-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||     

HOME   ଜିଲ୍ଲା

ଦେବାଶିଷ ସାମନ୍ତରାୟ ବିଜେଡି ଦଳରୁ ଇସ୍ତଫା ଦେବାପରେ ତୁଙ୍ଗ ନେତାମାନେ ଧିରେ ଧିରେ ଇସ୍ତଫା ଆରମ୍ଭ ଗୋଟିଏ ଦିନରେ ୩ ଇସ୍ତଫା

04-Jun-2026



କଟକ, (ତପନ ମହାନ୍ତି।) ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା କଟକର ତୁଙ୍ଗ ନେତା,  ଧୂରେ ଧୂରେ ଦଳରୁ ଇସ୍ତଫା ଦେବା ଆରମ୍ଭ କରିଦେଲେଣି । ଆଞ୍ଚଳିକ ଦଳ ଭାବେ ଦୀର୍ଘ ୨୪ ବର୍ଷ ଧରି ରାଜୁତି କରିଥିବା ବିଜେଡି ଗଡ ଧୂରେ ଧୂରେ ଏବେ ଭୁଷୁଡିବାରେ ଲାଗିଲାଣି। କଟକରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ଗୋଟିଏ ଦିନରେ ୩ଜଣ ବରିଷ୍ଠ ନେତା ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ପରେ ତୁଙ୍ଗ ନେତା, ଛାତ୍ର ସଙ୍ଗଠକମାନେ ଧୂରେ ଧୂରେ ଦଳରୁ ଇସ୍ତଫା ଦେବା ଆରମ୍ଭ କରିଦେଲେଣି । ଆଞ୍ଚଳିକ ଦଳ ଭାବେ ଦୀର୍ଘ ୨୪ ବର୍ଷ ଧରି ରାଜୁତି କରିଥିବା ବିଜେଡି ଗଡ ଧୂରେ ଧୂରେ ଏବେ ଭୁଷୁଡିବାରେ ଲାଗିଲାଣି। କଟକରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ଗୋଟିଏ ଦିନରେ ୩ଜଣ ବରିଷ୍ଠ ନେତା ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପୂର୍ବତନ ନଗର ବିଜେଡି ସଭାପତି ତଥା ପୂର୍ବତନ ଡେପୁଟୀ ମେୟର ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ତଥା ଜୀବନ ବିନ୍ଦୁ ସଂଯୋଜକ ଡ. ରଞ୍ଜନ ବିଶ୍ବାଳ, ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ରଗିରି ଗୋସ୍ବାମୀ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀ ସାହୁ ଓ ବିଶ୍ବାଳ କହିଛନ୍ତି, ଦଳ ଆମ ପ୍ରତି ଆଉ ବିଶ୍ବାସ ରଖୁନାହିଁ। ଅନ୍ୟ ପ୍ରରଚନାରେ ଦଳ ଶାସିତ ହେଉଛି। ଦଳର ରହିବା ଏକ ପ୍ରକାର ଅଣନିଶ୍ବାସ ଭଳି ଲାଗୁଛି। ଫଳରେ ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ କହିଛନ୍ତି, ୨୦୦୧ରୁ ବିଜେଡି ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କାମ କରି ଆସୁଛି। ୨୦୦୩ରୁ ଛାତ୍ର ଜନତା ଦଳରେ ସଙ୍ଗଠନ ଦାୟିତ୍ଵ ନେବା ପରେ ଜିଲ୍ଲା ସଭାପତି ହୋଇଥ୍‌ଲିଶ୍ରୀ ସାହୁ ଓ ବିଶ୍ବାଳ କହିଛନ୍ତି, ଦଳ ଆମ ପ୍ରତି ଆଉ ବିଶ୍ବାସ ରଖୁନାହିଁ। ଅନ୍ୟ ପ୍ରରଚନାରେ ଦଳ ଶାସିତ ହେଉଛି। ଦଳର ରହିବା ଏକ ପ୍ରକାର ଅଣନିଶ୍ବାସ ଭଳି ଲାଗୁଛି। ଫଲରେ ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ କହିଛନ୍ତି, ୨୦୦୧ରୁ ବିଜେଡି ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କାମ କରି ଆସୁଛି। ୨୦୦୩ରୁ ଛାତ୍ର ଜନତା ଦଳରେ ସଙ୍ଗଠନ ଦାୟିତ୍ଵ ନେବା ପରେ ଜିଲ୍ଲା ସଭାପତି ହୋଇଥ୍‌ଲି । ଚଳିତ ବର୍ଷ ନୂତନ କମିଟିରେ ରାଜ ସମ୍ପାଦକ ଭାବେ ଦାୟିତ୍ବ ପିତ୍ର ଦେଇଥିଲେ |

