ ଦାଶ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ଲୀନା ବାବୁ, ଜିଲ୍ଲା ସହ ଶ୍ରମ ଆୟୁକ୍ତ ଡିଲେଶ୍ଵର ଖାଖା, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତନନ୍ଦ ସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ ଗଣମାଧ୍ୟମର ପ୍ରତିନିଧି ଓ ସାମାଜିକ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଶିଶୁ ଶ୍ରମ କୁ ଲାଲ କାର୍ଡ ଓ ଦସ୍ତଖତ ଅଭିଯାନ କୁ ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗି , ମନୋଜ କୁମାର ସ୍ଵାଇଁ ଓ  ଗ୍ରାମୋଥ୍ହାନ ର କର୍ମକର୍ତ୍ତା ରଶ୍ମୀତା ପ୍ରଧାନ ଓ ମାନସୀ ମେହେର ସଂଯୋଜନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   08-Nov-2026
  ଜିଲ୍ଲା  
ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   08-Nov-2026
  ଜିଲ୍ଲା  
ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   08-Nov-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ଶିଶୁ ମେଳା-୨୦୨୬ ଅନୁଷ୍ଠିତ   08-Nov-2026
  ଜିଲ୍ଲା  
ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍‌ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍‌ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   08-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ   08-Nov-2026
  ଜିଲ୍ଲା  
ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    08-Nov-2026
  ଜିଲ୍ଲା  
ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   08-Nov-2026
  ଜିଲ୍ଲା  
ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   08-Nov-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   07-Nov-2026
  ଜିଲ୍ଲା  
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   07-Nov-2026
  ଜିଲ୍ଲା  
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   07-Nov-2026

You Might Also Like