ହେଲେ ବର୍ତ୍ତମାନ ଦଳ ଲାଗି ମୁଁ ଆଲୋଡା ହୋଇଯାଇଛି । ନବୀନ ବାବୁ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ଥିବା ଭଳି ମନେ ହେଉଛନ୍ତି| ଦଳକୁ ଠିକଣା ଭାବେ ପରିଚାଳିତ ନକରି କେବଳ କାର୍ଯ୍ୟାନୁଷ୍ଠାନରେ ଲିପ୍ତ ରହିଲେ । ସନ୍ୟାସ ନେଇଥିବା ଭୈରବ କାର୍ଭିକ ପାଣ୍ଡିୟାନ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦଳକୁ ଅଣଦେଖା କରି ଚାଟୁକାରିତା କରୁଥିବା ତାଙ୍କ ଏଜେଣ୍ଟଙ୍କୁ ଦାୟିତ୍ବ ଦେଉଛନ୍ତି । ବାରବାଟୀ-କଟକ ନିର୍ବାଚନ ବିଜେଡି ଗଡର ପରାଜୟକୁ ତର୍ଜମା ନକରି ଦଳ ବାରମ୍ବାର ଭୁଲ ନିଷ୍ପତ୍ତି ନେଉଛି । ତେଣୁ ଏଭଳି ରାଜନୈତିକ ସ୍ଥିତିରେ ଶ୍ଵାସରୁଦ୍ଧ ଅନୁଭବ କରି ମୋର ଇସ୍ତଫା ପ୍ରଦାନ କରୁଛି ବୋଲି ବୋଲି ଗୋସ୍ବାମୀ କହିଛନ୍ତି।ଚଳିତ ବର୍ଷ ନୂତନ କମିଟିରେ ରାଜ ସମ୍ପାଦକ ଭାବେ ଦାୟିତ୍ବ ପିତ୍ର ଦେଇଥିଲେ । ହେଲେ ବର୍ତ୍ତମାନ ଦଳ ଲାଗି ମୁଁ ଆଲୋଡା ହୋଇଯାଇଛି । ନବୀନ ବାବୁ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ଥିବା ଭଳି ମନେ ହେଉଛନ୍ତି| ଦଳକୁ ଠିକ୍ ଭାବେ ପରିଚାଳିତ ନକରି କେବଳ କାର୍ଯ୍ୟାନୁଷ୍ଠାନରେ ଲିପ୍ତ ରହିଲେ । ସନ୍ୟାସ ନେଇଥିବା ଭୈରବ କାର୍ଭିକ ପାଣ୍ଡିୟାନ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦଳକୁ ଅଣଦେଖା କରି ଚାଟୁକାରିତା କରୁଥିବା ତାଙ୍କ ଏଜେଣ୍ଟଙ୍କୁ ଦାୟିତ୍ବ ଦେଉଛନ୍ତି । ବାରବାଟୀ-କଟକ ନିର୍ବାଚନ ବିଜେଡି ଗଡର ପରାଜୟକୁ ତର୍ଜମା ନକରି ଦଳ ବାରମ୍ବାର ଭୁଲ ନିଷ୍ପତ୍ତି ନେଉଛି । ତେଣୁ ଏଭଳି ରାଜନୈତିକ ସ୍ଥିତିରେ ଶ୍ଵାସରୁଦ୍ଧ ଅନୁଭବ କରି ମୋର ଇସ୍ତଫା ପ୍ରଦାନ କରୁଛି ବୋଲି  ଗୋସ୍ବାମୀ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026
  ଜିଲ୍ଲା  
ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   11-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ   11-Jun-2026

You Might Also Like